Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ମସ୍କୋ ଓ କିବ୍ ମଧ୍ଯରେ ବନ୍ଦୀ ବିନିମୟ

Sanchar Live by Sanchar Live
September 15, 2024
in ବିଦେଶ
0
ମସ୍କୋ ଓ କିବ୍ ମଧ୍ଯରେ ବନ୍ଦୀ ବିନିମୟ
0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: ମସ୍କୋ ଓ କିବ୍ ମଧ୍ଯରେ ହୋଇଛି ବନ୍ଦୀ ବିନିମୟ । ଉଭୟ ପକ୍ଷର ୧୦୩ ଲେଖାଏଁ ବନ୍ଦୀଙ୍କୁ କରାଯାଇଛି ଅଦଳବଦଳ । ସଂଯୁକ୍ତ ଆରବ ଏମିରେଟସର ମଧ୍ଯସ୍ଥତା କ୍ରମେ ଏହା ସଫଳ ହୋଇଛି । ସେପଟେ ପୂର୍ବ ୟୁକ୍ରେନ ଭିତରେ ନିଜର ଦବଦବା ଜାରି ରଖିଛି ରୁଷିଆ । ଗତ ମେ ୨୦୨୨ରେ ଆଜୋବସ୍ତାଲ ଷ୍ଟିଲ ପ୍ଲାଣ୍ଟକୁ ନିଜ କବଜାକୁ ନେବା ପରେ ୟୁକ୍ରେନୀୟଙ୍କୁ ବନ୍ଦୀ କରି ରଖିଥିଲା ରୁଷିଆ । ଘମାଘୋଟ ଯୁଦ୍ଧ ମଧ୍ଯରେ ଏହି ବନ୍ଦୀ ବିନିମୟ କାର୍ଯ୍ୟକ୍ରମ ଶାନ୍ତି ପ୍ରତିଷ୍ଠା ଦିଗରେ ଆଶାର ସଞ୍ଚାର ସୃଷ୍ଟି କରିଛି । ସେପଟେ ଦୂରଗାମୀ କ୍ଷେପଣାସ୍ତ୍ର ବ୍ଯବହାର ଲାଗି ୟୁକ୍ରେନକୁ ଅନୁମତି ନ ଦେବାକୁ ଚେତାବନୀ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଯଦି ଅନୁମତି ଦିଆଯିବ ତେବେ ତାହା ଯୁଦ୍ଧରେ ନାଟୋର ଭାଗ ନେବା ସହ ସମାନ ବୋଲି କହିଛନ୍ତି ପୁଟିନ ।

Tags: bandimasco
ShareTweetShareSend
Sanchar Live

Sanchar Live

Next Post
ଭାଲୁ ଆକ୍ରମଣରେ ୨ ମହିଳା ଆହତ

ଭାଲୁ ଆକ୍ରମଣରେ ୨ ମହିଳା ଆହତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.