Friday, June 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ବ୍ରହ୍ମପୁର ପୋଲିସର ଏନକାଉଣ୍ଟର

Sanchar Live by Sanchar Live
August 2, 2025
in ଅପରାଧ
0
ବ୍ରହ୍ମପୁର ପୋଲିସର ଏନକାଉଣ୍ଟର
0
SHARES
42
VIEWS
FacebookTwitter

ସଂଚାର ବ୍ୟୁରୋ: ବ୍ରହ୍ମପୁର ପୋଲିସର ଏନକାଉଣ୍ଟର । ଗୋଳନ୍ଥରା ପୋଲିସ ଅଧିକାରୀଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ଓରଫ ମାଲ ନାହାକ ଆହତ । ସୁନିଲର ବାମ ଗୋଡ଼ ଜଙ୍ଘ ପାଖରେ ବାଜିଛି ଗୁଳି । ତାକୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସୁନିଲ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ଥିବା ପୋଲିସ କହିଛି । ଗତ ୨୨ ତାରିଖ ରାତି ନିମଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦ ବିହାରରେ ରହୁଥିବା ଶୁଭଶ୍ରୀ ଜେନା ନିଜ ପୁଅକୁ ଟ୍ୟୁସନରୁ ଧରି ଫେରୁଥିବା ବେଳେ ଘର ନିକଟରେ ସୁନିଲ ତାଙ୍କ ଗାଡ଼ି ଅଟକାଇ ଫାଏରିଂ କରି ଦୁଇ ଭରି ସୁନାହାର ଲୁଟ କରିଥିଲା । ଆଜି ଜାତୀୟ ରାଜପଥ ଗୋଳନ୍ଥରା ଦେଇ ଚିକିଟି ଯାଉଥିବା ଖବର ପାଇ ଵ୍ରହ୍ମପୁର ଏସପି କାବୁକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସଆଇ ସିଲୁ ଧଳ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ତାର ପିଛା କରିଥିଲେ । ପିତାତଳି ପୂର୍ବରୁ ପୋଲିସ ଗାଡ଼ିକୁ ଦେଖି ସୁନିଲ ପ୍ରଥମେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସର ପାଲଟା ଆକ୍ରମଣରେ ସୁନିଲ ଆହତ ହୋଇଛି । ତା ନିକଟରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ୍ । ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ଘଟଣାର ତଦନ୍ତ କରୁଛି ।

Tags: berhumpurencounterodisha
ShareTweetShareSend
Sanchar Live

Sanchar Live

Next Post
ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବଳଙ୍ଗା ପୀଡ଼ିତା

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବଳଙ୍ଗା ପୀଡ଼ିତା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଠଯୋଡ଼ି ନଦୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା: ପୁରୁଷ ବନ୍ଧୁଙ୍କ ନାଁରେ ଏତଲା
  • ଶୁକ୍ରବାର: ଜାଣନ୍ତୁ କେଉଁ ରାଶି ପାଇଁ କଣ ରହିଛି ଖବର
  • ଜାଣନ୍ତୁ ଖରା ଦିନରେ ଅଙ୍ଗୁର ଶରୀର ପାଇଁ କେତେ ଲାଭଦାୟକ?
  • ବେଦୀରେ ବସିବା ପରେ ବଦଳିଗଲା ବରର ମନ
  • ଶ୍ରୀମନ୍ଦିରରେ ହେବ ଇ- ହୁଣ୍ଡି ବ୍ୟବସ୍ଥା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.