Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ପହଲଗାମ୍ ଆତଙ୍କୀ ଆକ୍ରମଣ ଖବର ପ୍ରସାରଣ ନେଇ ବିବିସିକୁ ନୋଟିସ:

Sanchar Live by Sanchar Live
April 28, 2025
in ଭାରତ
0
ପହଲଗାମ୍ ଆତଙ୍କୀ ଆକ୍ରମଣ ଖବର ପ୍ରସାରଣ ନେଇ ବିବିସିକୁ ନୋଟିସ:
0
SHARES
37
VIEWS
FacebookTwitter

ପହଲଗାମ୍ ଆତଙ୍କୀ ଆକ୍ରମଣ ଖବର ପ୍ରସାରଣ ନେଇ ନୋଟିସ୍ । ଆତଙ୍କୀଙ୍କୁ ଯୋଦ୍ଧା ବୋଲି ଦର୍ଶାଇଥିଲା ବିବିସି । କେନ୍ଦ୍ର ସରକାର କହିଛନ୍ତି କି, ବୈଦେଶିକ ମନ୍ତ୍ରଣାଳୟ ବିବିସି ରିପୋର୍ଟିଂ ଉପରେ ନଜର ରଖିଛି । ଭାରତର ବିବିସି ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ତେବେ ଏହା କି ଧରଣର ରିପୋର୍ଟଂ ବୋଲି କେନ୍ଦ୍ର ସରକାର ଜବାବ ମାଗିଛନ୍ତି । ଫେକ୍ ନ୍ୟୁଜ ପ୍ରସାରଣ ଉପରେ ରୋକ ଲଗାଇବାକୁ ଯାଇ ଆଜି ଭାରତ ପାକିସ୍ତାନର କିଛି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଦେଇଛି ।

ତେବେ ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ଆକ୍ସନମୋଡକୁ ଆସିଛି । ଆତଙ୍କୀଙ୍କୁ ଉଚିତ ଜବାବ ଦେବାକୁ ପ୍ରତିଶ୍ରୁତି ନେଇଛି ଭାରତ । ଆଉ ଆତଙ୍କୀ ଦେଶ ପାକିସ୍ତାନ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେଇଛି ଭାରତ । କୂନୀତି ସ୍ତରରେ ଭାରତ କିଛି ପଦକ୍ଷେପ ନେଇଛି । ସେହିପରି ଭାରତ ଆକ୍ସନ ପରେ ପାକିସ୍ତାନ ବି ଜବାବରେ କିଛି କାର୍ୟ୍ୟାନୁଷ୍ଠାନ ନେଇଥିଲା । ଯାହା ଏବେ ପାକିସ୍ତାନ ଉପରେ ଭାରି ପଡୁଛି ।

ଭାରତ ପାଇଁ ଆକାଶପଥ ବନ୍ଦ କରିବା ପାକିସ୍ତାନ ପାଇଁ ମହଙ୍ଗା ପଡ଼ିବ । ଆକାଶପଥ ପାଇଁ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲା ପଡୋଶୀ । ଭାରତୀୟ ବିମାନ କମ୍ପାନିଙ୍କଠାରୁ କରୁଥିଲା ଅର୍ଥ ଉପାର୍ଜନ । ଭାରତକୁ ହଇରାଣ କରିବା ନିଷ୍ପତ୍ତିରେ ଓଲଟା ଫସିଲା ପାକିସ୍ତାନ । ପାକିସ୍ତାନକୁ କୋଟି କୋଟି ମିଲିୟନ ଡରାଲ କ୍ଷତି ହୋଇଛି ।

Tags: Bbc newsindiapahalgamattack
ShareTweetShareSend
Sanchar Live

Sanchar Live

Next Post
ନବୀନଙ୍କୁ ଭେଟିଲେ ସୁଶାନ୍ତ

ନବୀନଙ୍କୁ ଭେଟିଲେ ସୁଶାନ୍ତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.