Tuesday, September 22, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ବୈଭବଙ୍କୁ ନେଇ ଗୁଗଲରେ ଏମିତି ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ

Sanchar Live by Sanchar Live
June 24, 2026
in କ୍ରୀଡ଼ା
0
ବୈଭବଙ୍କୁ ନେଇ ଗୁଗଲରେ ଏମିତି ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ
0
SHARES
29
VIEWS
FacebookTwitter

ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷରେ କମାଲ୍ କରିଛନ୍ତି । ବୈଭବ ଭାରତୀୟ ଟି-୨୦ରେ ଚୟନ ହୋଇଛନ୍ତି । କେବଳ ଭାରତ ନୁହେଁ ପାକିସ୍ତାନରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବୈଭବଙ୍କୁ ନେଇ ପାକିସ୍ତାନରେ ଗୁଗଲରେ ଗତ ୩ ମାସରେ ବିଭିନ୍ନ ପ୍ରକାରର ସର୍ଚ୍ଚ କରାଯାଉଛି ।

ବୈଭବଙ୍କ ଧମାକେଦାର ବ୍ୟାଟିଂ ଯୋଗୁଁ ପାକିସ୍ତାନୀ ଲୋକ ଗୁଗଲରେ ବିଭିନ୍ନ ପ୍ରକାରର ନେଇ ସର୍ଚ୍ଚ କରୁଛନ୍ତି । ଗତ ୩ ମସ ହେଲାଣି ଗୁଗଲ ଡାଟାରେ ପାକିସ୍ତାନରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା କ୍ରିକେଟ ବିଷୟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଲଗାତାର ନଜର ଆସୁଛି ।

ଗୁଗଲ ଟ୍ରେଣ୍ଡସ ମୁତାବକ, ପାକିସ୍ତାନରେ ବୈଭବ ସୂର୍ଯ୍ୟବଂଶୀ, ବୟସ, ବୈଭବଙ୍କ ଷ୍ଟାଟସ, ବୈଭବଙ୍କ ଆଜିର ମ୍ୟାଚ୍, ବୈଭବଙ୍କ ଆଇପିଏଲ ୨୦୨୬ ପ୍ରାଇସ, ବୈଭବଙ୍କ ଉଚ୍ଚତାକୁ ନେଇ ସର୍ଚ୍ଚ କରାଯାଉଛି ।

୧୫ ବର୍ଷୀୟ ବୈଭବଙ୍କ ବ୍ୟାଟିଂ କ୍ରିକେଟ ପ୍ରେମୀଙ୍କ ଧ୍ୟାନ ତାଙ୍କ ଆଡ଼କୁ ଆକର୍ଷିତ କରୁଛି । ନିକଟରେ ବିସ୍ଫୋରକ ଇନିଂସ ଖେଳି ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କରି ନୂଆ ରେକର୍ଡ କରିଛନ୍ତି । ବୈଭବ ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସ ପାଇଁ ବଢିଆ ପ୍ରଦର୍ଶନ କରିଥିଲେ । ଟ୍ରାଇ ସିରିଜରେ ମଧ୍ୟ ଶେଷ ମ୍ୟାଚରେ ବେଶ୍ କମାଲ କରିଥିଲେ ବୈଭବ ସୂର୍ଯ୍ୟବଂଶୀ । ବୈଭବ ୨୯ ବଲରେ ୯୪ ରନ କରିଥିଲେ । ୧୧ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ ବୈଭବ ।

Tags: baivhab suryavanshipakistan
ShareTweetShareSend
Sanchar Live

Sanchar Live

Next Post
କେକ୍ କାଟିବାକୁ ଡାକି ପାହାଡ଼ରୁ ଠେଲିଦେଲା ପ୍ରେମିକା

କେକ୍ କାଟିବାକୁ ଡାକି ପାହାଡ଼ରୁ ଠେଲିଦେଲା ପ୍ରେମିକା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଫାରୋସ୍ କପ୍୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ
  • ପୁରୀରେ ସମୁଦ୍ର ଅଶାନ୍ତ, ଲାଗିଲା ନାଲି ପତାକା
  • ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ପ୍ରବଳ ଛେଚିବ
  • ମଧ୍ୟପ୍ରଦେଶ ଅଘଟଣ: ଏକସଙ୍ଗେ ଜଳିଲା ୭ ଜୁଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.