Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଦେଶରେ ସାମ୍ନାକୁ ଆସିଲା ଦ୍ୱିତୀୟ ମଙ୍କିପକ୍ସ ମାମଲା

Sanchar Live by Sanchar Live
September 18, 2024
in ଭାରତ
0
ଦେଶରେ ସାମ୍ନାକୁ ଆସିଲା ଦ୍ୱିତୀୟ ମଙ୍କିପକ୍ସ ମାମଲା
0
SHARES
9
VIEWS
FacebookTwitter

ସଂଚାର ବ୍ୟୁରୋ: ଦେଶର ମଙ୍କିପକ୍ସର ଦ୍ୱିତୀୟ ମାମଲା ସାମନାକୁ ଆସିଛି । କେରଳ ସରକାର ବୁଧବାର ଏହା ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ ୟୁଏଇରୁ ନିକଟରେ ଫେରିଥିବା ୩୮ ବର୍ଷୀୟ ଜଣେ ବ୍ୟକ୍ତି ଏହି ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ମଲପ୍ପୁରମର ୩୮ ବର୍ଷୀୟ ବ୍ୟକ୍ତି ୟୁଏଇରୁ ଫେରିବା ପରେ ନମୂନା ଯାଞ୍ଚ କରିଥିଲେ ।

ଏବେ ତାହା ପରିଟିଭ ଆସିଛି । ଫେସବୁକ୍ ପୋଷ୍ଟରେ ବୀଣା ଜର୍ଜ ଲୋକଙ୍କୁ ଚିକିତ୍ସା ଏବଂ ରୋଗ ସମ୍ୱନ୍ଧିତ କୌଣସି ଲକ୍ଷଣ ସାମନାକୁ ଆସିଲେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବା ପାଇଁ ନିବେଦନ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଜର୍ଜ କହିଛନ୍ତି ଯେ ମଙ୍କିପକ୍ସ ରୋଗୀଙ୍କୁ ଆଇସୋଲେଟ୍ କରାଯାଇଛି ଏବଂ ମେଡିକାଲ୍ ପ୍ରୋଟୋକଲ୍ ଅନୁସାରେ ତାଙ୍କର ଚିକିତ୍ସା କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ୯ ଦିନ ପୂର୍ବେ ଦେଶର ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିଲା । ସଂକ୍ରମିତ ବ୍ୟକ୍ତି ଦକ୍ଷିଣ ଆଫ୍ରିକା ଯାତ୍ରା କରି ଫେରିଥିଲେ । ଦିଲ୍ଲୀରୁ ଏହି ମାମଲା ଚିହ୍ନଟ ହୋଇଥିବା ବେଳେ ତାଙ୍କ ଘର ହରିୟାଣାର ହିସାର ବୋଲି ଜଣାପଡ଼ିଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗତ ମାସରେ ଆଫ୍ରିକାର ଅନେକ ଦେଶରେ ସଂକ୍ରମଣର ବୃଦ୍ଧି ଦେଖି ଦ୍ୱିତୀୟ ଥର ପାଇଁ ମଙ୍କିପକ୍ସକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରିଥିଲା । ମଙ୍କିପକ୍ସ ସଂକ୍ରମଣ ସାଧାରଣତଃ କେବଳ ପୀଡ଼ିତ ଯାଏ ସୀମିତ ରହିଥାଏ । ଏହା ଦୁଇରୁ ଚାରି ସପ୍ତାହ ଯାଏ ରହିଥାଏ ଏବଂ ଚିକିତ୍ସା ପରେ ସୁସ୍ଥ ହୋଇଥାନ୍ତି । ଏହି ସଂକ୍ରମଣ ଦୀର୍ଘ ସମୟ ଯାଏ ଏବଂ ଅତି ନିକଟରୁ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ ।

Tags: indiamonkeypox
ShareTweetShareSend
Sanchar Live

Sanchar Live

Next Post
ବିବାହର ୪୦ ଦିନରେ ସ୍ତ୍ରୀ ଆବେଦନ କଲେ ଛାଡ଼ପତ୍ର, କାରଣ ସ୍ବାମୀ ଗାଧୋଉନଥିଲେ…

ବିବାହର ୪୦ ଦିନରେ ସ୍ତ୍ରୀ ଆବେଦନ କଲେ ଛାଡ଼ପତ୍ର, କାରଣ ସ୍ବାମୀ ଗାଧୋଉନଥିଲେ...

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.