Thursday, August 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ତିନି ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

Sanchar Live by Sanchar Live
November 14, 2024
in ଓଡିଶା
0
ତିନି ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
0
SHARES
10
VIEWS
FacebookTwitter

ଭୁବନେଶ୍ଵର: ତିନି ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ୨୦୨୦, ୨୦୨୧ ଏବଂ ୨୦୨୨ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ୨୦୨୦ ପାଇଁ ‘ସହୀଦ ରଘୁ ଦିବାକର, ୨୦୨୧ ପାଇଁ ଯୁଗ୍ମ ଭାବେ ‘ପ୍ରତୀକ୍ଷା’ ଓ ‘ଡାଲଚିନି’ , ୨୦୨୨ ପାଇଁ ‘ଦମନ’ ଶ୍ରେଷ୍ଠ ଚଳଚ୍ଚିତ୍ର । ସେହିପରି ୨୦୨୦ ପାଇଁ ଦେବାଶିଷ ଓ ଅମ୍ଳାନ ଯୁଗ୍ମ ଭାବେ ଶ୍ରେଷ୍ଠ ମୁଖ୍ୟ ଅଭିନେତା, ୨୦୨୧ ପାଇଁ ଅଙ୍କିତ ଓ ଦ୍ବୀପନ୍ବିତ ଯୁଗ୍ମ ଭାବେ ଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବେ ବିବେଚିତ ହୋଇଛନ୍ତି । ୨୦୨୨ରେ ବାବୁସାନ ମହାନ୍ତି ଶ୍ରେଷ୍ଠ ନାୟକ ଓ ଜୀବନ ବ୍ୟାପୀ ସାଧନା ପାଇଁ ୩ ଜଣଙ୍କୁ ମୋହନସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯିବ ।

୨୦ ର ଜୀବନ ବ୍ୟାପି ସାଧନା ସମ୍ମାନ ବା ଲାଇଫ ଟାଇମ ଆଚିଭ୍ ମେଣ୍ଟ ଆୱାର୍ଡ ପାଇବେ ଲେଖକ, ନିର୍ଦ୍ଦେଶକ ଅନନ୍ତ ମହାପାତ୍ର, ୨୧ ପାଇଁ ଜୀବନ ବ୍ୟାପି ସାଧନା ସମାନ ପାଇବେ ଶ୍ରୀନିବାସ ମହାପାତ୍ର । ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲ ପାଇବେ ଜୀବନ ବ୍ୟାପୀ ସାଧନା ସମ୍ମାନ ।

ସେହିପରି ୨୦୨୦ରେ ରଘୁ ସର୍ଦ୍ଦାର ଫିଲ୍ମ ପାଇଁ ଦେବାଶିଷ ପାତ୍ର, ୨୦୨୧ରେ ଡାଲଚିନ ପାଇଁ ଅଙ୍କିତ କୁମାର ଓ ଚଳଚ୍ଚିତ୍ର ପ୍ରତୀକ୍ଷା ପାଇଁ ଦୀପନ୍ଵିତ ଦାସ ମହାପାତ୍ର ଶ୍ରେଷ୍ଠ ନାୟକ ସମ୍ମାନରେ ସମ୍ମାନିତ ହେବେ । ୨୦୨୨ ଦମନ ଫିଲ୍ମ ପାଇଁ ବାବୁସାନ ମହାନ୍ତି ଶ୍ରେଷ୍ଠ ନାୟକ ବିବେଚିତ ହୋଇଛନ୍ତି ।

ପୁରସ୍କାର ରାଶି ଭାବେ ୫ ଲକ୍ଷ ଟଙ୍କା, ମାନପତ୍ର, ଟ୍ରଫି ଓ ଉପଢୌକନ ପ୍ରଦାନ କରାଯିବ । ଶେଷ ଥର ୨୦୨୨ରେ ରାଜ୍ୟର ଏହି ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିଲା । ପୁରସ୍କାର ରାଶି ଭାବେ ୨ ଲକ୍ଷ ଟଙ୍କା ମିଳିଥିଲା, ଯାହା ଏବେ ୫ ଲକ୍ଷକୁ ବୃଦ୍ଧି ପାଇଛି । ପ୍ରତି ବର୍ଷ ରାଜ୍ୟ ସଂସ୍କୃତି ଓ ସାହିତ୍ୟ ବିଭାଗ ତରଫରୁ ଏହି ପୁରସ୍କାର ଘୋଷଣା କରାଯାଏ ।

Tags: Film awardodisha
ShareTweetShareSend
Sanchar Live

Sanchar Live

Next Post
ଟଙ୍କାଏ ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ଟଙ୍କାଏ ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଘରଭଡା ଦେଖିବାକୁ ଯାଉଥିଲେ ପଢନ୍ତୁ….
  • ଆନ୍ତର୍ଜାତୀୟ ବେଶ୍ୟାବୃତ୍ତି ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ଲୋଲା ଗିରଫ
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
  • ନିକିତା ରାୱଲଙ୍କ ଏହି ଭିଡିଓ ଭାଇରାଲ
  • ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୫ ଅଟକ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.