Saturday, September 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଉ ୨ ଦିନ ପରେ ମିଳିନପାରେ ଆଳୁ

Sanchar Live by Sanchar Live
August 7, 2024
in ଓଡିଶା
0
ଆଉ ୨ ଦିନ ପରେ ମିଳିନପାରେ ଆଳୁ
0
SHARES
39
VIEWS
FacebookTwitter

ସଂଚାର ବ୍ୟୁରୋ: ପୁଣି ଓଡ଼ିଶାରେ ଆଳୁ ଚିନ୍ତା । ୨ ଦିନ ଭିତରେ ସରିଯିବ ଆଳୁ । ଓଡ଼ିଶାରେ ଘନଉଛି ଆଳୁ ସଂକଟ । ଜଟିଳ ହେଉଛି ସ୍ଥିତି । ଦାମ୍ ଖସୁନଥିବାବେଳେ ଏବେ ବଜାରରେ ନିଅଣ୍ଟିଆ ସ୍ଥିତି । ଦିନକୁ ଦିନ ବଜାରରେ କମୁଛି ଗଚ୍ଛିତ ଆଳୁ । ଆଳୁ ନଥିବାରୁ ଦାମ ମଧ୍ଯ ଉପରମୁହାଁ । ସ୍ଥିତି ଏପରି ହେଲାଣି ଯେ,  ଦୁଇ ଦିନ ପରେ ଆଉ ଆଳୁ ମିଳିବ ନାହିଁ । ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାବେଳେ ୟୁପିରୁ ଆଳୁ ମଗାଇବା ବି ବନ୍ଦ କରିଦିଆଯାଇଛି । ଏଣୁ ଯେତିକି ଆଳୁ ଗଚ୍ଛିତ ରହିଛି ତାହା ଆଉ ଦୁଇଦିନ ହିଁ ଯିବ ବୋଲି ବ୍ଯବସାୟୀ କହିଛନ୍ତି । ବ୍ଯବସାୟୀଙ୍କ କହିବା ଅନୁସାରେ ୟୁପି ଆଳୁର ଗ୍ରହଣୀୟତା ଓଡ଼ିଶାରେ ନାହିଁ । ଆଳୁ ଶୀଘ୍ର ପଚିଯାଉଥିବାରୁ ବ୍ଯବସାୟୀ କ୍ଷତି ସହୁଛନ୍ତି । ରାଜ୍ୟରେ ବିଭିନ୍ନ ଶୀତଳଭଣ୍ଡାରରେ ଏବେ ପ୍ରାୟ ୧୫ ହଜାର ଟନ ଆଳୁ ମହଜୁଦ ଅଛି । ଯାହାକି ଅତି ବେଶୀରେ ଦୁଇ ଦିନ ଯିବ । ଏପଟେ ପଞ୍ଜାବରୁ ଆଳୁ ଆଣିବା ନେଇ ମନ୍ତ୍ରୀଙ୍କ ଘୋଷଣାକୁ କଟାକ୍ଷ କରାଯାଇଛି ।  ପଞ୍ଜାବରୁ ଆଳୁ କିଭଳି ଆସିବ, ସେ କଥା ମନ୍ତ୍ରୀ ଜାଣିଥିବେ ବୋଲି ବ୍ଯବସାୟୀ ମହାସଂଘ କହିଛି । ସେପଟେ ଚିରାଚରିତ ଭାବେ ଖାମଖିଆଲି ଉତ୍ତର ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ୟୁପି ଆଳୁ ଭଲ, ଏହା ପଶ୍ଚିମବଙ୍ଗ ଆଳୁ ଦର ସହ ସମାନ । ଅସାଧୁ ବ୍ୟବସାୟୀଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଆଜିଠୁ ଦର କମିବ ବୋଲି ମନ୍ତ୍ରୀ କହିଛନ୍ତି ।

Tags: odishaotatoes
ShareTweetShareSend
Sanchar Live

Sanchar Live

Next Post
କେନ୍ଦୁଝର ସଦର ରେଞ୍ଜରେ ଥମୁନି ହାତୀ ଉପଦ୍ରବ

କେନ୍ଦୁଝର ସଦର ରେଞ୍ଜରେ ଥମୁନି ହାତୀ ଉପଦ୍ରବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.