Monday, April 20, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଲକ୍ଷ୍ନୌ ଓ ହାଇଦ୍ରାବାଦ ମୁକାବିଲା, କିଏ ଜିତିବ?

Sanchar Live by Sanchar Live
April 5, 2026
in କ୍ରୀଡ଼ା
0
ଲକ୍ଷ୍ନୌ ଓ ହାଇଦ୍ରାବାଦ ମୁକାବିଲା, କିଏ ଜିତିବ?
0
SHARES
12
VIEWS
FacebookTwitter

ଆଜି ଅପରାହ୍ଣରେ ଲକ୍ଷ୍ନୌ ଓ ହାଇଦ୍ରାବାଦ ପରସ୍ପରକୁ ସାମ୍ନା କରିବେ । ପ୍ରଥମ ମ୍ୟାଚରେ ଦିଲ୍ଲୀ ଠାରୁ ପରାଜିତ ହୋଇଥିବା ଲକ୍ଷ୍ନୌ ଯଥା ସମ୍ଭବ ବିଜୟ ଖାତା ଖୋଲିବା ପାଇଁ ତତ୍ପର । ଇଶାନ କିଷନଙ୍କ ନେତୃତ୍ୱରେ ହାଇଦ୍ରାବାଦ ପ୍ରଭାବୀ ପ୍ରଦର୍ଶନ କରୁଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ଫଳରେ ଆଜି ଏହି ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ଲାଗି ରହିବ । ପ୍ରଥମ ମ୍ୟାଚ୍ରେ ବ୍ୟାଟିଂ କ୍ରମରେ ଅଦଳ ବଦଳକୁ ନେଇ ଲକ୍ଷ୍ନୌ ପରାଜିତ ହୋଇଥିବା ମତ ପ୍ରକାଶ ପାଇଛି । ମାତ୍ର ଏଥିରେ ପ୍ରଭାବିତ ନ ହେବା ପାଇଁ କୋଚିଂ ଟିମ୍ ରିଷଭ ପନ୍ତଙ୍କୁ ପରାମର୍ଶ ଦେଇଛି ।

ଦିଲ୍ଲୀ ବିପକ୍ଷ ପ୍ରଥମ ମ୍ୟାଚରେ ରିଷଭ ପନ୍ତ ଓପନ କରିଥିଲେ ଓ ଦୁର୍ଭାଗ୍ୟ ବଶତଃ ରନ ଆଉଟ୍ ହୋଇଥିଲେ । ତାଙ୍କ ନିଷ୍ପତ୍ତିକୁ ଗଣମାଧ୍ୟମରେ ପ୍ରବଳ ସମାଲୋଚନା କରାଯାଇଥିଲା । ପନ୍ତଙ୍କ ନିକଟରେ ଓପନ କରିବାର ଯଥେଷ୍ଟ ଦକ୍ଷତା ରହିଛି ଓ ପୂର୍ବରୁ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ରେ ଓପନ କରିସାରିଛନ୍ତି । ଗୋଟିଏ ରନ୍ ଆଉଟ୍ ପାଇଁ ତାଙ୍କୁ ସମାଲୋଚନା କରାଯିବା ଠିକ୍ ନୁହେଁ । ଏହି ସମାଲୋଚନାର ଚାପ ପନ୍ତଙ୍କୁ ପୁଣି ଥରେ ମଧ୍ୟ କ୍ରମକୁ ଟାଣି ନେବା ଆଶଙ୍କା ରହିଛି । ଗତ ସିଜନରେ ମିଚେଲ ମାର୍ଶ ଓ ଆଡେନ ମାରକ୍ରମ ଓପନ କରି ସଫଳ ହୋଇଥିଲେ । ମାରକ୍ରମ ଦକ୍ଷିଣ ଆଫ୍ରିକା ପକ୍ଷରୁ ଗତ ଟିଟ୍ୱେଣ୍ଟି ବିଶ୍ୱକପ୍ରେ ୩ନଂ ସ୍ଥାନରେ ବ୍ୟାଟିଂ କରୁଥିଲେ । ତେଣୁ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ଭୁଲ ନିଷ୍ପତ୍ତି ନୁହେଁ ।

ପ୍ରଥମ ମ୍ୟାଚରେ ବେଙ୍ଗାଲୁରୁ ଠାରୁ ପରାଜିତ ହେବା ପରେ ହାଇଦ୍ରାବାଦ ଦଳ ଲୟକୁ ଫେରିଛି ଓ କୋଲକାତାକୁ ହରାଇ ମନୋବଳ ଦୃଢ କରିଛି । ଆଜି ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବାରୁ ହାଇଦ୍ରାବାଦର ପଲ୍ଲା ଭାରି ରହିବା ଆଶା କରାଯାଉଛି । ଆଜି ହାଇଦ୍ରାବାଦ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । କେବଳ ଡେଭିଡ୍ ପେନଙ୍କ ସ୍ଥାନରେ ବ୍ରାଇଡନ କାର୍ସ ଏକାଦଶକୁ ଫେରି ପାରନ୍ତି । ମାତ୍ର ଏହା ପୂର୍ବରୁ ସେ ଫିଟ୍ନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରି । ଲକ୍ଷ୍ନୌ ଦଳରେ ପରିବର୍ତ୍ତନ ନିଶ୍ଚିତ । ପ୍ରଥମ ମ୍ୟାଚ ଖେଳି ନଥିବା ବିବାଦୀୟୂ ସ୍ପିନର ଦିଗବେଶ ରାଠି ଏକାଦଶକୁ ଫେରିବେ । ହାଇଦ୍ରାବାଦ ପିଚ୍ ବ୍ୟଟିଂ ପାଇଁ ଅନୁକୂଳ ରହିବ । ଅପରାହ୍ଣରେ ମ୍ୟାଚ ଖେଳାଯାଉଥିବାରୁ ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

Tags: IPL 2026Lsg vs srh
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ ଆଜି କଣ ରହିଛି ସୁନା ଦର

ଜାଣନ୍ତୁ ଆଜି କଣ ରହିଛି ସୁନା ଦର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
  • ଅକ୍ଷୟ ତୃତୀୟ ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ…
  • ୨୩ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି
  • କିଏ ଜିତିବ ଆଜିର ମ୍ୟାଚ? PBKS VS LSG…
  • ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.