Month: August 2026

ଶୁଦ୍ଧିକ୍ରିୟାର ମାସକ ପରେ ଘରକୁ ଫେରିଲେ ସ୍ୱାମୀ, ପୁଣି ଶଙ୍ଖା-ସିନ୍ଦୁର ନାଇଲେ ବିଧବା ସ୍ତ୍ରୀ

ଶୁଦ୍ଧିକ୍ରିୟାର ମାସକ ପରେ ଘରକୁ ଫେରିଲେ ସ୍ୱାମୀ, ପୁଣି ଶଙ୍ଖା-ସିନ୍ଦୁର ନାଇଲେ ବିଧବା ସ୍ତ୍ରୀ । ମାସକ ତଳେ ନିଖୋଜ ହୋଇଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ...

Read more

ରାଜଧାନୀରେ ଚଳନ୍ତା ବସରେ ଗଣଦୁଷ୍ମର୍ମ

ରାଜଧାନୀରେ ବସରେ ଗଣଦୁଷ୍ମର୍ମ। ତାହା ପୁଣି ଚଳନ୍ତା ବସରେ। ଏଭଳି ଲୋମହର୍ଷକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଏକ ଘରୋଇ ବସ୍‌ରେ ଜଣେ ନାବାଳିକା ଝିଅକୁ ଗଣବଳାତ୍କାର ...

Read more

ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା

ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା । ୪୨୦୦ରୁ ଅଧିକ ନିଖୋଜ । ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳର ରସୁୱା ...

Read more

ପୂର୍ବ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ Z+ ସୁରକ୍ଷା ହଟାଇଲେ ବିଜୟ ସରକାର

ତାମିଲନାଡୁରେ ବିଜୟ ସରକାର ପୂର୍ବ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସୁରକ୍ଷା ହଟାଯାଇଛି । ଡିଏମକେ ମୁଖ୍ୟଙ୍କୁ ପୂର୍ବରୁ Z+ ସିକ୍ୟୁରିଟ୍ ମିଳିଥିଲା । ଯାହାକୁ ଏବେ ହଟାଇ ...

Read more

ପୁଣି ହର୍ଷଙ୍କ ସହ ନଜର ଆସିଲେ ମଲାଇକା ଅରୋରା, ଉଠିଲା ଦ୍ଵିତୀୟ ବିବାହ ଚର୍ଚ୍ଚା

ବଲିଉଡ଼ର ହଟ୍ ଆଣ୍ଡ୍ ଗ୍ଲାମରସ ଡିଭା ମଲାଇକା ଅରୋରା। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଅର୍ଜୁନ କପୁରଙ୍କ ସହ ବ୍ରେକଅପ୍ ...

Read more

ମହିଳାଙ୍କ କାନ୍ଧ ଧରିବା କିମ୍ବା ଚାପିବା ଯୌନ ଉତ୍ପୀଡ଼ନ ଭାବେ ଗଣାଯିବ ନାହିଁ

ମୁମ୍ବାଇ: ମହିଳାଙ୍କ କାନ୍ଧ ଧରିବା, ଚାପିବା କିମ୍ବା ଠେଲି ଦେବା ଘଟଣା ସବୁ କ୍ଷେତ୍ରରେ ଭାରତୀୟ ଦଣ୍ଡ ସଂହିତା (IPC) ଧାରା ୩୫୪A ଅନୁଯାୟୀ ଯୌନ ଉତ୍ପୀଡ଼ନ ...

Read more

ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ବଢିଲା କ୍ଷୀର ଦର

ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇବାସୀଙ୍କୁ ମହଙ୍ଗା ମାଡ଼ । ସହରରେ ପ୍ରତ୍ୟେକ ଜିନିଷ ଦାମ୍ ବଢୁଥିବା ବେଳେ କ୍ଷୀର ଦାମ୍ ବଢିବା ନେଇ ଅଫିସିଆଲ ...

Read more

କଲେଜ ହଷ୍ଟେଲ୍‌ ଓ କ୍ୟାଣ୍ଟିନ୍‌ରେ ଆଉ ମିଳିବନି ତେଲ ଭାଜି

କଲେଜ ହଷ୍ଟେଲ୍‌ ଓ କ୍ୟାଣ୍ଟିନ୍‌ରେ ଆଉ ମିଳିବ ନାହିଁ ବରା, ପକୁଡ଼ି, ଆଳୁଚପ୍‌, ପିଆଜି, କଚୁଡ଼ି, ସିଙ୍ଗଡ଼ା, ପୁରୀ।  ଛାତ୍ରଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ...

Read more
Page 1 of 15 1 2 15