ଭାରତ

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାଏବ ସିଂ ସୈନି

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାଏବ ସିଂ ସୈନି

ସଂଚାର ବ୍ୟୁରୋ: ହରିୟାଣାରେ ନାଏବ ସିଂ ସୈନି ସରକାର । ଗୁରୁବାର ଲଗାତାର ଦ୍ବିତୀୟ ଥର ଲାଗି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାଏବ ସିଂ...

Read more

ଗହମର ଏମଏସପି କ୍ବିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି

ଗହମର ଏମଏସପି କ୍ବିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି

ସଂଚାର ବ୍ୟୁରୋ: କେନ୍ଦ୍ର ସରକାର ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବି ବୃଦ୍ଧି କରିଛନ୍ତି। ଗହମର ଏମଏସପି କ୍ବିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି କରାଯାଇଛି।...

Read more

କଂଗ୍ରେସର ବଡ଼ ଘୋଷଣା, ଓ୍ବାୟନାଡରୁ ଲଢିବେ ପ୍ରିୟଙ୍କା ଗାନ୍ଧି

କଂଗ୍ରେସର ବଡ଼ ଘୋଷଣା, ଓ୍ବାୟନାଡରୁ ଲଢିବେ ପ୍ରିୟଙ୍କା ଗାନ୍ଧି

ସଂଚାର ବ୍ୟୁରୋ: ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧୀ। କେରଳର ୱାୟନାଡ ଲୋକସଭା ଉପ ନିର୍ବାଚନରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଆଜି କଂଗ୍ରେସ...

Read more

କୋର୍ଟ ମ୍ୟାରେଜକ କରୁଥିଲେ ସାବଧାନ!

କୋର୍ଟ ମ୍ୟାରେଜକ କରୁଥିଲେ ସାବଧାନ!

ସଂଚାର ବ୍ୟୁରୋ: କୋର୍ଟ ମ୍ୟାରେଜକ କରୁଥିଲେ ସାବଧାନ। ନୋଟାରୀ ବିବାହ ଅବୈଧ। ନୋଟାରୀଙ୍କ ନିକଟରେ ହୋଇଥିବା ବିବାହ ବା ନୋଟାରୀଙ୍କ ଦ୍ବାରା ପ୍ରସ୍ତୁତ ବିବାହ ଦଲିଲ ଏଣିକି...

Read more

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସଂଚାର ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଆତିଶୀ ଆଜି (ସୋମବାର) ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ...

Read more

ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ

ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ

ସଂଚାର ବ୍ୟୁରୋ: ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ । ଦିଲ୍ଲୀ ଆପ୍‌ ସରକାର ନୋଟିଫିକେସନ ଜରିଆରେ ବାଣ ଫୁଟାଇବା ନେଇ କଟକଣା ଜାରି କରିଛନ୍ତି । ଦିଲ୍ଲୀ...

Read more

ହାଇପ୍ରୋଫାଇଲ ମର୍ଡରକୁ ନେଇ ମହାରାଷ୍ଟ୍ର ରାଜନୀତି ହଲଚଲ

ହାଇପ୍ରୋଫାଇଲ ମର୍ଡରକୁ ନେଇ ମହାରାଷ୍ଟ୍ର ରାଜନୀତି ହଲଚଲ

ସଂଚାର ବ୍ୟୁରୋ: ଏନସିପି ନେତା ତଥା ବାନ୍ଦ୍ରା ୱେଷ୍ଟର ପୂର୍ବତନ ବିଧାୟକ ବାବା ସିଦ୍ଦିକଙ୍କ ହତ୍ଯାକୁ ନେଇ ତେଜିଲା ରାଜନୀତି। ୧୨ ତାରିଖ ରାତିରେ ପୁଅ ଜିସାନଙ୍କ...

Read more

ମମତାଙ୍କୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ଚିଠି

ମମତାଙ୍କୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ଚିଠି

ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ଚିଠି । ତୁରନ୍ତ ସମସ୍ୟା ସମାଧାନ କରିବାକୁ ଆଇଏମଏର ଅପିଲ କରିଛି । ନ୍ୟାୟ ଦାବିରେ...

Read more
Page 114 of 134 1 113 114 115 134