<div class="details-description fp-para-text content-on-scroll-description active_scroll_description"> ଭୁବନେଶ୍ବର ଉପକଣ୍ଠରେ ହେବ ନୂଆ ଷ୍ଟାଡିୟମ। ଆସନ୍ତା 17 ତାରିଖରେ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ସ୍ପୋର୍ଟସ ଭ୍ୟାଲିରେ ରହିବ ଅଣ ପାରମ୍ପରିକ କ୍ରୀଡା ସେଣ୍ଟର। କଟକର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସୂଚନା ଦେଲେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। </div>