ଓ୍ବେଷ୍ଟଇଣ୍ଡିଜକୁ ୧୧୫ ରନରେ ହରାଇଲା ଭାରତ

0
SHARES
8
VIEWS

ଭାରତୀୟ ମହିଳା ଦଳ ଓ ୱେଷ୍ଟଇଣ୍ଡିଜ୍ ମହିଳା ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଥିଲା। ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ଚମତ୍କାର ପ୍ରଦର୍ଶନ କରି ୩୫୮ ରନ କରିବା ସହ ନିଜର ପୂର୍ବ ରେକର୍ଡର ସମକକ୍ଷ ହୋଇଛି ।

Next Post

Leave a Reply

Your email address will not be published. Required fields are marked *

I agree to the Terms & Conditions and Privacy Policy.