Saturday, July 19, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଚାଲିବ ଡ୍ୟାନ୍ସ ବାର୍ କିନ୍ତୁ ଡ୍ୟାନ୍ସକୁ ନାହିଁ ଅନୁମତି

Sanchar Live by Sanchar Live
October 30, 2024
in ଓଡିଶା
0
ଚାଲିବ ଡ୍ୟାନ୍ସ ବାର୍ କିନ୍ତୁ ଡ୍ୟାନ୍ସକୁ ନାହିଁ ଅନୁମତି
0
SHARES
14
VIEWS
FacebookTwitter

ସଂଚାର ବ୍ୟୁରୋ: ଚାଲିବ ଡ୍ୟାନ୍ସ ବାର୍ କିନ୍ତୁ ଡ୍ୟାନ୍ସକୁ ନାହିଁ ଅନୁମତି  ।  ୨୧ଟି ସର୍ତ୍ତ ଆଧାରରେ ଡ୍ୟାନ୍ସ ବାର୍ କୁ ଅନୁମତି ମିଳିଛି । ଡ୍ୟାନ୍ସ ବାର୍ ପରିସରରେ ଲାଗିବ ସିସିଟିଭି କ୍ୟାମେରା । ଗ୍ରାହକ ସିଧାସଳଖ ଟଙ୍କା ବା ଉପହାର ଦେଇପାରିବେନି । କଟକ ଓ ଭୁବନେଶ୍ୱରରେ କୌଣସି ବାରରେ ନୃତ୍ୟ ପରିବେଷଣ ହୋଇ ପାରିବ ନାହିଁ । କେବଳ ସଙ୍ଗୀତ ପରିବେଷଣ ଓ ଅର୍କେଷ୍ଟ୍ରା ହୋଇପାରିବ।

ଏଥିପାଇଁ କିଛି ସର୍ତ୍ତ ରହିଛି ବୋଲି କହିଛନ୍ତି ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ । ପୂର୍ବ ଭଳି ୧୨୦ ବର୍ଗ ଫୁଟ ପରିସୀମାରେ ସଙ୍ଗୀତ ପରିବେଷଣ ହେବ, ତିନି ଫୁଟ ଉଚ୍ଚ ରେଲିଂ ରହିବ। ଯଦି ସର୍ତ୍ତ ଉଲ୍ଲଘଂନ କରନ୍ତି ତେବେ ବାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Tags: Dance barodisha
ShareTweetShareSend
Sanchar Live

Sanchar Live

Next Post
ଏମକେସିଜି ମେଡିକାଲ କଲେଜରେ ରାଗିଂ ଘଟଣା : ୫ ଜଣ ଛାତ୍ରଙ୍କୁ ୬ ମାସ କ୍ୟାମ୍ପସ୍ ବ୍ୟାନ୍

ଏମକେସିଜି ମେଡିକାଲ କଲେଜରେ ରାଗିଂ ଘଟଣା : ୫ ଜଣ ଛାତ୍ରଙ୍କୁ ୬ ମାସ କ୍ୟାମ୍ପସ୍ ବ୍ୟାନ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ
  • ଆକ୍ରମଣର ପ୍ରତିଶୋଧ ନେବେ କି ଖାମେନି ?
  • ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ
  • ଆଜି ଏହି ରାଶିର ଲୋକଙ୍କୁ ମିଳିବ ଖୁସି ଖବର
  • ଆଲାସ୍କା ଦ୍ବୀପରେ ଭୟଙ୍କର ଭୂକମ୍ପ

Recent Comments

No comments to show.

Archives

  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.