Sunday, April 19, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ବିସିସିଆଇର କଡ଼ା ନିୟମ, ଗମ୍ଭୀରଙ୍କ ସହିତ ନ ରହି ଅଲଗା ହୋଟେଲରେ ରହିଲେ ପିଏ

Sanchar Live by Sanchar Live
February 14, 2025
in କ୍ରୀଡ଼ା
0
ବିସିସିଆଇର କଡ଼ା ନିୟମ, ଗମ୍ଭୀରଙ୍କ ସହିତ ନ ରହି ଅଲଗା ହୋଟେଲରେ ରହିଲେ ପିଏ

Oplus_131072

0
SHARES
36
VIEWS
FacebookTwitter

BCCI ଅଷ୍ଟ୍ରେଲିଆ ସିରିଜ ପରେ ୧୦ କଡ଼ା ନିୟମ କରିଛି । ବିସିସିଆଇର ଏହି ନିୟମ ପାଳନ ଇଂଲଣ୍ଡ ସିରିଜରୁ କରିଛି ଟିମ୍ ଇଣ୍ଡିଆ । ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ଦୁବାଇ ଗସ୍ତ କରିବାକୁ ଥିବା ବେଳେ ସେଠାରେ ମଧ୍ୟ ଏହି ନିୟମର ଅନୁପାଳନ କରାଯିବ । ବିସିସିଆଇ ଏହି ନିୟମ କଡ଼ାକଡ଼ି ପାଳନ କରିବାକୁ ପ୍ରସ୍ତୁତ ରହିଛି । ଗୌତମ ଗମ୍ଭୀରଙ୍କ ପିଏ ଗମ୍ଭୀରଙ୍କ ସହ ରହିଥିବାରୁ ବିସିସିଆଇ ଅଧିକାରୀଙ୍କ କ୍ରୋଧର ସମ୍ମୁଖୀନ ହୋଇଥିଲେ ହେଡକୋଚ୍ । ଏବେ ତାଙ୍କୁ ଆଗାମୀ ଗସ୍ତ ବେଳେ ଖେଳାଳିମାନଙ୍କ ସହ ସମାନ ହୋଟେଲରେ ନ ରହିବାକୁ କୁହାଯାଇଛି ।

ତେବେ ଏହି ରିପୋର୍ଟ ଗମ୍ଭୀରଙ୍କ ନାମ କୁହାଯାଇନାହିଁ । ହେଲେ ଭାରତୀୟ କୋଚିଂ ଷ୍ଟାଫଙ୍କ ପାଖରେ ହେଡକୋଚଙ୍କ ଛଡା ଅନ୍ୟ କୌଣସି ସଦସ୍ୟଙ୍କ ପାଖରେ ପିଏ ନାହାନ୍ତି । ଇଂଲଣ୍ଡ ସିରିଜ ସମୟରେ ଗମ୍ଭୀରଙ୍କ ପିଏକୁ ମ୍ୟାଚ ଭେନ୍ୟୁରେ ଦେଖିବାକୁ ମିଳିଥିଲା । କିନ୍ତୁ ସେ ଖେଳାଳି ଏବଂ ଅଫିସିଆଲ ମିଟିଂ ଠାରୁ ଦୂରେଇ ରହିଥିଲେ । ଏହି ସମୟରେ ଅଲଗା ହୋଟେଲରେ ମଧ୍ୟ ରହିଥିଲେ ।

ସୂଚନାଯୋଗ୍ୟ, ବିସିସିଆଇ ସମସ୍ତ ଖେଳାଳି ଏହି ଗାଇଡଲାଇନକୁ ପାଳନ କରିବାକୁ ବାଧ୍ୟ । ଯଦି କୌଣସି ଖେଳାଳି ଏହାକୁ ପାଳନ ନ କରନ୍ତି, ତେବେ ସିଲେକ୍ସନ କମିଟିର ଚେୟାରମ୍ୟାନ ଏବଂ ହେଡକୋଚଙ୍କ ଠାରୁ ଏହାର ଅନୁମତି ନେବାକୁ ପଡିବ । ଏହାଛଡା କୌଣସି ଖେଳାଳି ଏସବୁ ନିୟମ ଅବମାନନା କରୁଥିବା ବେଳେ ଧରାପଡେ, ତେବେ ତାଙ୍କ ଉପରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କୌଣସି ଖେଳାଳି ଏହି ନିୟମ ଠିକ୍ ଢଙ୍ଗରେ ପାଳନ ନ କଲେ, ବୋର୍ଡ ତାଙ୍କୁ ଟୁର୍ଣ୍ଣାମେଣ୍ଟ, ସିରିଜ କିମ୍ବା ଆଇପିଏଲରେ ଖେଳିବାକୁ ସୁଯୋଗ ଦେବନାହିଁ । ଏହାଛଡା ଖେଳାଳିଙ୍କ ଦରମା ଏବଂ ତାଙ୍କ କଣ୍ଟ୍ରାକ୍ଟ ମଧ୍ୟ ଶେଷ ହୋଇପାରେ ।

Tags: bccigoutam gambhir
ShareTweetShareSend
Sanchar Live

Sanchar Live

Next Post
ଓଡ଼ିଶା ବିଜେପିର କୋର କମିଟି ବୈଠକ ଆରମ୍ଭ

ଓଡ଼ିଶା ବିଜେପିର କୋର କମିଟି ବୈଠକ ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
  • ଅକ୍ଷୟ ତୃତୀୟ ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ…
  • ୨୩ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି
  • କିଏ ଜିତିବ ଆଜିର ମ୍ୟାଚ? PBKS VS LSG…
  • ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.