Thursday, May 7, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ ଜିତିଲା ଭାରତ

Sanchar Live by Sanchar Live
October 14, 2025
in କ୍ରୀଡ଼ା
0
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ ଜିତିଲା ଭାରତ
0
SHARES
40
VIEWS
FacebookTwitter

ଭାରତ, ୱେଷ୍ଟଇଣ୍ଡିଜ୍‌କୁ ଦ୍ଵିତୀୟ ଟେଷ୍ଟରେ ୭ ୱିକେଟ୍‌ରେ ପରାସ୍ତ କରିଛି । ଭାରତକୁ ୧୨୧ ରନ୍ ବିଜୟ ଲକ୍ଷ୍ୟ ୱେଷ୍ଟଇଣ୍ଡିଜ୍ ଦେଇଥିଲା । ଯାହାକୁ ଭାରତ ୩ ୱିକେଟ୍ ହରାଇ ହାସଲ କରି ନେଇଛି । ଦ୍ଵିତୀୟ ଇନିଂସରେ କେଏଲ୍ ରାହୁଲ ଅପରାଜିତ ୫୮ ରନ୍‌ର ପାଳି ଖେଳିଥିବା ବେଳେ ସାଈ ସୁଦର୍ଶନ ୩୯ ରନ୍ କରିଥିଲେ ।

ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତ ଗୋଟିଏ ପାଳି ଓ ୧୪୦ ରନ୍‌ରେ ଜିତିଥିଲା । ଆଉ ଏବେ ଦ୍ଵିତୀୟ ଟେଷ୍ଟକୁ ଭାରତ ୭ ୱିକେଟ୍‌ରେ ଜିତି ନେବା ସହ ୨-୦ରେ ସିରିଜ୍ ବିଜୟୀ ହୋଇଛି । ସମ୍ପୂର୍ଣ୍ଣ ସିରିଜ୍‌ରେ ଦେଖିବାକୁ ମିଳିଛି ସିରାଜ୍‌ଙ୍କ ରାଜ୍ ।

ଦିଲ୍ଲୀ ଟେଷ୍ଟରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ପ୍ରଥମ ପାଳିରେ ଭାରତ ୫ ୱିକେଟ୍ ହରାଇ ୫୧୮ ରନ୍‌ରେ ଇନିଂସ ଘୋଷଣା କରିଥିଲା । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଯଶସ୍ଵୀ ଜୟସୱାଲ୍ ୧୭୫ ରନ୍ କରିଥିବା ଅଧିନାୟକ ଶୁବମନ ଗିଲ୍ ଅପରାଜିତ ୧୨୯ ରନ୍ ଯୋଡ଼ିଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜୋମେଲ ୱାକରିନ୍ ସର୍ବାଧିକ ୩ଟି ୱିକେଟ୍ ହାତେଇଥିଲେ ।

ଜବାବରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳିରେ ୨୪୮ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ଏଲିକ ଏଥନାଜ ୪୧ ରନ୍‍ ସାଈ ହୋପ ୩୮ ରନ୍ କରିଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୫ଟି ସଫଳତା ପାଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ୍ ନେଇଥିଲେ ।

Tags: indiatest serieswestindies
ShareTweetShareSend
Sanchar Live

Sanchar Live

Next Post
ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ

ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅପରେସନ ସିନ୍ଦୂରକୁ ଆଜି ପୁରିଛି ବର୍ଷେ
  • ଗୁରୁବାର : ଅଚାନକ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଟଙ୍କା
  • ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
  • ୫ ଦିନ ବନ୍ଦ ରହିପାରେ SBI ବ୍ୟାଙ୍କ ସେବା
  • ଆଜି ପୁଣି ବଢିଲା ସୁନା- ରୂପା ଦର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.