ସଂଚାର ବ୍ୟୁରୋ: ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ।ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ରହିଥିବା ବେଳେ ସେହିଦିନ ଠାରୁ ଓଡ଼ିଶା ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ ।ପ୍ରଧାନ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାକ୍ଷୀ ପୂର୍ଣ୍ଣିମା କିସ୍ତି ବାବଦକୁ ମହିଳା ପାଇବେ ୫୦୦୦ ଟଙ୍କା।