Wednesday, August 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଲେ ରାହାଣେ

Sanchar Live by Sanchar Live
July 30, 2026
in କ୍ରୀଡ଼ା
0
ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଲେ ରାହାଣେ
0
SHARES
12
VIEWS
FacebookTwitter

ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ଟିମ୍ ଇଣ୍ଡିଆର ଖେଳାଳି ଅଜିଙ୍କ୍ୟ ରାହାଣେ । କ୍ରିକେଟକୁ ବାଏ ବାଏ କହିଥିବା ଅଜିଙ୍କ୍ୟ ଏକ ଭିଡିଓ ସେୟାର କରି ଏହାର ସୂଚନା ଦେଇଛନ୍ତି । ସେ କ୍ରିକେଟର ସମସ୍ତ ଫର୍ମାଟକୁ ବାଏବାଏ କରିଛନ୍ତି । ଏହାସହ ନିଜର ଅବସର ଘୋଷଣା କରିଛନ୍ତି । ବିଗତ କିଛି ବର୍ଷ ହେଲାଣି କୌଣସି ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିନାହାନ୍ତି । ଦୀର୍ଘଦିନରୁ ଟିମରୁ ବାଦ୍ ପଡ଼ିବା ପରେ ହଠାତ୍ ଅବସର ଘୋଷଣା କରିଛନ୍ତି ।

ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ରାହାଣେ ଅବସର ଘୋଷଣା କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହେବା ପରେ ଅଜିଙ୍କ୍ୟ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆଇପିଏଲରେ ଗତ ସିଜିନରେ ସେ କେକେଆର ଦଳର ଅଧିନାୟକ ରହିଥିଲେ । କିନ୍ତୁ ଏବେ ସେ ଆଇପିଏଲ ମଧ୍ୟ ଖେଳିବେ ନାହିଁ । ସେ ସମସ୍ତ ଫର୍ମାଟରୁ ଅବସର ନେଇଥିବା ଭିଡିଓ ପୋଷ୍ଟ୍ କରି କହିଛନ୍ତି ।

ଭିଡିଓରେ ୩୮ ବର୍ଷୀୟ ଅଜିଙ୍କ୍ୟ କହିଛନ୍ତି ଯେ, କ୍ୟାପ୍ ନମ୍ବର ୨୭୮ । ଏବେ ଏଠାରେ ବିରାମ । ବର୍ଷବର୍ଷ ଧରି ତାଙ୍କୁ ଭଲ ପାଇବା ମିଳିଛି । ସମସ୍ତଙ୍କୁ ଧନ୍ୟବାଦ । କ୍ରିକେଟ ସହ ଜଡିତ ସମସ୍ତ ବ୍ୟକ୍ତି ତଥା ଫ୍ୟାନ୍ସଙ୍କୁ ଧନ୍ୟବାଦ । ଭିଡିଓ ପୋଷ୍ଟରେ ଭାବୁକ ନଜର ଆସିଛନ୍ତି ।

ଭାରତୀୟ ଦଳରେ ଅଜିଙ୍କ୍ୟ ରାହାଣେ ୨୦୧୩ରେ ଡେବ୍ୟୁ କରିବା ପରେ ୨୦୨୪ ଯାଏଁ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେ ୮୫ ମ୍ୟାଚ୍ ଖେଳି ୫୦୭୭ ରନ୍ କରିଛନ୍ତି । ଏଥିରେ ୧୨ ଶତକ ଏବଂ ୨୬ ଅର୍ଦ୍ଧଶତକ ରହିଛି । ଦିନିକିଆରେ ୯୦ଟିମ ୟାଚ ଖେଳି ୨୯୬୨ ରନ୍ କରିଛନ୍ତି । ଦିନିକିଆରେ ୩ଟି ଶତକ ଏବଂ ୨୪ ଅର୍ଦ୍ଧଶତକ ରହିଛି । ଟେଷ୍ଟ୍ କ୍ରିକେଟରେ ୬ଟି ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି । ଏହି ସବୁ ମ୍ୟାଚରୁ ଭାରତ ୪ଟିରେ ବିଜୟୀ ହୋଇଛି । ଦୁଇଟି ମ୍ୟାଚ୍ ଡ୍ର ରହିଛି । ଦିନିକିଆରେ ସେ ତିନୋଟି ମ୍ୟାଚରେ ନେତୃତ୍ୱ ନେଉଥିବା ବେଳେ ସବୁଥିରେ ଦଳ ଜିତିଛି । ଟି୨୦ରେ ମାତ୍ର ୨୦ଟି ମ୍ୟାଚ ଖେଳିଛନ୍ତି । ମୋଟ୍ ସେ ୮୪୧୪ ରନ୍ କରିଥିବା ବେଳେ ଆଭରେଜ୍ ହେଉଛି ୩୫.୯୫ ।

Tags: ajinkya rahaneretairment
ShareTweetShareSend
Sanchar Live

Sanchar Live

Next Post
ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଦିନ ସ୍କୁଲ ବନ୍ଦ

ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଦିନ ସ୍କୁଲ ବନ୍ଦ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଯଦି ଆପଣଙ୍କ ଗାଡିର ବୀମା ନାହିଁ, ତେବେ ତୁରନ୍ତ କରାଇ ନିଅନ୍ତୁ…
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ଚିତାଲାଗି ନୀତି
  • ଆଜିଠୁ ଲଘୁଚାପ: ପୁଣି ରାଜ୍ୟରେ ବଡ଼ ବର୍ଷା
  • ଆଜି ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଘରୁ ବାହାରିବା ପୂର୍ବରୁ ସତର୍କ ରୁହନ୍ତୁ….
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ଏକ୍ ଭାରତ ଓ ଶ୍ରେଷ୍ଠ ଭାରତ ସଂକଳ୍ପକୁ ସଫଳ କରିବା ଆମର ଲକ୍ଷ୍ୟ: ଜଗନ୍ନାଥ ପ୍ରଧାନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.