Sunday, April 19, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Sanchar Live by Sanchar Live
September 12, 2025
in ଜୀବନ ଶୈଳୀ
0
ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ
0
SHARES
91
VIEWS
FacebookTwitter

ମେଷ:- ଚାକିରିଜୀବୀଙ୍କ ଲାଗି ଦିନଟି ଲାଭକାରୀ ରହିବ । ଆପଣଙ୍କ ଭଲ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ । ବେପାରରେ ଉନ୍ନତ ହେବ । ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବାର ମଉକା ପାଇବେ ।

ବୃଷ:- ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସମାରୋହକୁ ଯାଇପାରନ୍ତି । ଚାକିରି କରିବା ପାଇଁ ନୂଆ ଅବସର ପାଇବେ । ପ୍ରେମ ସମ୍ବନ୍ଧ ମଧୁର ହେବ ।

ମିଥୁନ:- ପରିଶ୍ରମ, ଧୈର୍ଯ୍ୟ ଓ ବୁଦ୍ଧିବଳରେ କାମକୁ କରିନେବେ । ଚୁକ୍ତିବଦ୍ଧ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି । ଆପଣଙ୍କ ଠାରୁ ବଡ଼ ଓ ଅନୁଭବୀଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ ଭଲ ହେବ ।

କର୍କଟ:- ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ । ସ୍ବାସ୍ଥ୍ୟ ସଂପୂର୍ଣ୍ଣରୂପେ ଆପଣଙ୍କୁ ସାଥ୍ ଦେବ । ସନ୍ଧ୍ୟାରେ ଜୀବନସାଥୀ ସହିତ ବାହାରକୁ ବୁଲିଯିବା ଏବଂ ଭୋଜନ କରିବାରେ ଆପଣଙ୍କୁ ଶାନ୍ତି ମିଳିବ ।

ସିଂହ:- ପୁରୁଣା କଥାକୁ ନେଇ ଅଧିକ ଭାବନ୍ତୁ ନାହିଁ । ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସାମାଜିକ ସ୍ତରରେ ବହୁତ ସକ୍ରିୟ ରହିବେ । ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବେ ।

କନ୍ୟା:- ଶାନ୍ତିରେ କାମକୁ ସମାପ୍ତ କରିବାରେ ଚେଷ୍ଟା କରିବେ । ଅନ୍ୟମାନଙ୍କ ଭାବନାକୁ ବୁଝିବାରେ ସଫଳ ହେବେ । ଆପଣଙ୍କ ସନ୍ତାନର ଉନ୍ନତି ଯୋଗୁଁ ଖୁସି ହେବେ । ଭାଷାରେ ମଧୁରତା ରଖନ୍ତୁ ଆପଣଙ୍କ ଲାଗି ଭଲ ହେବ ।

ତୁଳା:- ଆର୍ଥିକରୂପେ ବନ୍ଧୁ ଠାରୁ ସାହାଯ୍ୟ ପାଇବେ । ଜୀବନରେ ଆଗକୁ ବଢ଼ିବେ । ଉଚିତ ଭୋଜନ ଉପରେ ଧ୍ୟାନ ଦିଅନ୍ତୁ । କ୍ୟାରିୟରରେ ଆପଣଙ୍କ ଗୁରୁଙ୍କର ସହଯୋଗ ପାଇବେ ।

ବିଛା:- ଜୀବନସାଥୀଙ୍କ ଭଲ ପରାମର୍ଶରେ ଉପାର୍ଜନ ଲାଗି ନୂଆ ମାର୍ଗ ପାଇବେ । ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ବନ୍ଧୁ ସହିତ କୌଣସି କଥା ଉପରେ ବିଚାର ବିମର୍ଶ କରିବେ ।

ଧନୁ:- ଘର ପରିବାରରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ ହେବ । ମେଡ଼ିକାଲ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ । କଳା ଛାତ୍ରଛାତ୍ରୀ ପରିଶ୍ରମର ସୁଫଳ ପାଇବେ ।

ମକର:- ଅଫିସରେ ସମସ୍ତଙ୍କ ସହିତ ଭଲ ସଂପର୍କ ରହିବ । ସାମାଜିକ ଗତିବିଧିରେ ଯୋଗଦାନ ଦେବେ । ବନ୍ଧୁ ସହିତ ବାହାରକୁ ବୁଲି ଯିବେ । ଗାଡ଼ି କିଣିବା ପାଇଁ ବାପାଙ୍କ ସହିତ କଥା ହେବେ ।

କୁମ୍ଭ:- ସଠିକ୍ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆଣିବାର ସଫଳ ହେବେ । ସାମାଜିକ ସ୍ତରରେ ଲୋକଙ୍କ ସାହାଯ୍ୟ ମିଳିବା ହେତୁ ଆଗକୁ ବଢ଼ିବେ । ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ଯୋଜନା କରିବେ ।

ମୀନ:- ବେପାରରେ କ୍ଷେତ୍ରରେ ଟିକେ ବାଧା ପରେ ଲାଭ ପାଇବେ । କ୍ୟାରିୟରରେ ବଡ଼ ସଫଳତା ହାସଲ କରିବେ । ସାମାଜିକ ପରିସର ଓ ସମ୍ମାନରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ

ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
  • ଅକ୍ଷୟ ତୃତୀୟ ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ…
  • ୨୩ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି
  • କିଏ ଜିତିବ ଆଜିର ମ୍ୟାଚ? PBKS VS LSG…
  • ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.