Wednesday, August 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

କ୍ୟାଟ୍ରିନା କୈଫ୍ ଙ୍କ ଜନ୍ମଦିନର ଝଲକ ପୋଷ୍ଟ କଲେ ଭିକି

Sanchar Live by Sanchar Live
July 17, 2026
in ମନୋରଞ୍ଜନ
0
କ୍ୟାଟ୍ରିନା କୈଫ୍ ଙ୍କ ଜନ୍ମଦିନର ଝଲକ ପୋଷ୍ଟ କଲେ ଭିକି
0
SHARES
3
VIEWS
FacebookTwitter

କ୍ୟାଟ୍ରିନା କୈଫ୍ ଜୁଲାଇ ୧୬ ତାରିଖରେ ତାଙ୍କ ସ୍ବାମୀ ଭିକି କୌଶଳ, ପୁଅ ଭିୟାନ ଏବଂ ପରିବାର ସହିତ ତାଙ୍କର ୪୩ତମ ଜନ୍ମଦିନ ପାଳନ କରିଥିଲେ । ଏହି ଖୁସିର ଝଲକକୁ ଭିକି କୌଶଳ ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକୁ ଦେଖିବା ପରେ ପ୍ରଶଂସକମାନେ ଭିକି-କ୍ୟାଟ୍ରିନାଙ୍କ ଉପରେ ପ୍ରେମ ବର୍ଷା କରିଛନ୍ତି ।

ଛାୱା ଅଭିନେତା ଭିକି କୌଶଳ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଥିବା ପୋଷ୍ଟରେ ସେ କ୍ୟାଯ୍ରିନାଙ୍କୁ କୋଳେଇ ଧରିବା ସହ ହାତରେ ଖଣ୍ଡେ କେକ୍ ଧରିଥିବାର ଦେଖିବାକୁ ମିଳିଛି । କ୍ୟାଟ୍ରିନା ଧଳା ଟପ୍ ସହିତ ଡେନିମ୍ ଜ୍ୟାକେଟରେ ନଜର ଆସିଥିବାବେଳେ ଭିକିଙ୍କୁ ଧଳା ସାର୍ଟରେ ଦେଖିବାକୁ ମିଳିଛି । ଏଥିସହ ଡେକୋରେସନ୍ ପାଇଁ ଜନ୍ମଦିନର ବେଲୁନ୍ ଏବଂ ହାପି ବାର୍ଥଡେ କ୍ୟାଟ୍ରିନାର ଏକ ବ୍ୟାନର ଲଗାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଦୁହେଁ ପରସ୍ପରକୁ ହଗ୍ କରିଥିବା ନଜର ଆସିଛନ୍ତି । ଭିକି ଏହି ଫଟୋ ପୋଷ୍ଟ କରିବା ସହ ହାର୍ଟ ଇମୋଜି ଦେଇ ଜାନଙ୍କ ଜନ୍ମଦିନ ବୋଲି କ୍ୟାପସନରେ ଲେଖିଛନ୍ତି । ଯାହା ପ୍ରଶଂସକଙ୍କ ହୃଦୟକୁ ସ୍ପର୍ଶ କରିଛି ।

ଯଦି ସେମାନଙ୍କ ବିବାହ ଏବଂ କ୍ୟାରିଅର କଥା କୁହାଯାଏ ତେବେ ସେମାନେ ୨୦୨୧ ମସିହାରେ ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିଲେ । ୨୦୨୫ରେ ପ୍ରଥମ ଥର ପାଇଁ ସେମାନେ ବାପା ମା ହୋଇଥିଲେ ।  କ୍ୟାଟ୍ରିନା ଏବେ ନିଜ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ରହିଛନ୍ତି । ଶେଷ ଥର ପାଇଁ ଶ୍ରୀରାମ ରାଘବନଙ୍କ ଫିଲ୍ମ “ମେରି ଖ୍ରୀଷ୍ଟମାସ”ରେ ନଜର ଆସିଥିଲେ । ଭିକି କୌଶଳ ଏବେ ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ “ଲଭ୍ ଆଣ୍ଡ୍ ୱାର” ପ୍ରୋଜେକ୍ଟରେ ବ୍ୟସ୍ତ ରହିଛନ୍ତି । ଯେଉଁଥିରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ଅଭିନୟ କରିଛନ୍ତି ।

Tags: kyatrinaVicky kousalya
ShareTweetShareSend
Sanchar Live

Sanchar Live

Next Post
ପ୍ରବଳ ବର୍ଷାରେ ଭୁଶୁଡିଲା ଶ୍ୱେତଗଙ୍ଗାର ପାଚେରୀ

ପ୍ରବଳ ବର୍ଷାରେ ଭୁଶୁଡିଲା ଶ୍ୱେତଗଙ୍ଗାର ପାଚେରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଯଦି ଆପଣଙ୍କ ଗାଡିର ବୀମା ନାହିଁ, ତେବେ ତୁରନ୍ତ କରାଇ ନିଅନ୍ତୁ…
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ଚିତାଲାଗି ନୀତି
  • ଆଜିଠୁ ଲଘୁଚାପ: ପୁଣି ରାଜ୍ୟରେ ବଡ଼ ବର୍ଷା
  • ଆଜି ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଘରୁ ବାହାରିବା ପୂର୍ବରୁ ସତର୍କ ରୁହନ୍ତୁ….
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ଏକ୍ ଭାରତ ଓ ଶ୍ରେଷ୍ଠ ଭାରତ ସଂକଳ୍ପକୁ ସଫଳ କରିବା ଆମର ଲକ୍ଷ୍ୟ: ଜଗନ୍ନାଥ ପ୍ରଧାନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.