Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଶ୍ରୀକ୍ଷେତ୍ର ଜମୁଛି ସାହିଯାତ, ଆଜି କୁଣ୍ଢେଇବେଣ୍ଟ ସାହିରୁ ମାୟା ରାବଣ ଓ ସୀତାଚୋରି ପ୍ରସ୍ତାବ

Sanchar Live by Sanchar Live
April 11, 2025
in ଓଡିଶା
0
ଶ୍ରୀକ୍ଷେତ୍ର ଜମୁଛି ସାହିଯାତ, ଆଜି କୁଣ୍ଢେଇବେଣ୍ଟ ସାହିରୁ ମାୟା ରାବଣ ଓ ସୀତାଚୋରି ପ୍ରସ୍ତାବ
0
SHARES
10
VIEWS
FacebookTwitter

ଶ୍ରୀକ୍ଷେତ୍ର ସାହିଯାତ ପରମ୍ପରାରେ ଆଜି ରାମଳୀଳାରେ ଅନୁଷ୍ଠିତ ହେବ ମାୟା ରାବଣ ଓ ସୀତାଚୋରି ପ୍ରସ୍ତାବ । କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ମହାପ୍ରଭୁଙ୍କ ଶ୍ରୀରାମଲୀଳା ନୀତି  ସମ୍ପନ୍ନ ହେବ । ଏଥିସହ କୁଣ୍ଢେଇବେଣ୍ଟ ସାହିର ମେଳ ବନ୍ଧୁସାହି ଦୋଳମଣ୍ଡପ ସାହି  ଭ୍ରମଣ କରିବ । ଜଗନ୍ନାଥବଲ୍ଲଭରେ ପାଳନ ହେବ ଠାକୁରଙ୍କ ନୀତି ।

ତ୍ରେତୟା ଯୁଗର କଥାବସ୍ତୁ ଶ୍ରୀମନ୍ଦିର ପରମ୍ପରାରେ ମଧ୍ୟ ପାଳନ ହୋଇଥାଏ । ପିତୃସତ୍ୟ ପାଳନ କରି ୧୪ ବର୍ଷ ବନବାସରେ ଥିଲେ ଶ୍ରୀରାମ ଚନ୍ଦ୍ର । ଜଙ୍ଗଲରେ  ନାନା ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ ଶ୍ରୀରାମ, ସୀତାଦେବୀ ଓ ଲକ୍ଷ୍ମଣ । ଲଙ୍କାର  ରାଜା ରାବଣ ମାରିଚକୁ ସୁନାହରିଣ(ମାୟାମୃଗ) ରୂପରେ ପଠାଇଥିଲା । ସୀତାଦେବୀ  ସୁନାହରିଣକୁ ଧରିଆଣିବାକୁ ଶ୍ରୀରାମଙ୍କ ନିକଟରେ ଅଳି କରିଥିଲେ । ଏହା ରାକ୍ଷସର  ମାୟା ଜାଣି ପାରି ସୀତାଦେବୀଙ୍କୁ ବୁଝାଇଥିଲେ ରାମଚନ୍ଦ୍ର । ତଥାପି ସୀତାଦେବୀ ବାଧ୍ୟ  କରିବାରେ ସୁନାହରିଣ ପଛରେ ଯାଇଥିଲେ ଶ୍ରୀରାମ । ସୀତାଦେବୀଙ୍କ ସୁରକ୍ଷା ଦାୟିତ୍ୱ  ଲକ୍ଷ୍ମଣଙ୍କ ଉପରେ ନ୍ୟସ୍ତ ଥିଲା । କୁଟୀର ଚତୁଃପାଶ୍ୱର୍ରେ ଲକ୍ଷ୍ମଣ ରେଖା ଟାଣି ଥିଲେ ।  ପରେ ଶ୍ରୀରାମ ବିପଦରେ ପଡ଼ିଥିବା ଜାଣି ସୀତାଦେବୀ ପୁଣି ବାଧ୍ୟ କରି ଲକ୍ଷ୍ମଣଙ୍କୁ  ପଠାଇଥିଲେ । ଏହାର ସୁଯୋଗ ନେଇ ଲଙ୍କା ନରେଶ ରାବଣ ମାୟାରେ ଋଷି ବେଶ  ଧାରଣ କରି ସୀତାଦେବୀଙ୍କୁ ଚୋରି କରି ନେଇଥିଲେ । ଏଣୁ କୁଣ୍ଢେଇବେଣ୍ଟ ସାହି  ଆଖଡ଼ା ପକ୍ଷରୁ ମାୟା ରାବଣ ବାହାରିଥାଏ ।

Tags: purisahijata
ShareTweetShareSend
Sanchar Live

Sanchar Live

Next Post
ମା ସାଜିଲା ସଉତୁଣୀ, ଝିଅର ପ୍ରେମିକ ସହ ଫେରାର

ମା ସାଜିଲା ସଉତୁଣୀ, ଝିଅର ପ୍ରେମିକ ସହ ଫେରାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.