Wednesday, July 29, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବଢ଼ୁଛି ବନ୍ୟା ଆଶଙ୍କା: ଉବୁଟୁବୁ ଉତ୍ତର ଓଡ଼ିଶା

Sanchar Live by Sanchar Live
July 29, 2026
in ଓଡିଶା
0
ବଢ଼ୁଛି ବନ୍ୟା ଆଶଙ୍କା: ଉବୁଟୁବୁ ଉତ୍ତର ଓଡ଼ିଶା
0
SHARES
8
VIEWS
FacebookTwitter

ଫୁଲୁଛି ନଦୀ, ବଢ଼ୁଛି ବନ୍ୟା ଆଶଙ୍କା । ଉବୁଟୁବୁ ଉତ୍ତର ଓଡ଼ିଶା । ଉଛୁଳୁଛି ବୈତରଣୀ, ବୁଢାବଳଙ୍ଗ, ସାଳନ୍ଦୀ ଓ ଜଳକା । ବାଲେଶ୍ବର, ଭଦ୍ରକ, ଯାଜପୁର , ମୟୂରଭଞ୍ଜ ଓ କେନ୍ଦୁଝରର ଅନେକ ଅଞ୍ଚଳରେ ଜଳମଗ୍ନ ହୋଇଛି । ବୈତରଣୀରେ ଦ୍ୱିତୀୟ ବନ୍ୟା । ନଦୀରେ ପାଣି ବଢ଼ୁଥୁବାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଲଗ ପଞ୍ଚାୟତର ବୋଡ଼କ ଠାରେ କୂଳ ଲଙ୍ଘିଛି ବୈତରଣୀ । ସାଠିବାଙ୍କୁଡ଼ା ଠାରୁ ବୋଡ଼କ ରାସ୍ତାରେ ତିନୋଟି ସ୍ଥାନରେ ଦୁଇ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଆରଡ଼ିରୁ କଟକ, ଯାଜପୁର, ଭୁବନେଶ୍ଵରକୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଯାଜପୁର , କୋରେଇ ଓ ଦଶରଥପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ । ଦଶରଥପୁର ବ୍ଲକ ଜୟନ୍ତରାରେ ସୁଇଚ ଗେଟ ପାଇଁ ନିର୍ମାଣଧୀନ ବନ୍ଧ ଗତକାଲି ରାତିରେ ଭାଙ୍ଗିଯାଇ ଅନେକ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଛି । ମାଲାନ୍ଦପୁରରେ ପାଣି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଯାଜପୁର-ଛତାଵର ରାସ୍ତାର ପଣସା ନିକଟରେ ଚାଲିଛି ୩ଫୁଟର ପାଣି । ଫଳରେ ଯାଜପୁର ଭଦ୍ରକ ଯୋଗାଯୋଗ ବିଛିନ୍ନ ହୋଇଛି । ଦଶରଥପୁର ବ୍ଳକର ୧୦ଟି ପଂଚାୟତର ୫୦ରୁ ଉର୍ଦ୍ଧ୍ବ ପଂଚାୟତରେ ବନ୍ୟାଜଳ ପ୍ରବେଶ କରିଛି। ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ । ନଦୀକୂଳିଆ ଲୋକେ ଏହି ବନ୍ୟା କୁ ନେଇ ଭୟଭୀତ ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନଦୀ କୂଳିଆ ଅଞ୍ଚଳରେ ମାଇକିଙ୍ଗ କରାଯିବା ସହ ତଳିଆ ଅଞ୍ଚଳବାସୀଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ଲଗାଣ ବର୍ଷା ପାଇଁ ଯାଜପୁର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ଆଜି ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।ବନ୍ୟା ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି ଜିଲ୍ଲାପାଳ କହିଛନ୍ତି । ବନ୍ୟା ମୁକାବିଲା ପାଇଁ ବରିଷ୍ଠ ଆଏସ ତଥା ପୂର୍ବତନ ଜିଲ୍ଲାପାଳ ପି ଅନ୍ୱେସା ଯାଜପୁର ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।

ସେହିପରି ଜଗତସିଂହପୁର ଜିଲ୍ଲାରେ ଲଗାଣ ବର୍ଷା ଜାରି । ବର୍ଷା ପାଣିରେ ବୁଡ଼ି ରହିଛି ହଜାର ହେକ୍ଟର ଚାଷ ଜମି । ଚାଷ ଜମି ଜଳମଗ୍ନ ଥିବା ବେଳେ ତଳି ଶଢ଼ିବାରେ ଲାଗିଲାଣି । ଫଳରେ ଚାଷ କାର୍ଯ୍ଯ ବିଳମ୍ବ ହେବା ସହ ଏକ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ ମହାନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଗାଁରେ ପଶିଥିଲା ବନ୍ୟା ପାଣି । ରାତିଅଧରେ ପାଣି ମାଡି ଆସିବା ଫଳରେ ଲୋକମାନେ ଜୀଵନ ବଞ୍ଚାଇବା ପାଇଁ ଘର ଦ୍ୱାର ଛାଡି ଉଚ୍ଚ ସ୍ଥାନ କୁ ଦୌଡ଼ି ଥିଲେ। ପାଣିରେ ଭାସିଥିଲେ ଘରର ସମସ୍ତ ଆସବାବପତ୍ର । ପିଲାଛୁଆ ଧରି ଜଳବନ୍ଦୀ ହୋଇ ରହିଛନ୍ତି ଗାଁଲୋକ।

 

Tags: floododisha
ShareTweetShareSend
Sanchar Live

Sanchar Live

Next Post
କଲେଜ ପିଲା ପଢ଼ିବେ ସେୟାର ମାର୍କେଟ୍‌ ପାଠ

କଲେଜ ପିଲା ପଢ଼ିବେ ସେୟାର ମାର୍କେଟ୍‌ ପାଠ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବୈତରଣୀରେ ବଡ଼ ବନ୍ୟା ପ୍ରଭାବ: ବୁଡିଛି ୨୦ରୁ ଅଧିକ ଗାଁ
  • ଦିଲ୍ଲୀ ଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ, ଏଣିକି ମହିଳାଙ୍କୁ ମିଳିବ ୨୫ ଶହ ଟଙ୍କା
  • କଲେଜ ପିଲା ପଢ଼ିବେ ସେୟାର ମାର୍କେଟ୍‌ ପାଠ
  • ବଢ଼ୁଛି ବନ୍ୟା ଆଶଙ୍କା: ଉବୁଟୁବୁ ଉତ୍ତର ଓଡ଼ିଶା
  • ଆଜି ୫ ଘଣ୍ଟା ଜଗା ଦର୍ଶନ ବନ୍ଦ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.