Thursday, July 2, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଦୈନିକ ରାଶିଫଳ: ଆଜି ଏହି ରାଶିର ଲୋକଙ୍କୁ କିଛି ବଡ଼ ଦାୟିତ୍ୱ ମିଳିପାରେ

Sanchar Live by Sanchar Live
January 11, 2025
in ଜୀବନ ଶୈଳୀ
0
ଦୈନିକ ରାଶିଫଳ: ଆଜି ଏହି ରାଶିର ଲୋକଙ୍କୁ କିଛି ବଡ଼ ଦାୟିତ୍ୱ ମିଳିପାରେ
0
SHARES
29
VIEWS
FacebookTwitter

ମେଷ : ଆପଣଙ୍କ ଟାଣ ଓ ରୋକ୍‌ଠୋକ୍‌ କଥା ବନ୍ଧୁଙ୍କ ଭାବନାକୁ ବଦଳେଇ ଦେଇପାରେ । ତଥାପି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ । ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ । ଅଟକି ରହିଯାଇଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।

ବୃଷ : ପାରିବାରିକ ପରିସ୍ଥିତି ଭଲ ରହିବ । ଯାତ୍ରା, ଶିଳ୍ପ, ପରିବହନ ତଥା ବ୍ୟବସାୟରୁ ସୁଫଳ ପାଇବେ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ପ୍ରଭୃତି ଉନ୍ନତ ରହିବ । ଗୃହୋପକରଣ କ୍ରୟ କରିପାରନ୍ତି ଅଥବା ବନ୍ଧୁ ମିଳନ ଘଟିବାଜନିତ ଖୁସି ରହିପାରନ୍ତି ।

ମିଥୁନ : ଆଜି ସ୍ବାସ୍ଥ୍ୟ ଭଲ ରହିବ । ପରିପାର ସହିତ ଖୁସିର ସମୟ ବିତାଇବେ । ସାଙ୍ଗମାନଙ୍କ ସହିତ ବାହାରକୁ ମଧ୍ୟ ଯାତ୍ରା କରିପାରନ୍ତି । ପିଲାମାନଙ୍କ ପାଇଁ ମଧ୍ୟ ଦିନଟି ବହୁତ ଭଲରେ କରିବ । କିଛି ନୂଆ କାର୍ଯ୍ୟ ମଧ୍ୟ ଆରମ୍ଭ କରିପାରନ୍ତି ।

କର୍କଟ : କର୍ମକ୍ଷେତ୍ରରୁ, ଯାତ୍ରା, ବାଣିଜ୍ୟ, ଅର୍ଥସମ୍ମାନ ସହ ବନ୍ଧୁଙ୍କ ଶୁଭେଚ୍ଛା ପାଇବେ । ଅନ୍ୟକୁ ବହୁତ କହିବେ କିନ୍ତୁ ନିଜକୁ କିଏ କିଛି କହିଲେ ତାହା ସହ୍ୟ କରିବା କାଠିକର ପାଠ ହୋଇପାରେ । ସତର୍କତାର ଅଭାବ କିମ୍ବା ଅନ୍ୟମନସ୍କତାର ସୁଯୋଗ ନେଇ ବନ୍ଧୁ ଅସୁବିଧାରେ ପକାଇପାରନ୍ତି ।

ସିଂହ : ଆପଣ ନକାରାମତ୍କ ଚିନ୍ତାଧାରାରେ ବିବ୍ରତ ରହିପାରନ୍ତି । ଚିନ୍ତା ଓ ଭାବନା ଉନ୍ନତ ରହିବା ସହ ଶ୍ରୁତିରୋଚକ କଥନଶୈଳୀର ଆକର୍ଷଣ ସମ୍ମାନ ଓ ସୈାଜନ୍ୟ ପ୍ରଦାନ କରାଇବ । ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ ସଫଳତା ପାଇପାରନ୍ତି ।

କନ୍ୟା : ନିଜର ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରିବା ସହ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ କରିପାରିବେ । ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ କରିିବାର ଯୋଗ ରହିଛି । କଳା, ସାହିତ୍ୟ, ସଙ୍ଗୀତ ସମାରୋହ, ସାମ୍ବାଦିକତା କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି ।

ତୁଳା : ଆଜି ପ୍ରତିବନ୍ଧକକୁ ପ୍ରତିହତ କରିବେ । ସାଧାରଣ କଥାରେ ଉଦ୍‌ବେଗ ଓ ଅସ୍ଥିରତା ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିପାରେ । କର୍ମକ୍ଷେତ୍ର କିମ୍ବା ଯାତ୍ରା ସମୟରେ ଅନ୍ୟମନସ୍କତାରୁ କେତେକ ଭୁଲ କରିପାରନ୍ତି । ଶିଳ୍ପ, କାରିଗରି, ବାଣିଜ୍ୟ, ପ୍ରକାଶନ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ ।

ବିଛା : ଆଜି ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି । ଅସୂୟା ମନୋଭାବ ପୋଷଣ କରୁଥିବା ନିକଟସ୍ଥ ବ୍ୟକ୍ତିଙ୍କଠାରୁ ଯଥାସମ୍ଭବ ଦୂରେଇ ରହିବା ଭଲ ହେବ । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଯାହାକି ଆପଣଙ୍କ କାମକୁ ଆସିବ ।

ଧନୁ : ଆଜି ପ୍ରତ୍ୟେକ କାମରେ ସଫଳତା ପାଇବେ । ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ । ଭ୍ରମଣ ସୁଯୋଗ ଲାଭ କରିବେ ଏବଂ ଅଧିକାଂଶ ସମୟ ଦୂରାଗତ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ କଟାଇବେ । ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ସାମୟିକ ଦୁଃଖକୁ ଭୁଲି ଯାଇପାରନ୍ତି ।

ମକର : ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ । ଯେଉଁ କାମ ସକାଶେ ଅର୍ଥର ଆବଶ୍ୟକତା ମନେ କରୁଛନ୍ତି ତାହା ଅଳ୍ପ ସମୟ ମଧ୍ୟରେ ପୂରଣ ହୋଇଯିବ । ମାନସିକ ଅବସାଦ ବଢ଼ିବାରୁ କୌଣସି କାମ ଠିକ ଭାବେ ହୋଇ ନ ପାରେ । କର୍ମକ୍ଷେତ୍ରର ସମସ୍ୟା ସମାଧାନ ଆଶା ରହିଛି ।

କୁମ୍ଭ : ଆଜି ସନ୍ତାନଙ୍କ ସମସ୍ୟା ସମାଧାନରେ ସଫଳତା ପ୍ରଦାନ କରିବ । ବନ୍ଧୁଙ୍କ ସହ ସୁସମ୍ପର୍କ ବଜାୟ ରଖିବେ । ପାରିବାରିକ କ୍ଷେତ୍ରରେ ବିତର୍କ, ଯାନବାହନ ଚାଳନାରେ ସମସ୍ୟା, ସାଧାରଣ କଥାରେ ଦ୍ୱନ୍ଦ୍ୱ ସୃଷ୍ଟି କରାଇପାରେ । କଳା, ସାହିତ୍ୟ, ସଙ୍ଗୀତ, ପ୍ରବଚନ ତଥା ସାମ୍ବାଦିକତା କ୍ଷେତ୍ରରେ ସମ୍ମାନିତ ହେବେ ।

ମୀନ : ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ ଅଟକିବ ନାହିଁ । କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ ଏବଂ କେତେକ କ୍ଷେତ୍ରରେ ଅନୁତାପ କରିପାରନ୍ତି । ଶିକ୍ଷା, ଗବେଷଣାରେ ପ୍ରଶଂସିତ ହେବେ । ଜମା ପଡୁ ନ ଥିବା କୌଣସି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଆହୁରି ଦୁଇଦିନ ଶୀତ କରିବ କଲବଲ

ଶୀତରେ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାମ ମନ୍ଦିରରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର ଲାଞ୍ଚ କାରବାର ଅଭିଯୋଗ
  • ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଏହିସବୁ ଟ୍ରେନ୍ ବାତିଲ ?
  • ବାତିଲ ହେଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ
  • ବର୍ଷା ପାଇଁ କନ୍ଧମାଳରେ ୨ ଦିନ ସ୍କୁଲ ଛୁଟି
  • ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.