Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆଜିଠୁ ଦେଶରେ ବଦଳିବାକୁ ଯାଉଛି ଏହିସବୁ ନିୟମ

Sanchar Live by Sanchar Live
September 1, 2024
in ଭାରତ
0
ଆଜିଠୁ ଦେଶରେ ବଦଳିବାକୁ ଯାଉଛି ଏହିସବୁ ନିୟମ
0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: ଆଜିଠୁ ଦେଶରେ ଅନେକ ଗୁରୁତ୍ବପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ଗୁଗଲ ଠାରୁ ଆରମ୍ଭ କରି ଆଧାର, ୟୁପିଆଇ ଏବଂ ମୋବାଇଲ ସେବା ସମ୍ପର୍କୀତ କାର୍ଯ୍ୟ କ୍ଷେତ୍ରରେ କେତେକ ନିୟମ ବଦଳିବ । ତେବେ ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ବ୍ୟବହାରକାରୀଙ୍କ ଡିଜିଟାଲ ଏବଂ ଆର୍ଥୀକ କାରବାରକୁ ଅଧିକ ସୁରକ୍ଷିତ ଏବଂ ସହଜ କରିବା । ଏହାଛଡା ଏହି ନୂଆ ନିୟମ ଗ୍ରାହକଙ୍କ ଗୋପନୀୟତା, ସୁରକ୍ଷା ଏବଂ ଆର୍ଥୀକ କାରବାର ଉପରେ ପ୍ରଭାବ ପକାଇବ । ଆଜିଠୁ ଗୁଗଲ ଏହାର ପ୍ଲେ ଷ୍ଟୋର ନୀତିରେ ପରିବର୍ତ୍ତନ ଆଣିବ । ଏହା ଅଧିନରେ ଗୁଗଲ ପ୍ଲେଷ୍ଟାରରୁ ଅନେକ ନିମ୍ନମାନର ଆପ ହଟାଇ ଦିଆଯିବ । ଗୁଗଲ କହିଛି ଯେ, ଏହି ଆପ ଗୁଡିକ ମାଲଓ୍ବେରର ଏକ ଉତ୍ସ ହୋଇପାରେ ଏବଂ ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ବିପଦ ଆଣିପାରେ । ଆଣ୍ଡ୍ରଓ୍ବେଡ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସୁରକ୍ଷା ଏବଂ ଗୋପନୀୟତାକୁ ଉନ୍ନତ କରିବାକୁ ଏହି ପଦକ୍ଷେପ ନିଆଯାଉଛି । ଅନ୍ୟପଟେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆର ନିୟମ ଅନୁଯାୟୀ ଆଜିଠୁ ରୁପେ କ୍ରେଡିଟ କାର୍ଡ ଓ ୟୁପିଆଇ କାରବାର ଶୁଳ୍କ ରିଓ୍ବାଡ ପଏଣ୍ଟରୁ କଟାଯିବ ନାହିଁ । ଏହି ନିୟମ କାର୍ଯ୍ୟକାରୀ କରିବାକୁ ସମସ୍ତ ବ୍ୟାଙ୍କକୁ ସୂଚନା ଦିଆଯାଇଛି।

Tags: indianew rules
ShareTweetShareSend
Sanchar Live

Sanchar Live

Next Post
ବଢ଼ିଲା କମର୍ସିଆଲ ଗ୍ୟାସ ଦର

ବଢ଼ିଲା କମର୍ସିଆଲ ଗ୍ୟାସ ଦର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.