Tuesday, April 21, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ପୁଟିନଙ୍କ ହେଲିକପ୍ଟରକୁ ଟାର୍ଗେଟ୍ କରିଥିଲା ୟୁକ୍ରେନ୍, ବଡ ଆକ୍ରମଣ କରି ପ୍ରତିଶୋଧ ନେଉଛି ଋଷ

Sanchar Live by Sanchar Live
May 26, 2025
in ବିଦେଶ
0
ପୁଟିନଙ୍କ ହେଲିକପ୍ଟରକୁ ଟାର୍ଗେଟ୍ କରିଥିଲା ୟୁକ୍ରେନ୍, ବଡ ଆକ୍ରମଣ କରି ପ୍ରତିଶୋଧ ନେଉଛି ଋଷ
0
SHARES
17
VIEWS
FacebookTwitter

ୟୁକ୍ରେନ୍ ଟାର୍ଗେଟ୍‌ରେ ଥିଲା ପୁଟିନଙ୍କ ହେଲିକପ୍ଟର । ପୁଟିନଙ୍କ ହେଲିକପ୍ଟର ଉପରକୁ ଲଗାତାର ଡ୍ରୋନ୍ ମାଡ କରିଥିଲା ୟୁକ୍ରେନ୍ । ସବୁ ଡ୍ରୋନକୁ ନଷ୍ଟ କରିବା ସହ ୟୁକ୍ରେନକୁ ଏବେ କଡା ଜବାବ ଦେଇଛି ଋଷ । ଋଷର ବାୟୁ ପ୍ରତିରକ୍ଷା ବିଭାଗ କମାଣ୍ଡର ଏପରି ଦାବି କରିଛନ୍ତି ।

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷ ଧରି ଚାଲିଛି । ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଛନ୍ତି । ଏହି ସମୟରେ, ମେ’ ୨୦ ତାରିଖରେ ୟୁକ୍ରେନ ଋଷ ଉପରେ କରିଥିବା ଡ୍ରୋନ ଆକ୍ରମଣ ବିଷୟରେ ଖବର ଆସିଛି । ସେହି ଆକ୍ରମଣରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟାର୍ଗେଟ କରାଯାଇଥିଲା । ଋଷ ସାମରିକ କମାଣ୍ଡର ଏହା ପ୍ରକାଶ କରିଛନ୍ତି ।

ଋଷିଆର ବାୟୁ ପ୍ରତିରକ୍ଷା ବିଭାଗର କମାଣ୍ଡର ୟୁରି ଡାସକିନ୍ କହିଛନ୍ତି, ୟୁକ୍ରେନ୍ ଗତ ୨୦ ତାରିଖରେ ରାଷ୍ଟ୍ରପତି ପୁଟିନ୍ କ୍ରୁସ୍କ ଓବ୍ଲାଷ୍ଟ ଗସ୍ତ କରିବା ସମୟରେ ତାଙ୍କ ହେଲିକପ୍ଟରକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରିଥିଲା । କିନ୍ତୁ ଏହି ଆକ୍ରମଣକୁ ପଣ୍ଡ କରାଯାଇଥିଲା ।

ସେ ଆହୁରି କହିଛନ୍ତି ଯେ ଗୋଟିଏ ପଟେ ଆମେ ୟୁକ୍ରେନର ଡ୍ରୋନ୍ ଆକ୍ରମଣର ଜବାବ ଦେଇଛୁ ଏବଂ ଅନ୍ୟପଟେ ଆମେ ରାଷ୍ଟ୍ରପତି ପୁଟିନଙ୍କ ହେଲିକପ୍ଟରର ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିଛୁ । ତେବେ, ଋଷର ଏହି ଦାବି ଉପରେ ୟୁକ୍ରେନରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ମଇ ୨୦ ତାରିଖରେ କ’ଣ ଘଟିଥିଲା?
ଋଷ ରାଷ୍ଟ୍ରପତି ମ’ ୨୦ ତାରିଖରେ କ୍ରୁସ୍କ ଓବ୍ଲାଷ୍ଟ ଗସ୍ତରେ ଥିଲେ । ଏହି ସମୟରେ ସେ ଏକ MI-17 ହେଲିକପ୍ଟରରେ ଥିଲେ । ତା’ପରେ ୟୁକ୍ରେନରୁ ବହୁ ସଂଖ୍ୟକ ଡ୍ରୋନ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣକୁ ଦେଖି, ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରାଯାଇଥିଲା, ଆଉ ୪୬ ରୁ ଅଧିକ ଡ୍ରୋନକୁ ଖସାଇ ଦିଆଯାଇଥିଲା ।

ଏବେ ୟୁକ୍ରେନର ଆକ୍ରମଣର ଜବାବରେ, ଋଷ ଗତକାଲି ରାତିରେ ୟୁକ୍ରେନ ଉପରେ ସବୁଠାରୁ ବଡ ଆକ୍ରମଣ କରିଛି । ଋଷ ୟୁକ୍ରେନର ଅନେକ ସହର ଉପରେ ୪୦୦ ମିସାଇଲ୍ ଏବଂ ଡ୍ରୋନ ମାଡ଼ କରିଛି । ଏହି ଭୟଙ୍କର ଆକ୍ରମଣରେ ତିନି ଜଣ ପିଲାଙ୍କ ସମେତ ୧୩ ଜଣଙ୍କ ଜୀବନ ଯାଇଛି । ଅନେକ ଲୋକ ଆହତ ହୋଇଛନ୍ତି ।

Tags: putinRusiaukreinwar
ShareTweetShareSend
Sanchar Live

Sanchar Live

Next Post
ନାଣ୍ଡୁ ବାବୁଙ୍କ ନାଁରେ ପୁଣି ଅଭିଯୋଗ ଆଣିଲେ ମାମୁନି

ନାଣ୍ଡୁ ବାବୁଙ୍କ ନାଁରେ ପୁଣି ଅଭିଯୋଗ ଆଣିଲେ ମାମୁନି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ମହାନଦୀ ଜଳ ବିବାଦ : ମେ’ ୨ ରେ ପରବର୍ତ୍ତୀ ଶୁଣାଣି
  • ଆଜି ହାଇଦ୍ରାବାଦକୁ ଭେଟିବ ଦିଲ୍ଲୀ
  • ଆରମ୍ଭ ହେଲା ରଥ ନିର୍ମାଣ କାମ
  • ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • କଂଗ୍ରେସ ସହ ମେଣ୍ଟ ନେଇ ଏମିତି କହିଲେ ଅଖିଳେଶ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.