Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ବିଜେପିରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ

Sanchar Live by Sanchar Live
December 6, 2025
in ରାଜନୀତି
0
ବିଜେପିରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ
0
SHARES
39
VIEWS
FacebookTwitter

ବିଜେଡିକୁ ଲାଗିଲା ପୁଣି ଏକ ଶକ୍ତ ଝଟ୍‌କା । ବିଜେପିରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ । ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ ଆଜି ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏହାସହ ପ୍ରଫୁଲ୍ଲଙ୍କ ଭଉଣୀ ଉର୍ମିଳା ନାୟକ ମଧ୍ୟ ବିଜେପିରେ ମିଶିଲେ । ଖାଲି ସେତିକି ନୁହେଁ ସେମାନଙ୍କ ସହ ୩୦ ଓ ୩୫ ସମିତି ସଭ୍ୟ ମଧ୍ୟ ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମସ୍ତେ ବିଜେପିର ଉତ୍ତରୀୟ ଓ ଟୋପି ପିନ୍ଧି ଦଳରେ ସାମିଲ ହୋଇଛନ୍ତି ।

ନବୀନଙ୍କ ନିଷ୍ପତ୍ତି ପରେ ବଦଳିଥିଲା ଭଦ୍ରକ ରାଜନୀତିର ଚିତ୍ର । ବାପା ଗୋଟିଏ ପଟେ ପୁଅ ଅନ୍ୟପଟେ ହୋଇଥିଲେ । ପ୍ରଫୁଲଙ୍କ ଦୁଇ ପୁଅ ବିଜେପିକୁ ଯିବା ପରେ ଏବେ ବିଜେଡିର ଭାର କେବଳ ବାପା ପ୍ରଫୁଲ ସାମଲଙ୍କୁ ହିଁ ମୁଣ୍ଡାଇବାକୁ ପଡ଼ିବ ।

କିଛି ଦିନ ପୂର୍ବରୁ ପ୍ରଫୁଲ୍ଲ ସାମଲ ବନାମ ପ୍ରୟାସକାନ୍ତି ସାମଲ ଭଦ୍ରକ ରାଜନୀତିକୁ ଚଳଚଞ୍ଚଳ କରିଥିଲା । ବାପା-ପୁଅଙ୍କ ଲଢ଼େଇ ଆରମ୍ଭ ହୋଇଥିଲା । ୪ ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେବା ପରେ ଅପରେସନ ଲୋଟସରେ ବ୍ରେକ୍ ଲଗାଇବାକୁ ପ୍ରଫୁଲ ସାମଲଙ୍କୁ ଦାୟିତ୍ବ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ୨୦୨୪ ନିର୍ବାଚନର ଗ୍ଲାନିରେ ଜଳୁଥିବା ପୁଅ ପ୍ରୟାସକାନ୍ତି ବିଜେଡିର ଗଡ଼କୁ ଧ୍ବସ୍ତବିଧ୍ବସ୍ତ କରିବାକୁ ଯେଉଁ ଗୋଟି ଚଳାଇଥିଲେ ସେଥିରେ ପରାହତ ହୋଇଥିଲେ ବାପା ପ୍ରଫୁଲ୍ଲ ସାମଲ । ପ୍ରୟାସକାନ୍ତିଙ୍କ ପଦ୍ମ ମିଶନ ଆଗରେ କାମ କଲାନି ପ୍ରଫୁଲଙ୍କ ଡିଫେନ୍ସ ଷ୍ଟ୍ରାଟେଜି ।

ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନରେ ଭଣ୍ଡାରିପୋଖରୀ ଆସନରୁ ବାପାଙ୍କ ପରିବର୍ତ୍ତେ ନିଜେ ନିର୍ବାଚନ ଲଢିବାକୁ କ୍ଷେତ୍ର ପ୍ରସ୍ତୁତି କରିସାରିଥିଲେ ପ୍ରୟାସକାନ୍ତି । କିନ୍ତୁ ଦଳୀୟ ନିଷ୍ପତ୍ତି ତାଙ୍କ ସପକ୍ଷରେ ଆଦୌ ଯାଇନଥିଲା । ଆସନ ବଦଳାଇ ଭଦ୍ରକରୁ ବାପାଙ୍କୁ ଟିକେଟ୍ ଦିଆଯାଇଥିବା ବେଳେ ଭଣ୍ଡାରିପୋଖରୀରୁ ଲଢ଼ିଥିଲେ ସଂଜୀବ ମଲ୍ଲିକ । ଯାହାକୁ ନେଇ ପ୍ରୟାସକାନ୍ତି କେବଳ କ୍ଷୁବ୍ଧ ହୋଇ ନଥିଲେ ବରଂ ସେବେଠାରୁ ଦଳୀୟ କ୍ଷମତାର ଅପବ୍ୟବହାର ଆରମ୍ଭ କରିଥିବା ଅଭିଯୋଗ ହୋଇଆସୁଥିଲା ।

ସଂଜୀବ ମଲ୍ଲିକଙ୍କ ବିଜୟ ଆଉ ବାପା ପ୍ରଫୁଲ୍ଲଙ୍କ ପରାଜୟ ପରେ ବିଜେଡିରେ ପ୍ରୟାସକାନ୍ତିଙ୍କ ପାଇଁ ସବୁ ବାଟ ବନ୍ଦ କରି ଦେଇଥିଲା । ତାଛଡ଼ା ବିଜେଡି କ୍ଷମତାରୁ ଯିବା ପରେ ପ୍ରୟାସକାନ୍ତି ବିଜେପି ମୁହାଁ ହୋଇଥିବା ବେଳେ ବ୍ଲକ ସ୍ତରରେ ବିଜେଡିର ପତିଆରାକୁ ଧ୍ବସ୍ତ ବିଧ୍ବସ୍ତ କରିବା ପାଇଁ ଗୋଟି ଚଳାଇଥିବା କୁହାଯାଉଛି ।

Tags: bhadrakbjdbjp govtpolitics
ShareTweetShareSend
Sanchar Live

Sanchar Live

Next Post
ଆଜି ଏହି ରାଶି ପାଇଁ ଖୁସି ଖବର

ନଜର ପକାନ୍ତୁ ଆଜିର ରାଶିଫଳ ଉପରେ..

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.