Tag: odisha

ଜାଣନ୍ତୁ ଆଜି କଣ ରହିଛି ସୁନା- ରୂପା ଦର

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୩,୯୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୨,୭୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୩,୯୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୨୨,୭୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୩୩,୯୧୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୨୨,୭୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୩୪,୦୭୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୨୨,୯୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୩୪,୯୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୨୩,୭୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୩୩,୯୧୦ ଓ ୧,୨୨,୭୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୧୦,୦୦୦ ଟଙ୍କା ହୋଇଛି ।

Read more

୨୫ ବର୍ଷ ପରେ ହାଇକୋର୍ଟରୁ ମିଳିଲା ନ୍ୟାୟ

କଟକ: ଦୁଇ ଦଶନ୍ଧି ପୂର୍ବରୁ ଭଲ ଆଖୁ ଅମଳ ପାଇଁ ପ୍ରଥମ ପୁରସ୍କାର ପାଇବା ପାଇଁ ଯୋଗ୍ୟବିବେଚିତ ହୋଇଥିବା ଜଣେ ଚାଷୀଙ୍କୁ  ବେଆଇନ ଭାବେ ପୁରସ୍କାରରୁ ବଞ୍ଚିତ ...

Read more

ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସୁନ୍ଦରଗଡ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଦିବ୍ୟାଙ୍ଗମାନଙ୍କୁ ହୁଇଲଚେୟାର ଓ ଶ୍ରବଣ ଯନ୍ତ୍ର ଉପକରଣ ପ୍ରଦାନ ...

Read more

କେବେ ଶୁଣିବେ ସରକାର ? ରାଜଧାନୀରେ ଗର୍ଜୁଛନ୍ତି ଆଶାକର୍ମୀ

ସଂଚାର ବ୍ୟୁରୋ: ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ ତରଫରୁ ଭୁବନେଶ୍ବର ଲୋୟର ପିଏମଜିରେ ଜୋରଦାର ବିକ୍ଷୋଭ। ହଜାର ହଜାର ସଂଖ୍ୟାରେ ଆଶା କର୍ମୀ ରାଜରାସ୍ତାରେ ବସି ...

Read more

ହାତୀ ଆକ୍ରମଣରେ ଜଣେ ମହିଳା ମୃତ ଓ ଅନ୍ୟ ଦୁଇ ଗୁରୁତର

ସଂଚାର ବ୍ୟୁରୋ: ହାତୀ ଆକ୍ରମଣରେ ଜଣେ ମହିଳା ମୃତ ଓ ଅନ୍ୟ ଦୁଇ ଗୁରୁତର । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଅଧିନରେ ଥିବା ସାନବାଙ୍କୀ ଗାଁରେ ...

Read more

ପୋଲିସ SI ମହାକେଳେଙ୍କାରୀ ଘଟଣା: CBI ରିମାଣ୍ଡରେ ୪ ଅଭିଯୁକ୍ତ

ସଂଚାର ବ୍ୟୁରୋ: ପୋଲିସ SI ମହାକେଳେଙ୍କାରୀ ଘଟଣା। ୨ ଦିନିଆ ସିବିଆଇ ରିମାଣ୍ଡରେ ଗଲେ ୪ ଅଭିଯୁକ୍ତ। ମାଷ୍ଟରମାଇଣ୍ଡ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି. ଅଭିମନ୍ୟୁ ...

Read more

ପାଠ କରି ନ ଥିବାରୁ ଛାତ୍ରୀଙ୍କୁ ୨୦୦ ଥର ଉଠବସ୍ କରାଇଥିଲ ଶିକ୍ଷକ, ଏବେ…

ସଂଚାର ବ୍ୟୁରୋ: ଦଣ୍ଡ ମୁକ୍ତ ଅଞ୍ଚଳ ସ୍କୁଲରେ ଛାତ୍ରୀଙ୍କୁ କଠିନ ଦଣ୍ଡ। ପାଠ କରି ନ ଥିବାରୁ ୨୦୦ ଥର ଉଠବସ୍ କରାଇଥିଲ ଶିକ୍ଷକ। ୮୦ ଥର ...

Read more

ମହାନଦୀ ଜଳ ବିବାଦ ମାମଲା ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ସଂଚାର ବ୍ୟୁରୋ: ମହାନଦୀ ଜଳ ବିବାଦ ମାମଲା ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ...

Read more
Page 56 of 215 1 … 55 56 57 … 215