Wednesday, August 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ଦେବ ଆନନ୍ଦଙ୍କ ପୁଅ ସୁନୀଲଙ୍କ ନିଧନ

Sanchar Live by Sanchar Live
July 28, 2026
in ମନୋରଞ୍ଜନ
0
ଦେବ ଆନନ୍ଦଙ୍କ ପୁଅ ସୁନୀଲଙ୍କ ନିଧନ
0
SHARES
111
VIEWS
FacebookTwitter

ବଲିଉଡର ଦିବଂଗତ ଅଭିନେତା ଦେବ ଆନନ୍ଦଙ୍କ ପୁଅ ସୁନୀଲ ଆନନ୍ଦଙ୍କ ନିଧନ ହୋଇଛି । ୭୦ ବର୍ଷ ବୟସରେ ଲଣ୍ଡନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସୁନୀଲ ଆନନ୍ଦ । ସୁନୀଲଙ୍କ ଭଉଣୀ ଦେବିନା ଆନନ୍ଦଙ୍କ ଝିଅ ଗିନି ନାରଙ୍ଗ ଏକ ବୟାନ ଜାରି କରି ମାମୁଁ ସୁନୀଲଙ୍କ ପରଲୋକ ବିଷୟରେ ସୂଚନା ଦେଇଛନ୍ତି ।

ସୁନୀଲଙ୍କ ଭାଣେଜୀ ଗିନି ନାରଙ୍ଗ ମାମୁଁଙ୍କ ପରଲୋକ ନେଇ ଏକ ବୟାନ ଜାରି କହିଛନ୍ତି, ଗଭୀର ଦୁଃଖ ସହିତ ନିଜ ପରିବାର ତରଫରୁ ସୁନୀଲ ଆନନ୍ଦଙ୍କ ନିଧନ ଖବର ସେୟାର କରୁଛି । ଲୋକଙ୍କ ଭଲପାଇବା, ଆଶୀର୍ବାଦ ଏବଂ ସହଯୋଗରୁ ଆମକୁ ବହୁତ ସ୍ବାନ୍ତନା ମିଳିବ । ଏଥିପାଇଁ ଆମେ ହ୍ଦୟରୁ କ୍ତଜ୍ଞତା ଜଣାଉଛୁ । ଆମେ ଅନୁରୋଧ କରୁ କି, ଏଭଳି ମୁହୂର୍ତ୍ତରେ ଆମକୁ କିଛ ସ୍ପେସ୍ ମିଳୁ ।

ସୁନୀଲ ଆନନ୍ଦଙ୍କ ପରଲୋକ ହାର୍ଟ ଆଟାକ ଯୋଗୁଁ ହୋଇଛି । ତାଙ୍କୁ ହାର୍ଟ ଆଟାକ ଆସିବା ଯୋଗୁଁ ଲଣ୍ଡନର ଏକ ହସପିଟାଲରେ ଭର୍ତ୍ତି କରାଯାଥିଲା । ଏଠାରେ ଆଜି (ଜୁଲାଇ ୨୮) ତାରିଖରେ ତାଙ୍କ ନିଧନ ହୋଇଛି । ୨୦୧୧ରେ ଦେବ ଆନନ୍ଦ ଲଣ୍ଡନର ଏକ ହସପିଟାଲରେ ଶେଷ ନିଶ୍ବାସ ନେଇଥିଲେ । ଆଉ ସେହି ହସପିଟାଲର ତାଙ୍କ ପୁଅ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ସୁନୀଲ ଆନନ୍ଦ ବଲିଉଡ ଫିଲ୍ମରେ କାମ କରିଛନ୍ତି । ଦେବ ଆନନ୍ଦ ୧୯୮୪ରେ ଏକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ, ଯାହାର ନାମ ଆନନ୍ଦ ଔର ଆନନ୍ଦ ଥିଲା । ଏଥରେ ସୁନୀଲ ସପୋର୍ଟିଂ ଅଭିନେତା ଭାବେ ନଜର ଆସିଥିଲେ । ଏହି ଫିଲ୍ମ ବେଶ୍ କିଛି ସଫଳତା ଆଣିପାରିନଥିଲା । ଏହାପରେ ସୁନୀଲ କାର୍ ଥିଫ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଥିଲେ । ଏଥିରେ ବିଜେତା ପଣ୍ଡିତ ସହିତ ନଜର ଆସିଥିଲେ ।

Tags: dev anandpassesawaySunil anand
ShareTweetShareSend
Sanchar Live

Sanchar Live

Next Post
ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଘୋଷଣା କଲେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି

ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଘୋଷଣା କଲେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଯଦି ଆପଣଙ୍କ ଗାଡିର ବୀମା ନାହିଁ, ତେବେ ତୁରନ୍ତ କରାଇ ନିଅନ୍ତୁ…
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ଚିତାଲାଗି ନୀତି
  • ଆଜିଠୁ ଲଘୁଚାପ: ପୁଣି ରାଜ୍ୟରେ ବଡ଼ ବର୍ଷା
  • ଆଜି ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଘରୁ ବାହାରିବା ପୂର୍ବରୁ ସତର୍କ ରୁହନ୍ତୁ….
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ଏକ୍ ଭାରତ ଓ ଶ୍ରେଷ୍ଠ ଭାରତ ସଂକଳ୍ପକୁ ସଫଳ କରିବା ଆମର ଲକ୍ଷ୍ୟ: ଜଗନ୍ନାଥ ପ୍ରଧାନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.