Sunday, September 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ନୂଆପଡ଼ାରେ କାହାକୁ ପ୍ରାର୍ଥୀ କରିବ ବିଜେପି ?

Sanchar Live by Sanchar Live
October 9, 2025
in ରାଜନୀତି
0
ନୂଆପଡ଼ାରେ କାହାକୁ ପ୍ରାର୍ଥୀ କରିବ ବିଜେପି ?
0
SHARES
393
VIEWS
FacebookTwitter

ସଂଚାର ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ପାଇଁ ସରଗରମ ହେବାରେ ଲାଗିଛି ରାଜନୀତି । ତିନି ରାଜନୈତିକ ଦଳ ବିଜୟ ପାଇଁ ଜି-ଜାନ ଲଗାଇ ଦେଇଛନ୍ତି । ପିସିସି ସଭାପତିଙ୍କ ଲାଗି ସମ୍ମାନର ପ୍ରଶ୍ନ ରହିଛି । କାରଣ ରାଜ୍ୟରେ ଏବେ କଂଗ୍ରେସର ଲୋକପ୍ରିୟତା ଧିରେ ଧିରେ ବଢ଼ିବାରେ ଲାଗିଛି ବୋଲି କୁହାଯାଉଛି । ଯେଉଁ କାରଣରୁ କଂଗ୍ରେସ ପ୍ରଥମେ ପ୍ରାର୍ଥୀ ଘୋଷଣା କରିସାରିଛି । ଘାଷିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରିସାରିଛି । ସେପଟେ ବିଜେଡିର ଏହି ଆସନ ରହିଥିବାବେଳେ ଦଳ ଜିତିବା ଲାଗି ପ୍ରୟାସ କରିବ । ସେପଟେ ରାଜ୍ୟରେ ବିଜେପି ସରକାର ରହିଥିବାବେଳେ ଦଳ ବିଜୟ ନିଶ୍ଚିତ ଆଶା କରିବ । କାରଣ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ । ଏଣୁ ଦଳ କାହାକୁ ପ୍ରାର୍ଥୀ କରିବ ଏହା ଉପରେ ନଜର ରହିଥିବାବେଳେ ମାଳ ମାଳ ଆଶାୟୀ ରହିଛନ୍ତି ।

କିଏ ହେବେ ବିଜେପିର ନୂଆପଡ଼ା ପ୍ରାର୍ଥୀ ? ଆଜି ବସିବ ବିଜେପି କୋର କମିଟି ବୈଠକ। ପ୍ରାର୍ଥୀ ଉପରେ ହୋଇପାରେ ନିଷ୍ପତ୍ତି । ନୂଆପଡ଼ା ଉପନିର୍ବାଚନରେ ମନମୋହନ ସାମଲ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚାକୁ ନେଇ ତୋମାର କହିଛନ୍ତି, ତାଙ୍କ ସାମ୍ନାକୁ ଏହା ଆସି ନାହିଁ ।  ଅନେକ ଆଶାୟୀଙ୍କ ନାଁ ବିଚାର କରାଯାଉଛି ।  ବିଜେପିରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା । କିନ୍ତୁ ସେ ତୃତୀୟ ସ୍ଥାନରେ ରହିଥିଲେ ।

ଏଥର ବିଜେପି ତାଙ୍କୁ ପୁଣି ପ୍ରାର୍ଥୀ କରିବ ନା ପରିବର୍ତ୍ତନ କରିବ ।  ନା ଅଭିନନ୍ଦନଙ୍କ ସ୍ଥାନରେ ବାପା ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିବ ।  ସେପଟେ ଆଶାୟୀ ତାଲିକାରେ ଅଛନ୍ତି ଯଦୁମଣୀ ପାଣିଗ୍ରାହୀ । ନଭେମ୍ବର ୧୧ରେ ନୂଆପଡ଼ା ପାଇଁ ଭୋଟ ଓ ୧୪ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।  ଆସନ୍ତା ୧୩ରେ ନୂଆପଡା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ।

Tags: byeelectionnuapada
ShareTweetShareSend
Sanchar Live

Sanchar Live

Next Post
ଆଜିଠୁ ବିଜେଡିର ପଦଯାତ୍ରା

ଆଜିଠୁ ବିଜେଡିର ପଦଯାତ୍ରା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.