Wednesday, May 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଇରାନ ବିରୋଧୀ ମେଣ୍ଟରେ ଅଛନ୍ତି ଏହିସବୁ ଦେଶ

Sanchar Live by Sanchar Live
August 4, 2024
in ବିଦେଶ
0
ଇରାନ ବିରୋଧୀ ମେଣ୍ଟରେ ଅଛନ୍ତି ଏହିସବୁ ଦେଶ
0
SHARES
14
VIEWS
FacebookTwitter

ସଂଚାର ବ୍ୟୁରୋ: ଇରାନ ବିରୋଧରେ ଥିବା ରାଷ୍ଟ୍ରଙ୍କ ମଧ୍ୟରେ ରହିଛନ୍ତି ଆମେରିକା, ସାଉଦିଆରବ ଓ ଇସ୍ରାଏଲ । ୧୯୭୯ରେ ଇରାନ ବିପ୍ଲବ ପରଠାରୁ ଆମେରିକା ସହ ଉତ୍ତମ ସମ୍ପର୍କ ନାହିଁ । ଏହା ସହ ଆଣବିକ କାର୍ଯ୍ୟକ୍ରମକୁ ନେଇ ଇରାନ ଉପରେ କ୍ଷୁବ୍ଧ ରହିଛି ଆମେରିକା । ସେପଟେ ଇରାନ ଓ ସାଉଦିଆରବ ମୁସଲିମ  ରାଷ୍ଟ୍ର ହୋଇଥିଲେ ବି ଦୁଇ ରାଷ୍ଟ୍ର ମଧ୍ଯରେ ସିହା- ସୁନ୍ନୀ ବିବାଦ ରହିଛି । ଇରାନ ସିହା ଇସଲାମିକ ଥିବାବେଳେ ସାଉଦିଆରବ ସୁନ୍ନି ଇସଲାମିକ ରାଷ୍ଟ୍ର ହୋଇଥିବାରୁ ଦୁଇ ଦେଶ ମଧ୍ଯରେ ଧାର୍ମିକ ତିକ୍ତତା ରହିଛି । ଦୁଇଟି ଯାକ ରାଷ୍ଟ୍ର ବିଶ୍ବରେ ଇସଲାମିକ ନେତୃତ୍ବ ନେବାକୁ ଚାହୁଁଛନ୍ତି । ଇରାନର ଅଧିକାଂଶ ଲୋକ ପାର୍ସିି ହୋଇଥିବାବେଳେ ସାଉଦିଆରବର ଅଧିକାଂଶ ଲୋକ ଆରବ । ଏହାକୁ ନେଇ ଦୀର୍ଘ ୨ ହଜାର ବର୍ଷ ଧରି ଦୁଇ ରାଷ୍ଟ୍ର ମଧ୍ଯରେ ସର୍ବଦା ତିକ୍ତତା ରହିଛି । ଇରାନ ଧର୍ମକୁ ଅସ୍ତ୍ର କରୁଥିବାବେଳେ ସାଉଦିଆରବ ଧନକୁ ଅସ୍ତ୍ର କରିବା ସହ ଆମେରିକାର ବନ୍ଧୁ ସାଜିଛି । ଇସ୍ରାଏଲକୁ ଇରାନ ସଇତାନ ରାଷ୍ଟ୍ର ମାନ୍ଯତା ଦେଇଛି । ୧୯୭୯ ପରଠାରୁ ଇସ୍ରାଏଲକୁ ଏକ ଇହୁଦି ରାଷ୍ଟ୍ର ମାନ୍ଯତା ଦେବାକୁ ଚାହୁଁନି ଇରାନ । ଦୁଇ ରାଷ୍ଟ୍ର ତତ୍ତ୍ବକୁ ଇରାନ ବିରୋଧ କରିବା ସହ ପାଲେଷ୍ଟାଇନ ଅଧୀନରେ ଇସ୍ରାଏଲ ରହୁ ବୋଲି ଚାହୁଁଛି ଇରାନ ।

Tags: iranwar
ShareTweetShareSend
Sanchar Live

Sanchar Live

Next Post
ଇରାନ ସପକ୍ଷରେ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଆତଙ୍କୀ ସଂଗଠନ ହେଜବୁଲ୍ଲା

ଇରାନ ସପକ୍ଷରେ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଆତଙ୍କୀ ସଂଗଠନ ହେଜବୁଲ୍ଲା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସହିଦ ନଗର ସବର ସାହିରେ ଛୁରା ମାଡ଼
  • ଟେବୁଲ ଟପ୍ପର ହେବାକୁ RCB ର ଲକ୍ଷ୍ୟ, ଆଗରେ କୋଲକାତା
  • ମହଙ୍ଗା ହେଲା ସୁନା ଓ ରୁପା
  • ଆଜି ଏହି ରାଶିକୁ ମିଳିବ ଶୁଭଫଳ
  • ପାକିସ୍ତାନରେ ଫୁଟିଲା ବୋମା, ଚାଲିଗଲା ୯ ଜୀବନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.