Tag: IPL 2026

ରାଜସ୍ଥାନର ରୋମାଞ୍ଚକ ବିଜୟ, ୬ ରନରେ ହାରିଲା ଗୁଜୁରାଟ

ରାଜସ୍ଥାନର ରୋମାଞ୍ଚକ ବିଜୟ । ୬ ରନରେ ଜିତିଲା ରାଜସ୍ଥାନ ରୟାଲ୍ସ । ଗୁଜୁରାଟର ଦ୍ବିତୀୟ ପରାଜୟ । ସାଇ ସୁଦର୍ଶନଙ୍କ ଲଢ଼ୁଆ ଅର୍ଦ୍ଧଶତକ ଏବଂ ରସିଦଙ୍କ ...

Read more

ପ୍ରଥମ ବିଜୟ ଲକ୍ଷ୍ୟରେ GT, ସୂର୍ଯ୍ୟାବଂଶୀଙ୍କ ଉପରେ ରହିବ ନଜର…

ଆଜି ସନ୍ଧ୍ୟାରେ ଗୁଜରାଟ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ରାଜସ୍ଥାନକୁ ଭେଟିବ । ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଗୁଜରାଟ ବିଜୟ ଖାତା ଖୋଲିବା ପାଇଁ ତତ୍ପର ଥିବାରୁ ଆଜି ଶ୍ରେଷ୍ଠ ...

Read more

ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମୁକାବିଲା

ଚଳିତ ଆଇପିଏଲ୍‌ର ସପ୍ତମ ଲିଗ୍ ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ପରସ୍ପରକୁ ଭେଟିବେ । ୫ଥର ଚାମ୍ପିଅନ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିବାରୁ ଯଥା ସମ୍ଭବ ...

Read more

ଏହି କାରଣରୁ ଜରିମାନା ଦେବେ ଶ୍ରେୟସ

ପଞ୍ଜାବ କିଙ୍ଗସ୍ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ରୋମାଞ୍ଚକ ରହିଥିଲା । ପଞ୍ଜାବ ଶେଷ ଓଭରରେ ଗୁଜରାଟକୁ ପରାସ୍ତ କରିଥିଲା । ଶ୍ରେୟସ ଆୟର ...

Read more

ଆଜି ପନ୍ତ- ପଟେଲ ଲଢେଇ

ଚଳିତ ଆଇପିଏଲ୍‌ରେ ଆଜି ପଞ୍ଚମ ଲିଗ୍ ମୁକାବିଲା ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱାଧିନ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ...

Read more

ଆଜି ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମୁକାବିଲା

ଆଇପିଏଲ୍ ୨୦୨୬ (IPL 2026) ର ୪ର୍ଥ ମ୍ୟାଚରେ ଆଜି ଗୁଜରାଟ ଟାଇଟନ୍ସ (GT) ଏବଂ ପଞ୍ଜାବ କିଙ୍ଗସ୍ (PBKS) ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ରୋମାଞ୍ଚକର ମ୍ୟାଚ୍ ମାର୍ଚ୍ଚ ୩୧ ତାରିଖରେ ମୁଲ୍ଲାନ୍‌ପୁର ସ୍ଥିତ ମହାରାଜା ଯାଦବୀନ୍ଦ୍ର ...

Read more

ଆଜି MI କୁ ଭେଟିବ KKR

ଚଳିତ ଆଇପିଏଲ୍‌ରେ ଆଜି ୫ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ଗ୍ରାଉଣ୍ଡ୍‌ରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ସର୍ବଦା ପ୍ରାରମ୍ଭରୁ ମନ୍ଥର ଆରମ୍ଭ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ...

Read more

କୋଲକାତା କିଣିଲା ଦାମୀ ଖେଳାଳି, ଗ୍ରୀନ ୨୫.୨୦ ଏବଂ ପଥିରାନା ୧୮ କୋଟି…

ଆଜି ୨୦୨୫ରେ ଆବୁଧାବିରେ ଆଇପିଏଲ ୨୦୨୬ର ମିନି-ନିଲାମର ରୋମାଞ୍ଚ ଆରମ୍ଭ ହୋଇଯାଇଛି । କେବଳ ୭୭ଟି ସ୍ଲଟ୍ ପୂରଣ କରିବା ପାଇଁ ୧୦ଟି ଦଳ ମଇଦାନରେ ଅଛନ୍ତି ...

Read more
Page 6 of 7 1 5 6 7