Monday, June 29, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି MI କୁ ଭେଟିବ KKR

Sanchar Live by Sanchar Live
March 29, 2026
in କ୍ରୀଡ଼ା
0
ଆଜି MI କୁ ଭେଟିବ KKR
0
SHARES
16
VIEWS
FacebookTwitter

ଚଳିତ ଆଇପିଏଲ୍‌ରେ ଆଜି ୫ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ଗ୍ରାଉଣ୍ଡ୍‌ରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ସର୍ବଦା ପ୍ରାରମ୍ଭରୁ ମନ୍ଥର ଆରମ୍ଭ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଏଥର ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ନାଇଟ ରାଇଡର୍ସ ପୂର୍ବ ବର୍ଷର ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି । ଫଳରେ ଆଜି ଏକ ରୋମରାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । ଉଭୟ ଦଳରେ ଏକାଧିକ ମୁମ୍ବାଇ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ଖେଳାଳି ରହିଥିବାରୁ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଉଭୟ ଦଳକୁ ଜବରଦସ୍ତ ସମର୍ଥନ ମିଳିବ । ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଅଜିଙ୍କ୍ୟ ରାହାଣେ, ଅଙ୍ଗକ୍ରୀଶ ରଘୁବଂଶୀଙ୍କ ଭଳି ମୁମ୍ବାଇ ଖେଳାଳିମାନେଖେଳିବା ନିଶ୍ଚିତ ।

ପୂର୍ବ ରେକର୍ଡ ସବୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରେ ରହିଥିଲେ ହେଁ ନାଇଟ୍ ରାଇଡର୍ସ ନିକଟରେ ଚାମ୍ପିଅନ୍ ହେବାର ଉପଯୁକ୍ତ କ୍ଷମତା ରହିଛି । ଏଥର ଆନ୍ଦ୍ରେ ରସେଲ, ଭେଙ୍କଟେଶ ଆୟରଙ୍କ ଭଳି ଖେଳାଳି ନଥିଲେ ମଧ୍ୟ ନାଇଟ୍ ରାଇଡର୍ସ ପୂର୍ବାପେକ୍ଷା ଅଧିକ ସନ୍ତୁଳିତ ମନେ ହେଉଛି । ଆଇପିଏଲ୍‌ରେ ଉଭୟ ଦଳ ପରସ୍ପରକୁ ୩୫ ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୨୪ଟି ମ୍ୟାଚ ଜିତିଥିବାବେଳେ ନାଇଟ୍ ରାଇଡର୍ସ ୧୧ଟି ମ୍ୟାଚରେ ବିଜୟୀ ହୋଇଛି । ୨୦୨୪ ସିଜନରେ ନାଇଟ୍ ରାଇଡର୍ସ ୨ଟି ଯାକ ଲିଗ୍ ମ୍ୟାଚ ଜିତିଥିଲା । ମାତ୍ର ସେତେବେଳେ ଶ୍ରେୟାସ ଆୟର ଦଳର ଅଧିନାୟକ ରହିଥିଲେ । ସେହିବର୍ଷ ନାଇଟ୍ ରାଇଡର୍ସ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା ।

ତାରକା ଖଚିତ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଉପରେ ଦର୍ଶକଙ୍କ ନଜର ରହିବା ସ୍ୱାଭାବିକ । ମାତ୍ର ନାଇଟ୍ ରାଇଡର୍ସର ଏକାଦଶ ଚୟନକୁ ନେଇ ଉତ୍ସୁକତା ଲାଗି ରହିବ । ଏଥର ନାଇଟ ରାଇଡର୍ସ ନ୍ୟୁଜିଲାଣ୍ଡର ଦୁଇ ଓପନର ଫିନ ଆଲେନ ଓ ଟିମ ସାଇଫର୍ଟଙ୍କୁ କିଣିଛି । ଉଭୟ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଦମଦାର ବ୍ୟାଟିଂ କରିଥିଲେ । ମାତ୍ର ନାଇଟ୍ ରାଇଡର୍ସ ସର୍ବଦା ସୁନୀଲ ନାରାଏନଙ୍କୁ ଓପନର ଭାବେ ଖେଳାଇ ଆସିଛି । ରାହାଣେ ଓ ରଘୁବଂଶୀ ମଧ୍ୟ ଓପନର ଭାବେ ଖେଳନ୍ତି । ତେଣୁ ଆଜି କେଉଁ ଦୁଇ ଖେଳାଳି ଓପନର ଭାବେ ଓହ୍ଲାଇବେ ତାହା ଦେଖିବାକୁ ଦର୍ଶକ ଅପେକ୍ଷା କରିବେ ।

Tags: cricketIPL 2026mi vs kkr
ShareTweetShareSend
Sanchar Live

Sanchar Live

Next Post
ନଜର ପକାନ୍ତୁ ଆଜିର ପେଟ୍ରୋଲ- ଡିଜେଲ ଦର ଉପରେ…

ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କେନ୍ଦୁଝର ପୁଅ ଦୁର୍ଗାପ୍ରସାଦଙ୍କୁ ସମ୍ମାନଜନକ ଡକ୍ଟରେଟ୍
  • ପ୍ରାଇଭେଟ୍ ପାର୍ଟରେ ଲୁଚାଇ କରୁଥିଲେ ନିଶା କାରବାର, ଏମିତି ଧରିଲା ପୋଲିସ
  • ବାହାଘର ଭୋଜିରେ ମଟନ୍ ବଦଳରେ ଚିକେନ୍ ଦେବାରୁ କ୍ୟାଟରିଂ ଯୁବଙ୍କ ଗଳା କାଟିଦେଲେ
  • ମହିଳା ଟି-୨୦ ବିଶ୍ବକପ୍‌: ସେମିଫାଇନାଲ ପାଇଁ ଲଢ଼ିବ ଭାରତ
  • ଆଜି ଦଳରେ ସ୍ଥାନ ପାଇବେ ତ ବୈଭବ?

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.