Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

କରନ୍ତୁ ଏହି କାମ ମୋଟାପଣ ହୋଇଯିବ ଦୂର

Sanchar Live by Sanchar Live
December 2, 2024
in ଜୀବନ ଶୈଳୀ
0
କରନ୍ତୁ ଏହି କାମ ମୋଟାପଣ ହୋଇଯିବ ଦୂର
0
SHARES
3
VIEWS
FacebookTwitter

ମୋଟାପଣକୁ ନେଇ ବହୁ ଲୋକ ଚିନ୍ତାରେ ପଡିଯାନ୍ତି । ଏହି ମୋଟାପଣ ସମସ୍ତଙ୍କ କ୍ଷେତ୍ରରେ ଦେଖାଦେଇଥାଏ । ଛୋଟ ଛୁଆ ଠାରୁ ଆରମ୍ଭ କରି ବଡ ଲୋକମାନଙ୍କ କ୍ଷେତ୍ରରେ ବି ଦେଖାଦେଇ ଥାଏ । ଖାସ୍‌ କରି ମୋଟାପଣକୁ ନେଇ ମହିଳାମାନେ ଅଧିକ ଚିନ୍ତିତ ହୁଅନ୍ତି । କାରଣ ଅଧିକାଂଶ ମହିଳାମାନେ ଜିମ୍‌ ଯାଇ ପାରନ୍ତି ନାହିଁ ଅଥାର୍ତ ତାଙ୍କ ପାଖରେ ସମୟ ନଥାଏ । ଯଦି ଆପଣ ମଧ୍ୟ ଓଜନ କମ୍‌ କରିବାକୁ ଚାହୁଁଛନ୍ତି ଏବଂ ଜିମ୍‌ ଯିବାକୁ କଷ୍ଟମନେ କରୁଛନ୍ତି, ତେବେ ଘରେ କିଛି କାମ କରି ନିଜ ଓଜନକୁ ନିୟନ୍ତ୍ରଣ କରିପାରିବେ । ସମସ୍ତେ ନିଜ ଓଜନ ବିଷୟରେ ସଚେତନ ହେବା ଉଚିତ, କାରଣ ଏହା କେବଳ ବ୍ୟକ୍ତିତ୍ୱ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ସୁସ୍ଥ ରହିବା ପାଇଁ ଓଜନକୁ ନିୟନ୍ତ୍ରଣ କରିବା ମଧ୍ୟ ଆବଶ୍ୟକ । ତେଣୁ ଓଜନକୁ କିପରି ନିୟନ୍ତ୍ରଣ କରିବେ ଆସନ୍ତୁ ଜାଣିବା ।

ସର୍ବ ପ୍ରଥମେ ଏହି କାମ କରନ୍ତୁ :

ଯଦି ଆପଣଙ୍କର ଓଜନ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଖାଇବା କଣ୍ଟ୍ରୋଲ କରନ୍ତୁ । ଏହା ଅର୍ଥ ନୁହେଁ ଯେ ଆପଣ ଖାଇବା ବନ୍ଦ କରି ଦେବେ ବରଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବେ ନାହିଁ । ଯେପରିକି ମଇଦାରେ ତିଆରି ହେଉଥିବା ଖାଦ୍ୟ, ଅଧିକ ତେଲ ଯୁକ୍ତ ଖାଦ୍ୟ ଏବଂ ଅଧିକ ମିଠା ଜାତୀୟ ଜିନିଷ ଠାରୁ ଦୂରେଇ ରୁହନ୍ତୁ । ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

ପାହାଚ ଚଢ଼ିବା :

ଓଜନ କମ୍‌ କରିବାରେ ସର୍ବତ୍ତମ ଉପାୟ ହେଉଛି ଘରେ ସିଢ଼ି ଚଢ଼ିବା । ଯଦି ଆପଣ ଅଫିସ କିମ୍ବା ସପିଂ ମଲ୍‌ ଯାଉଛନ୍ତି ତେବେ ଲିଫ୍ଟ ବଦଳରେ ସିଢ଼ି ଚଢ଼ିଯାଆନ୍ତୁ । ଏହା ଅନେକ କ୍ୟାଲୋରୀକୁ କମ୍ କରେ । ଏହା ସହ ସବୁଦିନ ସକାଳୁ ଉଠିବା ପରେ ଘରେ ସିଢ଼ି ଚଢ଼ଇବା ଆରମ୍ଭ କରନ୍ତୁ, ଯାହା ଆପଣଙ୍କ ଓଜନକୁ କମ୍‌ କରିବାରେ ସାହାଯ୍ୟ କରିବ ।

ଖାଇବା ପରେ ବୁଲିବା :
ଓଜନକୁ କମ୍‌ କରିବା ପାଇଁ ଖାଦ୍ୟ ସଠିକ୍‌ ଭାବରେ ହଜମ ହେବା ଅତ୍ୟନ୍ତ ଜରୁରୀ । ଖାଇବା ପରେ ଗୋଟିଏ ସ୍ଥାନରେ ବସିକି ରହିବା କିମ୍ବା ସଙ୍ଗେ ସଙ୍ଗେ ଶୋଇପଡିବା ଏହା କରିବା ଦ୍ୱାରା ଓଜନ ବଢ଼ିଯାଏ । ତେଣୁ ଖାଇବା ପରେ କିଛି ସମୟ ବୁଲାବୁଲି କରନ୍ତୁ, ଯାହା ଖାଦ୍ୟକୁ ଶୀଘ୍ର ହଜମ କରିବା ସହ ଓଜନକୁ ନିୟନ୍ତ୍ରଣ କରିବ ।

ସ୍କିପିଙ୍ଗ୍‌ କରିବା ଦ୍ୱାରା କ୍ୟାଲୋରି କମ୍ ହୋଇଥାଏ :
ଯଦି ଘରେ ନିଜ ଓଜନକୁ କମ୍‌ କରିବା ପାଇଁ ଚାହୁଁଛନ୍ତି ତେବେ, ସବୁଦିନ ସ୍କିପିଙ୍ଗ୍‌ କରନ୍ତୁ । ଏହି ସ୍କିପିଙ୍ଗ ଏକ ଭଲ ବ୍ୟାୟାମ ଅଟେ । ସ୍କିପିଙ୍ଗ କରିବା ଦ୍ୱାରା ସମଗ୍ର ଶରୀର ବ୍ୟାୟାମ୍‌ ହୁଏ, ଯାହା କେବଳ କ୍ୟାଲୋରି ବର୍ଣକୁ ନୁହେଁ ବରଂ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ମାଂସପେଶୀକୁ ଟୋନ୍‌ କରିଥାଏ ।

ବଗିଚା କାମ କରିବା ଦ୍ୱାରା ପୁରା ଶରୀର ହେବ ଏକ୍ସରସାଇଜ୍‌ :
ଯଦି ଆପଣଙ୍କ ଘରେ ବଗିଚା ଅଛି ତେବେ ଖାଲି ନବସି ବଗିଚାରେ କିଛି ସମୟ କାମ କରନ୍ତୁ । ଏହା ସମଗ୍ର ଶରୀରକୁ ଭଲ ବ୍ୟାୟାମ ଦେଇଥାଏ ଏବଂ ମାନସିକ ସ୍ତରରେ ଅଧିକ ଖୁସି ହେବା ସହ ନିଜକୁ ଆକ୍ଟିଭି ମଧ୍ୟ ଅନୁଭବ କରିପାରିବେ ।

ଘର କାମ କରି ନିଜକୁ ଆକ୍ଟଭି ରଖନ୍ତୁ :
ଓଜନ କମ୍‌ କରିବାକୁ ହେଲେ ଘରର ସମସ୍ତ କାର୍ଯ୍ୟ କରିବା ଉଚିତ୍‌ । ଘର କାମ କରିବା ଦ୍ୱାରା ଶରୀର ଏକ୍ସରସାଇଜ୍‌ ହେବା ସହ ରିଲାକ୍ସ ମଧ୍ୟ ଅନୁଭବ କରିପାରିବେ । ଏପରି କିଛି କାମ ଅଛି ଯାହା ମେସିନ୍‌ ଦ୍ୱାରା କରାଯାଏ, ଯେମିତିକି ଓ୍ୱାସିଙ୍ଗ ମେସିନ୍‌, ଟେଲର, ରୁଟି ମେକିଂ ଇତ୍ୟାଦି । ଯଦି ଆପଣ ଏହି ସବୁ କାର୍ଯ୍ୟକୁ ମେସିନ୍‌ ଦ୍ୱାରା କରୁଛନ୍ତି ତେବେ ଏହାକୁ ବନ୍ଦ କରନ୍ତୁ ଏବଂ ହାତରେ ତାହା କରନ୍ତୁ । ଯାହା ଦ୍ୱାରା ଆପଣଙ୍କ ଓଜନ କମ୍‌ ହେବ ।

ଜାଣିରଖନ୍ତୁ ଯେ, ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି ଏବଂ କୌଣସି କଷ୍ଟକର କାମ କରିପାରୁ ନାହାନ୍ତି, ତେବେ ଘରେ ଏହି ଭଳି ସହଜ କାମ କରି ନିଜର ଓଜନକୁ ନିୟନ୍ତ୍ରଣ କରିପାରିବେ ।

Tags: fitlifestyleSlim
ShareTweetShareSend
Sanchar Live

Sanchar Live

Next Post
ଆସନ୍ତା ୩ରୁ ୭ ଯାଏଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • (no title)
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ
  • ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ
  • ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.