Monday, April 20, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଘରୋଇ ଉପାୟରେ ଚୁଟି କଲର କରିବାକୁ ଚାହୁଁଛନ୍ତି କି ?

Sanchar Live by Sanchar Live
March 29, 2025
in ଜୀବନ ଶୈଳୀ
0
ଘରୋଇ ଉପାୟରେ ଚୁଟି କଲର କରିବାକୁ ଚାହୁଁଛନ୍ତି କି ?
0
SHARES
14
VIEWS
FacebookTwitter

ବର୍ତ୍ତମାନ ସମୟରେ ସମସ୍ତେ ଚାହିଁଥାନ୍ତି ଯେ କିପରି ସୁନ୍ଦର ଦେଖାଯିବେ । ସୁନ୍ଦର ଦେଖାଯିବା ପାଇଁ ମଣିଷ କେତେ କ’ଣ କରିଥାଏ । ଫେସିଆଲ ପାଖରୁ ଆରମ୍ଭ କରି ହେୟାର କଲର ପର୍ଯ୍ୟନ୍ତ ସବୁକିଛି କରିଥାନ୍ତି । ଏଥି ସହ ଅଧିକାଂଶ ଲୋକେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ବର୍ତ୍ତମାନ ସମୟରେ ହେୟାର କଲର ଗୋଟିଏ ଫେସନ୍ ହୋଇଗଲାଣି । ଯାହାକୁ ଦେଖିବେ ସେମାନେ କିଛି ନା କିଛି ହେୟାର କଲର କରିଥିବେ । ହେୟାର କଲର ପାଇଁ ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିଥାନ୍ତି, ହେଲେ ଜାଣି ନଥାନ୍ତି ଯେ ହେୟାର କଲର କରିବା ଫଳରେ ଅନେକ ସମସ୍ୟା ମାସ୍ନାକୁ ଆସିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ସାମ୍ନାକୁ ଆସିଛି ଗୋଟିଏ ଫଳ, ଯାହାକୁ ଆପଣ ବହୁ ସହଜରେ ହେୟାର କଲର ପାଇଁ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଫଳର ନାମ କ’ଣ ?

ଏହି ଫଳର ନାମ ହେଉଛି ‘ବିଟ୍ ରୁଟ୍ ’। ବିଟ୍ ରୁଟ୍ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବିଟ୍ ଖାଇବା ଦ୍ବାରା ଶରୀରରେ ରକ୍ତ ବଢ଼ିବାକୁ ଲାଗିଥାଏ ଏବଂ ଆଇରନ୍ ଅଭାବ ଦୂର ହୋଇଥାଏ । ବିଟକୁ କେବଳ ଖାଇବାର ବ୍ୟବହାର କରାଯାଏ ନାହିଁ ବରଂ ଅନେକ ସୈନ୍ଦର୍ଯ୍ୟ ଉତ୍ପାଦରେ ମଧ୍ୟ ବ୍ୟବହାର କରିପାରିବେ । ବିଟରୁ ଲିପ୍ ବାମ , କ୍ରିମ୍ ଏବଂ କେଶର ରଙ୍ଗ ପ୍ରସ୍ତୁତ କରାଯାଏ । ବଜାରରେ ମିଳୁଥିବା ରାସାୟନିକ ରଙ୍ଗ କେଶରେ ଲଗାଇବା ବଦଳରେ ବିଟରୁଟ୍ ରୁ ତିଆରି ପ୍ରାକୃତିକ ହେୟାର କଲର ଲଗାଇବା ବହୁତ ଭଲ ହୋଇଥାଏ । ବିଟ୍ ରୁଟ୍ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା କେଶକୁ ପ୍ରାକୃତିକ ବର୍ଗଣ୍ଡି କଲର ଦେଇଥାଏ । ବିଟ୍ ସାହାଯ୍ୟରେ କେଶକୁ ସହଜରେ କଲର କରାଯାଇପାରିବ । ତେବେ ଆପଣ ଜାଣନ୍ତୁ ଯେ କେଶରେ କିପରି ବିଟ୍ ରୁଟ୍ ଲଗାଇବେ ।

ପ୍ରଥମେ ଆପଣ ଗୋଟିଏ ବଡ଼ ବିଟ୍ ରୁଟ୍ ନେଇ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ । ସେଥିରୁ ଯେଉଁ ପେଷ୍ଟ ପ୍ରସ୍ତୁତ ହେବ ସେଥିରେ ୧ ଚାମଚ ନଡ଼ିଆ ତେଲ ମିଶାନ୍ତୁ । ଏହା ପରେ ଆପଣ ଏହି ପେଷ୍ଟକୁ ଗୋଟିଏ ବ୍ରଶ ସାହାଯ୍ୟରେ କେଶରେ ଲଗାନ୍ତୁ । ବିଟ୍ ରୁଟ କୁ ହେୟାର ପ୍ୟାକ୍ ପରି କେଶରେ ଲଗାଇବା ଉଚିତ୍ । ଏହାକୁ ଲଗାଇସାରିବା ପରେ ୧-୨ ଘଣ୍ଟା ଛାଡି ଦିଅନ୍ତୁ ଏବଂ ପରେ ପାଣିରେ କେଶକୁ ଧୋଇ ଦିଅନ୍ତୁ । ଶେଷରେ ଆପଣଙ୍କୁ ମନେ ରଖିବା ଉଚିତ୍ ଯେ କେଶକୁ ଗୋଟିଏ ଦିନ ପରେ ସାମ୍ପୁ କରିବା ଆବଶ୍ୟକ ।

ବିଟରୁଟ୍ କୁ ମାସ୍କ ଭାବରେ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଦୁଇ ଚାମଚ ବିଟ୍ ରୁଟ୍ ରସ ନିଅନ୍ତୁ ଏବଂ ସେଥିରେ ଗୋଟିଏ ଚାମଚ ଅଦା ରସ ସହିତ ଦୁଇ ଚାମଚ ଅଲିଭ୍ ଅଏଲ୍ ମିଶାନ୍ତୁ । ଏହା ପରେ ଏହାକୁ ଭଲ ଭାବରେ ମିକ୍ସ କରନ୍ତୁ ଏବଂ କେଶର ମୂଳରେ ଭଲ ଭାବରେ ଲଗାଇ ଧୀରେ ଧୀରେ ମାଲିସ୍ କରନ୍ତୁ । ଏହି ମାସ୍କକୁ ଲଗାଇ ୧-୨ ଘଣ୍ଟା ଛାଡି ଦିଅନ୍ତୁ । ସମୟ ସରିଗଲା ପରେ କେଶକୁ ପାଣିରେ ଧୋଇ ଦିଅନ୍ତୁ ।

ବିଟ୍ ରୁଟ୍ କେଶ ପାଇଁ ଲାଭ ଦାୟକ ହୋଇଥାଏ କିନ୍ତୁ କିଛି ଲୋକଙ୍କୁ ଏହା ପ୍ରତି ଆଲର୍ଜି ହୋଇପାରେ । ତେଣୁ ଆପଣଏକ ପ୍ୟାଚ୍ ଟେଷ୍ଟ କରନ୍ତୁ ତା’ପରେ ଏହାକୁ କେଶରେ ଲଗାନ୍ତୁ ।

Tags: hair colourlifestyle
ShareTweetShareSend
Sanchar Live

Sanchar Live

Next Post
ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

ଆଜି ଏହି ରାଶିର ଭାଗ୍ୟରେ ରହିଛି ଖାଲି ଖୁସି ଆଉ ଖୁସି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
  • ଅକ୍ଷୟ ତୃତୀୟ ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ…
  • ୨୩ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି
  • କିଏ ଜିତିବ ଆଜିର ମ୍ୟାଚ? PBKS VS LSG…
  • ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.