Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ମୈତ୍ରୀ ବିହାର ଗଣ ଦୁଷ୍କର୍ମ ମାମଲା, ୩ ଗିରଫ

Sanchar Live by Sanchar Live
October 2, 2024
in ଅପରାଧ
0
ମୈତ୍ରୀ ବିହାର ଗଣ ଦୁଷ୍କର୍ମ ମାମଲା, ୩ ଗିରଫ
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: ରାଜଧାନୀରେ ବର୍ବରକାଣ୍ଡ । ଲୁଟ୍ କରିବାକୁ ଆସି ମହିଳାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ଘଟଣା । ସମ୍ବେଦନଶୀଳ ପ୍ରସଙ୍ଗରେ ପୋଲିସ କମିଶନରଙ୍କ ପ୍ରେସମିଟ । ମାମଲାରେ ୩ ଜଣଙ୍କୁ ଗିରଫ କଲା ପୋଲିସ୍ । ୨୯ ରାତିରେ ମୈତ୍ରୀବିହାର ଅଞ୍ଚଳରେ ରାତି ପ୍ରାୟ ୨ ରେ ଦୁଇ ଦୁର୍ବୁତ୍ତ ପଶି ଗୋଟିଏ ମୋବାଇଲ ଓ ସୁନା ଚେନ ନେଇଯିବା ସହ ଦୁଷ୍କର୍ମ କରିଥିଲେ । ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ସିକ୍ୟୁରୀଟି ଥିବା ସତ୍ତ୍ୱେ ମଧ୍ୟ କେହି ଦୁର୍ବୁତ୍ତ ମାନଙ୍କୁ ଦେଖିନଥିଲେ । ଅଭିଯୁକ୍ତଙ୍କୁ ଧରିବା ବେଶ ଚ୍ୟାଲେଞ୍ଜିଂ ଥିଲା । ପୀଡିତା ମଧ୍ୟ ତଦନ୍ତରେ ସହଯୋଗ କରିଥିଲେ । କମିଶନରଙ୍କ ସହ ମଧ୍ୟ କଥା ହୋଇଥିଲେ ପୀଡିତା । ଘଟଣାରେ ୩ ଜଣ ଅଭିଯୁକ୍ତଙ୍କ ସଂପୃକ୍ତି ଥିଲା। ଦୁଇଜଣ ଘର ଭିତରକୁ ପଶିଥିଲେ । ଜଣେ ଘର ବାହାରେ ଜଗିଥିଲେ । ସମସ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ଅପରାଧିକ ମାମଲା ରହିଛି । ଦଫା ୧୧୦ ରେ ପୂର୍ବରୁ ଅଭିଯୁକ୍ତଙ୍କୁ ବୁକ କରାଯାଇଛି । ଆଜି ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ସେପଟେ ଅନ୍ୟ ଆପାର୍ଟମେଣ୍ଟ ବା କଲୋନୀରେ ଏକୁଟିଆ ରହୁଥିବା ମହିଳା ପଡ଼ୋଶୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ କହିଲେ କମିଶନର। ଏ ନେଇ ଆଗକୁ ଆପାର୍ଟମେଣ୍ଟ ଓ କଲୋନୀ ବାସିନ୍ଦାଙ୍କ ସହ କଥା ହେବେ କମିଶନର । ଟୁଇନ ସିଟି ବାସିନ୍ଦାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ।

Tags: crimemaitri vihar
ShareTweetShareSend
Sanchar Live

Sanchar Live

Next Post
ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ନେଇ ବଢୁଛି ବିବାଦ

ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ନେଇ ବଢୁଛି ବିବାଦ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.