Saturday, September 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଦୂର ହେବ କି ଆଳୁ ସଙ୍କଟ ? ଦିଦିଙ୍କୁ ବୁଝାଇବାକୁ ଗଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ

Sanchar Live by Sanchar Live
August 9, 2024
in ଓଡିଶା
0
ପୁଣି ଡରାଇଲାଣି ଆଳୁ ଦର
0
SHARES
22
VIEWS
FacebookTwitter

ସଂଚାର ବ୍ୟୁରୋ: ରାଜ୍ୟରେ ତିନି ସପ୍ତାହ ହେଲା ଆଳୁ ସଙ୍କଟ ଲାଗି ରହିଛି । ରାଜ୍ୟ ସରକାର ଏହାର ସମାଧାନ କରିପାରିନାହାନ୍ତି । ନା ମାର୍କେଟରେ ପର୍ଯ୍ଯାପ୍ତ ଆଳୁ ମିଳୁଛି ନା ଠିକ୍ ରେଟରେ ମିଳୁଛି । କେଉଁ ଜିଲ୍ଲାରେ ଆଳୁ କିଲୋ ପିଛା ୫୦ ଟଙ୍କାରେ ବିକ୍ରି ହେଉଛି ତ କେଉଁଠି ଦର ୮୦ ପାର କରିଯାଇଛି । ଏହାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ସେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଓଡ଼ିଶାକୁ ଆଳୁ ପଠାଇବା ନେଇ ଆଲୋଚନା କରିବେ ବୋଲି କହିଛନ୍ତି ।

ଜଗୁନି କହିଛନ୍ତି- ଖୁବ୍ ଶୀଘ୍ର ଆଳୁ ସଂକଟ ଦୂର ହେବ । ରାଜ୍ୟ ସରକାର ଓ ପଶ୍ଚିମବଙ୍ଗ ସରକାର ଭିତରେ ସମନ୍ବୟ ରଖି ବ୍ୟବସାୟ କରିବା ସହ ମନୋମାଳିନ୍ଯ ଦୂର କରି ପୁଣି କାରବାର କରିବାକୁ କଥା ହେବି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ବହୁତ ଭଲ ପାଆନ୍ତି । ଖୁବ୍ ଶୀଘ୍ର ଚନ୍ଦ୍ରମୁଖୀ ଆଳୁ ଓଡ଼ିଶାରେ ପହଞ୍ଚିବ ।

Tags: odishapotatatoes
ShareTweetShareSend
Sanchar Live

Sanchar Live

Next Post
ଇପ୍‌ସା ତ୍ରିପାଠୀଙ୍କ ପ୍ରଥମ ଇଂରାଜି କବିତା ଉନ୍ମୋଚିତ

ଇପ୍‌ସା ତ୍ରିପାଠୀଙ୍କ ପ୍ରଥମ ଇଂରାଜି କବିତା ଉନ୍ମୋଚିତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.