Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଗାଁରେ କଙ୍ଗାରୁ କୋର୍ଟ, ଘର ଛାଡ଼ିବେ ପିଡ଼ିତ ପରିବାର !

Sanchar Live by Sanchar Live
January 8, 2025
in ଓଡିଶା
0
ଗାଁରେ କଙ୍ଗାରୁ କୋର୍ଟ, ଘର ଛାଡ଼ିବେ ପିଡ଼ିତ ପରିବାର !
0
SHARES
18
VIEWS
FacebookTwitter

ସଂଚାର ବ୍ୟୁରୋ: ଜାଗାବାଡିକୁ କେନ୍ଦ୍ର କରି ଗାଁରେ କଙ୍ଗାରୁ କୋର୍ଟ । ଗାଁ ଛାଡିବାକୁ ନିଷ୍ପତ୍ତି ନେଲେ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଫତେଗଡ ଥାନା ଜଗନ୍ନାଥ ପ୍ରସାଦ ଫାଣ୍ଡି ଅଧିନ ମହୁଲପଡ଼ା ଗ୍ରାମରେ । ଏହି ଗାଁର ମଞ୍ଜୁବାଳା ପ୍ରଧାନଙ୍କ ପରିବାର ଘର ସମ୍ମୁଖରେ ଥିବା ଏକ ସରକାରୀ ଜାଗାରେ କିଛି ଗଛ ଲଗାଇଥିଲେ । ଗ୍ରାମବାସୀମାନେ ସେହି ଗଛ ଗ କାଟିବାରୁ ମଞ୍ଜୁଲତାଙ୍କ ପରିବାର ପ୍ରଥମେ ତାହାକୁ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ମଞ୍ଜୁଲତା ଏବଂ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପ୍ରତିଶୋଧ ପରାୟଣ ହୋଇ ମଞ୍ଜୁଲତାଙ୍କ ପରିବାରଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ପାଇଖାନା ଘର ଭାଙ୍ଗି ଦେଇଥିଲେ ଗ୍ରାମବାସୀ । ଏଥିସହ ଗାଁରେ କଙ୍ଗାରୁ କୋର୍ଟ ବସାଇ ତାଗିଦ କରିବା ସହ ଜରିମାନା ଦେବା ପାଇଁ ଦାବି କରିଥିଲେ । ନଚେତ ଗ୍ରାମରେ ରଖାଇ ନଦେବା ପାଇଁ ଧମକ ଦେଇଥିଲେ । ସେମାନଙ୍କ କଥାରେ ରାଜି ନହେବାରୁ ପରିବାର ବର୍ଗଙ୍କୁ ଗ୍ରାମରୁ ଏବେ ବାସନ୍ଦ କରାଯାଇଥିବା ମଞ୍ଜୁ ଅଭିଯୋଗ କରିଛନ୍ତି । ଗ୍ରାମର କେହି ବ୍ୟକ୍ତି ମଞ୍ଜୁଙ୍କ ପରିବାର ସହ କଥା ହେଲେ କିମ୍ବା ସହଯୋଗର ହାତ ବଢ଼ାଇଲେ ସମ୍ପୃକ୍ତ ବ୍ୟକ୍ତି ଗ୍ରାମକୁ ଜରିମାନା ବାବଦରେ ୫ ହଜାର ଟଙ୍କା ଦେବା ପାଇଁ କଙ୍ଗାରୁ କୋର୍ଟରେ ନିଷ୍ପତି ହୋଇଥିବା ଅଭିଯୋଗ ହୋଇଛି । ନିର୍ଯ୍ୟାତନାର ଶିକାର ହୋଇ ନ୍ୟାୟ ପାଇଁ ପ୍ରଥମେ କାଦୁଆ ଫାଣ୍ଡି ଓ ପରେ ଫତେଗଡ଼ ଥାନାର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ପୁଲିସ ଅଭିଯୋଗ ପ୍ରତି ଗୁରୁତ୍ଵ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Tags: crimekangroo courtnayagarh
ShareTweetShareSend
Sanchar Live

Sanchar Live

Next Post
ଭି. ନାରାୟଣନ ଇସ୍ରୋର ନୂଆ ମୁଖ୍ୟ

ଭି. ନାରାୟଣନ ଇସ୍ରୋର ନୂଆ ମୁଖ୍ୟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.