Saturday, September 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ବ୍ୟାଟିଂ ଫ୍ଲପ୍, ୧୮୫ ରନରେ ଅଲ୍ଆଉଟ୍ ହେଲା ଭାରତ

Sanchar Live by Sanchar Live
January 3, 2025
in କ୍ରୀଡ଼ା
0
ବ୍ୟାଟିଂ ଫ୍ଲପ୍, ୧୮୫ ରନରେ ଅଲ୍ଆଉଟ୍ ହେଲା ଭାରତ
0
SHARES
8
VIEWS
FacebookTwitter

ସିଡନୀ : ବ୍ୟାଟିଂ ଫ୍ଲପ୍, ୧୮୫ ରନରେ ଅଲ୍ଆଉଟ୍ । ପଞ୍ଚମ ତଥା ଶେଷ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଭାରତ ୨ ଶହ ରନ ବି ପହଞ୍ଚି ପାରିଲା ନାହିଁ । ଅଷ୍ଟ୍ରେଲିଆ ବୋଲରଙ୍କ ଘାତକ ବୋଲିଂରେ କୌଣସି ଭାରତୀୟ ବ୍ୟାଟର ଭଲ ପ୍ରଦର୍ଶନ କରି ପାରି ନାହାନ୍ତି । ୱିକେଟ୍ କିପର ଋଷଭ ପନ୍ତ ସର୍ବାଧିକ ୪୦ ରନ୍ କରିଥିବା ବେଳେ ଜାଡେଜା ୨୬ ଏବଂ ମ୍ୟାଚରେ ଅଧିନାୟକତ୍ବ କରୁଥିବା ବୁମରା ୧୭ ବଲରୁ ୨୨ ରନ୍ ସ୍କୋର କରିଥିଲେ ।

ପରେ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ଆରମ୍ଭ କରି ଆଜିର ଖେଳ ଶେଷ ସୁଦ୍ଧା ୩ ଓଭରରେ ୯ ରନ୍ କରି ଗୋଟିଏ ୱିକେଟ୍ ହରାଇଛି । ଓପ୍ନର ଉସମାନ ଖ୍ବାଜା ୨ ରନ୍ କରି ବୁମରାଙ୍କ ବଲରେ ଆଉଟ୍ ହୋଇଛନ୍ତି ।

ଯଶସ୍ବୀ ଜୟସ୍ବାଲ ୧୦, କେଏଲ୍ ରାହୁଲ ୪ ଏବଂ ଏହି ଟେଷ୍ଟରେ ସୁଯୋଗ ପାଇଥିବା ଶୁବମନ ଗିଲ୍ ୨୦ ରନ୍ କରିଥିଲେ । ରୋହିତ ଶର୍ମାଙ୍କୁ ବାଦ୍ ଦେଇ ଗିଲଙ୍କୁ ନିଆଯାଇଥିଲା । ଅନ୍ୟପଟେ ପୁଣି ବିଫଳ ହୋଇଛନ୍ତି ବିରାଟ କୋହଲି । ଦୀର୍ଘ ସମୟ ଧରି ଧୈର୍ଯ୍ୟର ସହ ଖେଳିବା ପରେ ମାତ୍ର ୧୭ ରନ୍ କରି ବୋଲାଣ୍ଡଙ୍କ ବଲରେ ଆଉଟ୍ ହୋଇଥିଲେ । ଗତ ମ୍ୟାଚରେ ଶତକ କରିଥିବା ନୀତିଶ ରେଡ୍ଡୀ ଖାତା ଖୋଲି ପାରି ନାହାନ୍ତି ।

ଅଷ୍ଟ୍ରେଲିଆ ତରଫରୁ ବୋଲାଣ୍ଡ ୩୧ ରନରେ ୪ ଏବଂ ମିଚେଲ ଷ୍ଟାର୍କ ୪୯ ରନରେ ୩ଟି ୱିକେଟ୍ ନେଇଛନ୍ତି । ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଏବଂ ଲାୟନଙ୍କୁ ଗୋଟିଏ ୱିକେଟ୍ ମିଳିଛି ।

ଚଳିତ ୫ ଟେଷ୍ଟ ବିଶିଷ୍ଟ ସିରିଜରେ ଘରୋଇ ଅଷ୍ଟ୍ରେଲିଆ ଦଳ ୨-୧ରେ ଆଗୁଆ ଅଛି । ଏହି ମ୍ୟାଚ୍ ଜିତିଲେ ଭାରତୀୟ ଦଳ ସିରିଜ୍ ଡ୍ର ରଖି ସମ୍ମାନ ରକ୍ଷା କରି ପାରିବ ।

Tags: ausreliacricketindia
ShareTweetShareSend
Sanchar Live

Sanchar Live

Next Post
ଆଜି ବସିବ ଏ ବର୍ଷର ପ୍ରଥମ କ୍ୟାବିନେଟ୍ ବୈଠକ

ଆଜି ବସିବ ଏ ବର୍ଷର ପ୍ରଥମ କ୍ୟାବିନେଟ୍ ବୈଠକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.