Sunday, September 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଇପିଏଲ ଆରମ୍ଭ ପୂର୍ବରୁ କେକେଆରକୁ ଶକ୍ତ ଝଟକା, ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଲେ ଉମରାନ ମଲିକ

Sanchar Live by Sanchar Live
March 17, 2025
in କ୍ରୀଡ଼ା
0
ଆଇପିଏଲ ଆରମ୍ଭ ପୂର୍ବରୁ କେକେଆରକୁ ଶକ୍ତ ଝଟକା, ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଲେ ଉମରାନ ମଲିକ

Oplus_131072

0
SHARES
39
VIEWS
FacebookTwitter

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ଆରମ୍ଭ ହେବାର ଠିକ୍ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସକୁ ବଡ ଝଟକା ଲାଗିଛି । ଦଳର ତାରକା ଦ୍ରୁତ ବୋଲର ଉମରାନ ମଲିକ ଆହତଜନିତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି । ତାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ କେକେଆର ଫ୍ରାଞ୍ଚାଇଜ ବାମହାତୀ ଦ୍ରୁତ ବୋଲର ଚେତନ ସକାରିୟାଙ୍କୁ ଦଳରେ ସାମିଲ କରିଛି । କେକେଆର ଖୋଦ୍ ଏହାର ସୂଚନା ଦେଇଛି ।

ଉମରାନ ମଲିକଙ୍କୁ କେକେଆର ୭୫ ଲକ୍ଷ ଟଙ୍କାରେ କିଣିଥିଲା । ଏହା ପୂର୍ବରୁ ଉମରାନ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲେ । ମାତ୍ର ହାଇଦ୍ରାବାଦ ତାଙ୍କୁ ରିଟେନ୍ କରିଥିଲା । ଏହା ପରେ ଉମରାନ ନିଲାମରେ ସାମିଲ ହୋଇଥିଲେ । ଉମରାନ କହିଥିଲେ ଯେ, କେକେଆର ଜର୍ସି ପିନ୍ଧିବା ପାଇଁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । କେକେଆର ଡିଫେଣ୍ଡିଂ ଚାମ୍ପିଅନ ଏବଂ ଏଥର ମଧ୍ୟ ଚାମ୍ପିଅନ ହେବା ଥୟ ।

ଉମରାନ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଡେବ୍ୟୁ ମଧ୍ୟ କରି ସାରିଛନ୍ତି ।

ଅନ୍ୟପଟେ ତାଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ ହୋଇଥିବା ଚେତନ ସକାରିୟା ମଧ୍ୟ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି । ସେ ଭାରତ ପାଇଁ ଗୋଟିଏ ଦିନିକିଆ ଓ ଦୁଇଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଆଇପିଏଲରେ ୧୯ ମ୍ୟାଚ୍ ଖେଳିବାର ତାଙ୍କ ଅନୁଭବ ରହିଛି । ଏହି ବାମହାତୀ ବୋଲରଙ୍କୁ କେକେଆର ୭୫ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରିଛି ।

ଆଇପିଏଲ୍ ୨୦୨୫ର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ କେକେଆର ଓ ଆରସିବି । ଏହି ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ । ଏଥର କେକେଆରର ଅଧିନାୟକ ଅଛନ୍ତି ଆଜିଙ୍କ୍ୟ ରାହାଣେ । ଏଥର ଦଳରେ କିଛି ନୂଆ ଖେଳାଳି ଅଛନ୍ତି ।

Tags: chetan sakariyaiplKkrumran mallik
ShareTweetShareSend
Sanchar Live

Sanchar Live

Next Post
ସୁନୀତାଙ୍କ ଫେରିବା ସମୟ ସ୍ପଷ୍ଟ କଲା ନାସା

ସୁନୀତାଙ୍କ ଫେରିବା ସମୟ ସ୍ପଷ୍ଟ କଲା ନାସା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୪୧ ବର୍ଷ ବୟସରେ ଦ୍ୱିତୀୟ ଥର ମାଆ ହେବେ ମାହିରା
  • ଫ୍ରୀଜ଼ରୁ ବାହାରୁଛି କି ପାଣି? ଜାଣିରଖ କଣ କରିବେ?
  • ଆସନ୍ତା ୧୭ ତାରିଖ ଯାଏଁ ବର୍ଷାରୁ ମିଳିବନି ତ୍ରାହି
  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.