Sunday, April 19, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଭାରତୀୟ ନୌସେନାରେ ସାମିଲ ହେଲା ଆଧୁନିକ ଜାହାଜ ତାରାଗିରି

Sanchar Live by Sanchar Live
April 3, 2026
in ଭାରତ
0
ଭାରତୀୟ ନୌସେନାରେ ସାମିଲ ହେଲା ଆଧୁନିକ ଜାହାଜ ତାରାଗିରି
0
SHARES
15
VIEWS
FacebookTwitter

ଭାରତୀୟ ନୌସେନାରେ ସାମିଲ ହେଲା ଆଧୁନିକ ଜାହାଜ ତାରାଗିରି । ବିଶାଖାପାଟଣାରେ ଭବ୍ୟ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ନୌସେନାରେ ତାରାଗିରିକୁ ସାମିଲ କରିଛନ୍ତି । ସଂପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଏହାକୁ ନିର୍ମାଣ କରାଯାଇଛି ।

ଆଇଏନଏସ ତାରାଗିରି ଏକ ସ୍ବଦେଶୀ ଯୁଦ୍ଧପୋତ । ପ୍ରୋଜେକ୍ଟ ୧୭-ଏ ଅଧୀନରେ ନିର୍ମିତ ଏହି ୬ହଜାର ୬୭୦ ଟନର ବିଶାଳ ଯୁଦ୍ଧଜାହାଜଟି ସମ୍ପୂର୍ଣ୍ଣ ଭାବେ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ଏକ ଉଦାହରଣ । ମୁମ୍ବାଇର ମାଝଗାଓଁ ଡକ୍ ଶିପ୍ ବିଲ୍ଡର୍ସ ଦ୍ୱାରା ନିର୍ମିତ ଏହି ଜାହାଜର ପ୍ରାୟ ୭୫ ପ୍ରତିଶତ ଅଂଶ ଓ ଯନ୍ତ୍ରପାତି ଭାରତରେ ନିର୍ମାଣ ହୋଇଛି । ତାରାଗିରି ଏଭଳି ଭାବେ ଡିଜାଇନ୍ ହୋଇଛି ଯେ, ଶତ୍ରୁ ପକ୍ଷର ରାଡାର୍ ଏହାକୁ ସହଜରେ ଧରିପାରିବେ ନାହିଁ ।

ଏଥିରେ ଶବ୍ଦଠାରୁ ଦ୍ରୁତ ଗତିରେ ଯାଉଥିବା ମିସାଇଲ୍, ଆକାଶ ମାର୍ଗକୁ ଲକ୍ଷ୍ୟ ଭେଦ କରୁଥିବା ମିସାଇଲ୍ ଏବଂ ବୁଡ଼ାଜାହାଜକୁ ଧ୍ୱଂସ କରିବା ଭଳି ଅତ୍ୟାଧୁନିକ ଅସ୍ତ୍ର ରହିଛି । ଏହା କେବଳ ଯୁଦ୍ଧ ପାଇଁ ନୁହେଁ, ବରଂ ସମୁଦ୍ରରେ ବିପତ୍ତି ସମୟରେ ମାନବୀୟ ସହାୟତା ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ । ସ୍ବଦେଶୀ ନିର୍ମିତ ଏବଂ ଭାରତୀୟଙ୍କ ଦ୍ୱାରା ପରିଚାଳିତ ତାରାଗିରି ଜାହାଜ ଆଗାମୀ ଦିନରେ ସାମୁଦ୍ରିକ ସୀମାକୁ ସୁରକ୍ଷିତ ରଖିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ ।

Tags: Indian navyTaragiri
ShareTweetShareSend
Sanchar Live

Sanchar Live

Next Post
ତାନ୍ତ୍ରିକ ତନ୍ତ୍ରରେ ସିଦ୍ଧିପ୍ରାପ୍ତ ପାଇଁ କାଟିଦେଲେ ଜିଭ

ତାନ୍ତ୍ରିକ ତନ୍ତ୍ରରେ ସିଦ୍ଧିପ୍ରାପ୍ତ ପାଇଁ କାଟିଦେଲେ ଜିଭ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
  • ଅକ୍ଷୟ ତୃତୀୟ ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ…
  • ୨୩ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି
  • କିଏ ଜିତିବ ଆଜିର ମ୍ୟାଚ? PBKS VS LSG…
  • ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.