Sunday, October 18, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଭାରତୀୟ ପାସପୋର୍ଟ ଛାଡି ଦେଲେ ଲଳିତ ମୋଦୀ

Sanchar Live by Sanchar Live
March 8, 2025
in ଭାରତ
0
ଭାରତୀୟ ପାସପୋର୍ଟ ଛାଡି ଦେଲେ ଲଳିତ ମୋଦୀ
0
SHARES
7
VIEWS
FacebookTwitter

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀ ଭାରତୀୟ ପାସପୋର୍ଟ ଫେରାଇ ଦେବା ପାଇଁ ଆବେଦନ କରିଛନ୍ତି । ସେ ଭାରତୀୟ ନାଗରିକତା ଛାଡି ଦେଇଥିବାରୁ ଭାରତୀୟ ପାସପୋର୍ଟ ଜମା କରିବେ । ତାଙ୍କୁ ଭନୁଆଟୁ ନାଗରିକତା ମିଳି ଯାଇଛି । ଲଳିତ ମୋଦୀ ମନି ଲଣ୍ଡ୍ରିଂ ଓ ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗର ଅଭିଯୁକ୍ତ ।  ଗିରଫଦାରୀରୁ ବଞ୍ଚିବା ପାଇଁ ସେ ୨୦୧୦ରେ ଭାରତ ଛାଡି ପଳାୟନ କରିଥିଲେ । ଏବେ ଅନ୍ୟ ଦେଶରେ ତାଙ୍କୁ ନାଗରିକତା ମିଳିଥିବାରୁ ତାଙ୍କ ପ୍ରତ୍ୟର୍ପଣ ଆହୁରି ମୁସ୍କିଲ ହୋଇ ଯାଇଛି । ଯେଉଁ ଦେଶରେ ତାଙ୍କୁ ନାଗରିକତା ମିଳିଛି, ତାହ ହେଉଛି ଏକ ଛୋଟ ଦେଶ । ଏହା ପ୍ରଶାନ୍ତ ମହାସାଗରରେ ଏକ ଦ୍ୱୀପ ନିକଟରେ ଅବସ୍ଥିତ । ପ୍ରତ୍ୟର୍ପଣ ସନ୍ଧି ମାମଲାରେ ଏହି ଦେଶ ବହୁତ କୁଖ୍ୟାତ ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଲଳିତ ମୋଦୀ ଲଣ୍ଡନ ସ୍ଥିତ ଭାରତୀୟ ଉଚ୍ଚାୟୋଗରେ ନିଜର ପାସପୋର୍ଟ ଜମା କରିବା ପାଇଁ ଆବେଦନ କରିଛନ୍ତି । ଲଳିତ ମୋଦୀ ଦୀର୍ଘ ସୟୟ ହେବ ଲଣ୍ଡନରେ ରହୁଛନ୍ତି । ମେହୁଲ ଚୋକସିଙ୍କୁ ଯେମିତି ଆଣ୍ଟିଗୁଆର ନାଗରିକତା ମିଳିଛି, ଠିକ୍ ସେହି ପରି ଚାଲ୍ ଖେଳିଛନ୍ତି ଲଳିତ ମୋଦୀ । ଅନ୍ତର୍ଜାତୀୟ ସୂତ୍ର ଅନୁସାରେ, ଲଳିତଙ୍କୁ ୨୦୨୨୪ ଡିସେମ୍ବର ୩୦ରେ ଭନୁଆଟୁର ନାଗରିକତା ମିଳି ଯାଇଥିଲା ।

ଜୟସ୍ୱାଲ କହିଛନ୍ତି ଯେ, ଆଇନ ଅନୁଯାୟୀ, ଯେତେ ସମ୍ଭବ ହେବ ଆମେ ଲଳିତ ମୋଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଲଳିତଙ୍କ ବିରୋଧରେ ୨୦୦୯ ଆଇପିଏଲ୍ ପାଇଁ ୪୨୫ କୋଟି ଟଙ୍କାର ଟିଭି ଡିଲରେ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା ।

Tags: indiaLalit modi
ShareTweetShareSend
Sanchar Live

Sanchar Live

Next Post
ରାଜ୍ୟରେ ଦିନକୁ ଦିନ ବଢୁଛି ତାପମାତ୍ରା

ଦୁଇଦିନର ଆଶ୍ବସ୍ତି ପରେ ପୁଣି ବଢ଼ିବ ତାତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କୁମାର ପୂର୍ଣ୍ଣିମା ଦିନ ଧାର୍ଯ୍ୟକୁ ନେଇ ପୁଣି ଦ୍ୱନ୍ଦ୍ୱ
  • ଶପଥ ନେଲେ ନୂଆ ରାଜ୍ୟପାଳ
  • ନବରାତ୍ରି ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ କାହିଁକି କରାଯାଏ ପୂଜା
  • ପୂଜା ମଣ୍ଡପରେ ଦଳାଚକଟା ଘଟଣା: ଦୋଷୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ
  • କୋଲକାତା ଦୁର୍ଗାପୂଜାରେ ଅଘଟଣ: ୧୮ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.