Friday, April 24, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଦେଢ଼ ଲକ୍ଷ ଟଙ୍କା ନେଇ ବ୍ୟାଙ୍କ କର୍ମଚାରୀ ଫେରାର

Sanchar Live by Sanchar Live
February 22, 2025
in ଅପରାଧ
0
ଦେଢ଼ ଲକ୍ଷ ଟଙ୍କା ନେଇ ବ୍ୟାଙ୍କ କର୍ମଚାରୀ ଫେରାର
0
SHARES
7
VIEWS
FacebookTwitter

ଭୁବନେଶ୍ୱର: ଦେଢ଼ ଲକ୍ଷ ଟଙ୍କା ନେଇ ବ୍ୟାଙ୍କ କର୍ମଚାରୀ ଫେରାର। ନେଇଗଲେ ଦେଢ ଲକ୍ଷ ଟଙ୍କା ସହ ସିସିଟିଭି ହାର୍ଡ ଡିସ୍କ ,ଲାପଟପ ଓ ପ୍ରିଣ୍ଟର। ପୁଲିସ ତଦନ୍ତ ପରେ ମିଳିଲା ଲାପଟପ, ପ୍ରିଣ୍ଟର, ଓ ହାର୍ଡ ଡିସ୍କ। ଗଞ୍ଜାମ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ଲଙ୍ଗଳେଶ୍ୱର ଗ୍ରାମରେ ଏମିତି ଏକ ଘଟଣା ଘଟିଛି ।  ଦୀର୍ଘଦିନ ହେଲା ଲଙ୍ଗଳେଶ୍ୱର ଷ୍ଟେଟ ବ୍ୟାଙ୍କ ଶାଖା ଅଧିନରେ ଏକ ମିନି ଷ୍ଟେଟ ବ୍ୟାଙ୍କକୁ ଚଳାଇ ଆସୁଥିଲେ ଶିବରାମ ପ୍ରଧାନ । ତାଙ୍କୁ ସହଯୋଗ ପାଇଁ ବ୍ୟାଙ୍କରେ ସେ ଆଉ ଜଣେ କର୍ମଚାରୀଙ୍କୁ ରଖିଥିଲେ ।  ତେବେ ଗତ ଫେବ୍ରୁଆରୀ ୧୯ରେ ମିନି ବ୍ୟାଙ୍କରୁ ଚୋରୀ ହୋଇଥିବା ଭେଜିପୁଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ଶିବରାମ। ତେବେ ଚୋରୀ କରିଥିବା ବ୍ୟକ୍ତି ଜଣକ ବ୍ୟାଙ୍କର ଆଉ ଏକ କର୍ମଚାରୀ ବୋଲି ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଥିଲା । ଖଲ୍ଲିକୋଟ ଥାନା ପୋଲିସ ବାଲୁଗାଁର ଏକ ବନ୍ଦ ଘରୁ ଚୋରୀ ଲାପଟପ, ପ୍ରିଣ୍ଟର ଓ ହାର୍ଡଡିସ୍କ ଜବତ କରିଛି । ହେଲେ ଉକ୍ତ କର୍ମଚାରୀ ଦେଢ ଲକ୍ଷ ଟଙ୍କା ନେଇ ଫେରାର ଅଛନ୍ତି ।

Tags: crimeganjamkhalikoteloot
ShareTweetShareSend
Sanchar Live

Sanchar Live

Next Post
୫୦ କୋଟି ଟଙ୍କାର ଗଞ୍ଜେଇ ଜବତ

୫୦ କୋଟି ଟଙ୍କାର ଗଞ୍ଜେଇ ଜବତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳ ବଦଳ
  • କମିଲା ସୁନା ଦର, ଜାଣନ୍ତୁ ଆଜିର ଦାମ
  • କେବେ ମଇଦାନକୁ ଫେରିବେ ଧୋନି?
  • ଆଦିବାସୀ ଯୁବତୀଙ୍କ କରୁଣ କାହାଣୀ, ଉଦ୍ଧାର କରିବାକୁ ନିବେଦନ
  • ପଶ୍ଚିମବଙ୍ଗରୁ ହଟୁଛନ୍ତି ‘ଦିଦି’, ଆସୁଛି ବିଜେପି: ଶାହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.