Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ମାଗଣା ଚିକେନ୍ ପକୋଡ଼ା ପାଇଁ ଲମ୍ବା ଧାଡ଼ି

Sanchar Live by Sanchar Live
September 22, 2024
in ଓଡିଶା
0
ମାଗଣା ଚିକେନ୍ ପକୋଡ଼ା ପାଇଁ ଲମ୍ବା ଧାଡ଼ି
0
SHARES
15
VIEWS
FacebookTwitter

ସଂଚାର ବ୍ୟୁରୋ: ମାଗଣା ଚିକେନ୍ ପକୋଡ଼ା ପାଇଁ ପୁରୀ ଛଇତନା ବଜାରରେ ଲମ୍ବା ଧାଡ଼ି  । ୪ ଘଣ୍ଟାରେ ୨ କୁଇଣ୍ଟାଲ୍ କୁକୁଡ଼ା ମାଂସ ଶେଷ । ରାମଚଣ୍ଡୀ ଥାନା ଅଧୀନ ଛଇତନା ବଜାରରେ ବଣ୍ଟା ଯାଇଛି ମାଗଣା ଚିକେନ୍ ପକୋଡ଼ା । ଏଥିପାଇଁ ଲୋକଙ୍କ ଭିଡ଼ ଜମିଛି । ଶୁକ୍ରବାର ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ଏହି ଚିକେନ୍ ପକୋଡ଼ା ବଣ୍ଟା ଯାଇଛି ।

୪ ଘଣ୍ଟାରେ ପ୍ରାୟ ୨ କ୍ଵିଣ୍ଟାଲ୍ ଚିକେନ୍‌ରେ ପ୍ରସ୍ତୁତ ପକୋଡ଼ା ଖାଇଛନ୍ତି ଲୋକେ  । କୁକୁଡ଼ା ଚିଆଁ ଓ ଦାନା ବିକ୍ରି କରୁଥିବା ଏକ ସଂସ୍ଥା ଏହି ମାଗଣା ଚିକେନ୍ ପକୋଡ଼ା ବାଣ୍ଟିଥିବା ଲୋକେ କହିଛନ୍ତି । ଛୋଟ ପିଲାଙ୍କଠାରୁ ବୟସ୍କବ୍ୟକ୍ତି  ବି ଧାଡ଼ିରେ ରହି ଚିକେନ୍ ପକୋଡ଼ା ଖାଇବା ସହ ଘରକୁ ମଧ୍ଯ ନେଉଥିବା ଦେଖିବାକୁ ମିଳିଛି ।

କିନ୍ତୁ କେଉଁ କାରଣ ପାଇଁ ମାଗଣା ବଣ୍ଟନ ହେଉଛି ତାହା କେହି କହି ପାରିନାହାନ୍ତି । ଅନ୍ୟପଟେ ଜିଲ୍ଲାର ୪ଟି ବ୍ଲକ୍‌ରେ ବାର୍ଡ଼ ଫ୍ଲୁ ଆତଙ୍କ ରଚିଥିବା ବେଳେ ଛଇତନା ବଜାରରେ ମାଗଣା ଚିକେନ୍ ପକୋଡ଼ା ବଣ୍ଟନ ଘଟଣା ଚର୍ଚ୍ଚାକୁ ଆସିଛି । ଅନେକ ବାର୍ଡ଼ ଫ୍ଲୁ  ଭୟରେ ଏହି ପକୋଡ଼ା ଖାଇନଥିବା ବେଳେ ଏଭଳି ମାଗଣା ବଣ୍ଟନକୁ ନାପସନ୍ଦ ମଧ୍ୟ କରିଛନ୍ତି ।

Tags: chicken pakodapuri
ShareTweetShareSend
Sanchar Live

Sanchar Live

Next Post
ତିରୁପତି ମନ୍ଦିରକୁ ଆସୁଥିବା ଘିଅ ଗାଡିରେ ଜିପିଏସ ଲଗାଇଲେ କର୍ଣ୍ଣାଟକ ମିଲ୍କ ଫେଡେରେସନ

ତିରୁପତି ମନ୍ଦିରକୁ ଆସୁଥିବା ଘିଅ ଗାଡିରେ ଜିପିଏସ ଲଗାଇଲେ କର୍ଣ୍ଣାଟକ ମିଲ୍କ ଫେଡେରେସନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.