Sunday, October 18, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଆଜିର ରାଶିଫଳ, କିପରି କଟିବ ଆଜି ଆପଣଙ୍କ ଦିନ

Sanchar Live by Sanchar Live
March 7, 2025
in ଜୀବନ ଶୈଳୀ
0
ଆଜିର ରାଶିଫଳ, କିପରି କଟିବ ଆଜି ଆପଣଙ୍କ ଦିନ
0
SHARES
78
VIEWS
FacebookTwitter

ମେଷ : ଆଜି ଆପଣଙ୍କ ଦିନଟି ଭଲ ରହିବ । କୌଣସି କାମରେ ଲାଭ ମିଳିବ । ଛାତ୍ରଛାତ୍ରୀଙ୍କ ଧ୍ୟାନ ପଢ଼ାପଢ଼ିରେ ଦେବା ଜରୁରୀ । ଆଜି ଶୁଭ ଖବର ପାଇ ମନ ପ୍ରଫୁଲିତ ରହିବ ।

ବୃଷ : ଆଜି ଦିନ ଉପରେ ଆତ୍ମ ବିଶ୍ବାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାର ନ୍ତି । ଆଜି କିଛି ଦାୟିତ୍ୱ ପୂରା କରିବେ । ମନରେ ଅନେକ ସକାରାତ୍ମକ ଭାବନା ଆଣିବେ । ଭବିଷ୍ୟତ ବିଷୟରେ ଯାହା ଚିନ୍ତା କରୁଛନ୍ତି ତାହା ପୂରା ହେବ ।

ମିଥୁନ : ଭାଗ୍ୟ ସାଥିରେ ରହିବେ । ପରିବାର ପାଇଁ ଚିନ୍ତିତ ରହିବେ । ଭାବି ଚିନ୍ତି କାମ କରନ୍ତୁ ନଚେତ୍ କିଛି ଅସୁବିଧାରେ ପଡିପାରନ୍ତି । ଘରେ ମଧ୍ୟ କିଛି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ ।

କର୍କଟ : ଆପଣଙ୍କ ଦିନଟି ଆଜି ଭଲରେ କଟିବ । ପରିବାରରେ କିଛି ସମସ୍ୟା ଥିଲେ ଦୂର ହେବ । କାମରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଆଜି ଜୀବନସାଥୀଙ୍କ ସହ ବାହାରକୁ ବୁଲାବୁଲି କରିବା ପାଇଁ ଯାଇପାରନ୍ତି ।

ସିଂହ : ସ୍ୱାସ୍ଥ୍ୟ ଠିକ୍ ରହିବ । କାହାର ସହଯୋଗରେ ଆପଣ ସଫଳ ହୋଇପାରନ୍ତି । ବ୍ୟବସାୟ କରୁଥିବା ଲେକମାନେ ଆର୍ଥିକ ଲାଭ ପାଇପାରନ୍ତି । ଘରେ ପିଲାମାନଙ୍କ ଉପରେ ଧ୍ୟାନ ଦେବା ଜରୁରୀ । ଘରକୁ କେହି ଅତିଥୀ ଆସିପାରନ୍ତି ।

କନ୍ୟା : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ । ଅଫିସକାମରେ ଆଗକୁ ବଢ଼ିପାରିବେ । ଆଜି ସାଙ୍ଗସାଥୀଙ୍କ ସହ ସମୟ କାଟିପାରନ୍ତି ।

ତୁଳା : ହାର୍ଡୱେର ବ୍ୟବସାୟୀମାନଙ୍କ ପାଇଁ ଦିନଟି ଲାଭଦାୟକ ହେବ । ଆପଣ ଆପଣଙ୍କର ଲଭମେଟଙ୍କ ସହ ଖୁସିରେ ସମୟ କାଟିବେ । ସାଙ୍ଗମାନଙ୍କ ସହ ବାହାରକୁ ଯାତ୍ରା କରିପାରନ୍ତି ।

ବିଛା : ଆଜି ଆପଣ ଅଫିସରେ ସାଙ୍ଗମାନଙ୍କ ସହିତ ପାର୍ଟି କରିପାରିବେ । ବିବାହିତ ଜୀବନ ସୁଖୀ ହେବ । ଆପଣଙ୍କ ଚିନ୍ତାଧାରାରେ ଭୟଙ୍କରତା ଆସିବ । ଆଇନ କରୁଥିବା ଛାତ୍ରମାନେ ନୂତନ ବିଷୟ ପ୍ରତି ବହୁତ ଆଗ୍ରହ ବଢ଼ିବ ।

ଧନୁ : ଆପଣ ନିଷ୍ପତ୍ତି ନେଇଥିବା କାର୍ଯ୍ୟରେ ନିଶ୍ଚିତ ଭାବରେ ସଫଳତା ପାଇବେ । ଆପଣଙ୍କର କିଛି ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଆଜି ଏହି ରାଶିର ମହିଳାମାନଙ୍କ ପାଇଁ ଭଲ ରହିବ ।

ମକର : ଆଜି କିଛି ଚିନ୍ତାଧାରା ସହିତ ବ୍ୟବସାୟରେ ଅଗ୍ରଗତି କରିବା ଉପଯୁକ୍ତ ହେବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଫିଟ୍ ରହିବା ସହିତ ମନ ପ୍ରଫୁଲିତ ରହିବ । ଆପଣ ଆଜି ସମସ୍ତ ଜିନିଷର ଧ୍ୟାନ ରଖନ୍ତୁ ।

କୁମ୍ଭ : ଆପଣ ଧାର୍ମିକ କାର୍ଯ୍ୟ କଳାପ ପ୍ରତି ଆଗ୍ରହୀ ହେବେ । ଆପଣ ପ୍ରତ୍ୟେକ ପରିସ୍ଥିତି ପାଇଁ ପ୍ରସ୍ତୁତ ହେବା ଉଚିତ୍ । ଆପଣ ଶୀଘ୍ର ଆଗକୁ ଯିବାର ସୁଯୋଗ ପାଇବେ ।

ମୀନ : ଏହି ରାଶିା ଲୋକମାନେ ଆବଶ୍ୟକତାଠାରୁ ଅଧିକ କାହାକୁ ବିଶ୍ବାସ କରିବା ଉଚିତ୍ ନୁହେଁ । କଠିନ କାର୍ଯ୍ୟରେ ମଧ୍ୟ ଆପଣ ହାର ମାନିବ ନାହିଁ, ଆପଣ ପ୍ରଗତିର ନିକଟତର ଅଛନ୍ତି । ଆଜିର ଦିନଟିକୁ ଆପଣ ଜଗିରଖି ଚଳନ୍ତୁ ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଆଜିଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଆଜିଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କୁମାର ପୂର୍ଣ୍ଣିମା ଦିନ ଧାର୍ଯ୍ୟକୁ ନେଇ ପୁଣି ଦ୍ୱନ୍ଦ୍ୱ
  • ଶପଥ ନେଲେ ନୂଆ ରାଜ୍ୟପାଳ
  • ନବରାତ୍ରି ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ କାହିଁକି କରାଯାଏ ପୂଜା
  • ପୂଜା ମଣ୍ଡପରେ ଦଳାଚକଟା ଘଟଣା: ଦୋଷୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ
  • କୋଲକାତା ଦୁର୍ଗାପୂଜାରେ ଅଘଟଣ: ୧୮ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.