Month: June 2026

ମହଙ୍ଗା ପଡିଲା ମହିଳାଙ୍କୁ ପ୍ରେମ ନିବେଦନ, ବଦଳିଲେ IIC

ମହଙ୍ଗା ପଡିଲା ମହିଳାଙ୍କୁ ପ୍ରେମ ନିବେଦନ କରିବା । ବଦଳିଲେ ଶରଣକୂଳ ଥାନା ଆଇଆଇସି ସୁଜିତ ଦାସ । ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନୟାଗଡ ଶରଣକୂଳ ...

Read more

ପବିତ୍ର ଶୀତଳ ଷଷ୍ଠୀ’ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା

ଓଡ଼ିଶାର ଗୌରବମୟ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପର୍ବ ‘ପବିତ୍ର ଶୀତଳ ଷଷ୍ଠୀ’ ଅବସରରେ ସମଗ୍ର ଓଡ଼ିଶାବାସୀ, ବିଶେଷ କରି ସମ୍ବଲପୁରର ଗୁରୁଜନ, ମା’, ଭଉଣୀ ଓ ଭାଇମାନଙ୍କୁ ...

Read more

ଆଜି ମଧ୍ୟରାତ୍ରିରେ ଦେବଦମ୍ପତ୍ତିଙ୍କ ପଡ଼ିବ ହାତଗଣ୍ଠି

ଆଜି ଦେବଦମ୍ପତ୍ତିଙ୍କ ବାହାଘର । ମଧ୍ୟରାତ୍ରିରେ ପଡ଼ିବ ହାତଗଣ୍ଠି । ଦେବ ବିବାହ ପାଇଁ ଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିର ଉତ୍ସବମୁଖର ହୋଇପଡ଼ିଛି । ଦୁଇ ...

Read more

ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର ଲିଓନେଲ ମେସିଙ୍କ ଐତିହାସିକ ହ୍ୟାଟ୍ରିକ

ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର ଲିଓନେଲ ମେସିଙ୍କ ଐତିହାସିକ ହ୍ୟାଟ୍ରିକ । ବିଶ୍ୱକପର ପ୍ରଥମ ମ୍ୟାଚରେ ଆଲଜେରିଆକୁ ୩-୦ ରେ ଧୂଳି ଚଟାଇଲା ଆର୍ଜେଣ୍ଟିନା । ୨୦୨୬ ଫିଫା ...

Read more

କଳାହାଣ୍ଡିରେ ଜୈବିକ କୃଷିକୁ ତ୍ୱରାନ୍ୱିତ କରିଛି ବେଦାନ୍ତ ଆଲୁମିନିୟମ

ଭୁବନେଶ୍ୱର : ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ସଙ୍ଗମ ପ୍ରକଳ୍ପ ଅଧୀନରେ ନିଜର ଜିଆଖତ ଏବଂ ଆଜୋଲା ପ୍ରୋତ୍ସାହନ ଜରିଆରେ କଳାହାଣ୍ଡି ଜିଲ୍ଲାରେ ସ୍ଥାୟୀ ...

Read more

ଏଣିକି ସ୍କୁଲ୍ କ୍ୟାମ୍ପସ କସମେଟିକ୍ସ ଫ୍ରି, ଝିଅ ଲଗାଇ ପାରିବେନି ଲିପଷ୍ଟିକ

କେରଳ ସରକାର ସ୍କୁଲ୍ ପିଲାଙ୍କ ପାଇଁ ଏବେ ବଡ଼ ଘୋଷଣା କରିଛନ୍ତି । ସ୍କୁଲ୍ ପିଲାଙ୍କୁ ଲିପଷ୍ଟିକ୍ ଲଗାଇବାକୁ ମନା କରାଯାଇଥିବା ସୂଚନା ମିଳିଛି । ସ୍କୁଲ୍ ...

Read more

ଅଧିକାଂଶ ଟ୍ରେନ ସିଟ୍ ନୀଳ ରଙ୍ଗର କାହିଁକି?

ଭାରତୀୟ ରେଳବାଇରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି । ଏହା ଏକ ଦୂରଗାମୀ ଏକ୍ସପ୍ରେସ୍‌ ଟ୍ରେନ୍‌ ହେଉ କିମ୍ବା ଏକ ଦୈନିକ ଯାତ୍ରୀବାହୀ ଟ୍ରେନ୍‌, ...

Read more

ଦୋଳି ଖେଳ ସହ ପିଠାପଣାର ଆସର, ଆଜି ଶେଷ ରଜ

ଓଡ଼ିଶାର ଗଣପର୍ବ ରଜର ଶେଷ ଦିନ ଆଜି ରାଜ୍ୟବ୍ୟାପୀ ମହାସମାରୋହରେ ପାଳିତ ହେଉଛି । ତିନି ଦିନ ଧରି ଚାଲିଥିବା ଏହି କୃଷିଭିତ୍ତିକ ପର୍ବର ଶେଷ ପର୍ଯ୍ୟାୟରେ ଲୋକଙ୍କ ...

Read more
Page 6 of 17 1 5 6 7 17