Wednesday, September 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ସୁପର ସଣ୍ଡେରେ ସୁପର ଫାଇଟ

Sanchar Live by Sanchar Live
March 9, 2025
in କ୍ରୀଡ଼ା
0
ଆଜି ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ
0
SHARES
14
VIEWS
FacebookTwitter

ଆଜି ସୁପର ସଣ୍ଡେରେ ସୁପର ଫାଇଟ । ଦିନ ୨ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ମହା ଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍‌ପ୍ରେମୀ ବି ଚାତକ ଭଳି ଚାହିଁ ବସିଛନ୍ତି । ୨୫ ବର୍ଷ ପରେ କିୱି ଠାରୁ ବଦଲା ଲକ୍ଷ୍ୟରେ ରୋହିତ ବ୍ରିଗେଡ୍ । କିୱିକୁ ଚେକ୍ ଦେବାକୁ ଭାରତର ମହା ରଣନୀତି । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇବାକୁ ହେଲେ ରୋହିତ ବାହିନୀକୁ ୩ଜଣ ଖେଳାଳିଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ । ଏହି ୩ ଖେଳାଳି ହେଲେ ମିଚେଲ ସାଣ୍ଟନର, ରଚିନ ରବିନ୍ଦ୍ର ଓ କେନ ୱିଲିୟମସନ । ଚାମ୍ପିଅନସ ଟ୍ରଫିରେ ମଧ୍ୟ ତାଙ୍କର ପ୍ରଦର୍ଶନ ଭଲ ରହିଛି । ୱିଲିୟମସନଙ୍କ ଦକ୍ଷତା ସହ ଭାରତ ଭଲ ଭାବେ ପରିଚିତ । ରଚିନ ରବିନ୍ଦ୍ର ଏବେ ଶ୍ରେଷ୍ଠ ଫର୍ମରେ ଅଛନ୍ତି । ୨୨୬ ରନ ସହ ଦୁଇଟି ଶତକ ହାସଲ କରିଛନ୍ତି ।

ତେବେ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡର ପ୍ରମୁଖ ପେସ ବୋଲର ମାଟ ହେନରୀ ଖେଳିବା ନେଇ ଆଶଙ୍କା ରହିଛି ।  ଏପଟେ ଫାଇନାଲ୍ ଫାଇଟରେ ଟିମ୍ ଇଣ୍ଡିଆର ବଳ ବିରାଟ, ବରୁଣ ଓ ଗିଲ୍ । ଲିଗ୍ ଓ ନକଆଉଟ୍ ପର୍ଯ୍ୟାୟରେ ସମସ୍ତ ଟିମକୁ ମାତ୍ ଦେଇ ଅପରାଜେୟ ରହିଛି ରୋହିତ୍ ସେନା । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ରହିଛି ରୋହିତ୍ ସେନା । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଦଳର ଜବରଦସ୍ତ ପ୍ରଦର୍ଶନ ରହିଛି । ଦିନିକିଆରେ ଭାରତ ଓ ନ୍ୟୁଜିଲାଣ୍ଡ ୧୧୯ ଥର ମୁହଁମୁହିଁ ହୋଇଛନ୍ତି । ଭାରତ ୬୨ଟି ମ୍ୟାଜ ଜିତିଥିବାବେଳେ ୫୦ଟି ବିଜୟ ନିଜ ନାଁରେ କରିଛି ନ୍ୟୁଜିଲାଣ୍ଡ । ଚାମ୍ପିଅନ୍ସ ଟ୍ରଫିରେ ଏହି ୨ଦଳ କେବଳ ୨ଥର ମୁହାଁମୁହିଁ ହୋଇଛନ୍ତି । ଯାହା ଭିତରୁ ଭାରତ ଗୋଟିଏ ଓ ନ୍ୟୁଜିଲାଣ୍ଡ ଗୋଟିଏ ମ୍ୟାଚ ନିଜ ନିଜ ନାଁରେ କରିଛନ୍ତି ।

Tags: championstrophyindianewsland
ShareTweetShareSend
Sanchar Live

Sanchar Live

Next Post
ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ଶୋକପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି ବିଶେଷ

ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ଶୋକପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି ବିଶେଷ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଫାରୋସ୍ କପ୍୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ
  • ପୁରୀରେ ସମୁଦ୍ର ଅଶାନ୍ତ, ଲାଗିଲା ନାଲି ପତାକା
  • ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ପ୍ରବଳ ଛେଚିବ
  • ମଧ୍ୟପ୍ରଦେଶ ଅଘଟଣ: ଏକସଙ୍ଗେ ଜଳିଲା ୭ ଜୁଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.