Wednesday, August 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ବର୍ଷା ଦିନରେ କାଟୁଛି କି ପେଟ?

Sanchar Live by Sanchar Live
July 14, 2026
in ଜୀବନ ଶୈଳୀ
0
ବର୍ଷା ଦିନରେ କାଟୁଛି କି ପେଟ?
0
SHARES
14
VIEWS
FacebookTwitter

ବର୍ତ୍ତମାନ ବର୍ଷାଋତୁ ଚାଲିଛି । ବର୍ଷା ଦିନ ଆସିଲା ମାତ୍ରେ ଗରମରୁ ମୁକ୍ତି ମିଳିଯାଏ ସତ l କିନ୍ତୁ ବର୍ଷା ଦିନରେ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ । ଜଳ ଜନିତ ସମସ୍ୟା ଟିକେ ଅଧିକ ଦେଖିବାକୁ ମିଳିଥାଏ । ତେଣୁ ଏହି ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ ଅଧିକ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଜୀବନଶୈଳୀ ଠାରୁ ଆରମ୍ଭ କରି ଖାଦ୍ୟପେୟ ପ୍ରତିଟି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ । କାହିଁକି ନା ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ତେଣୁ ଆମ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ଖାଇବା ଆବଶ୍ୟକ । ଏହା ସହିତ ଏହି ଦିନରେ ଅଦିକ ସଫା ସୁତୁରା ରହିବା ମଧ୍ୟ ଜରୁରୀ ।

ବର୍ଷା ଦିନେ ରୋଗ ସଂକ୍ରମଣର ଆଶଙ୍କା ଅଧିକ ମାତ୍ରାରେ ବଢିଯାଇଥାଏ । ଏହି ଦିନରେ ଜଳୀୟ ଅଂଶ ସାଧାରଣତଃ କମିଯାଇଥାଏ । ଯାହା ଫଳରେ ପରବର୍ତ୍ତୀ ସମୟରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ବର୍ଷାଦିନେ ସି’ ଫୁଡ୍ ଖାଦ୍ୟ ଯେପରିକି ମାଛ, ଚିଙ୍ଗୁଡି ଓ କଙ୍କଡା ଆଦୌ ଖାଆନ୍ତୁ ନାହିଁ । କାରଣ ଏହି ଋତୁରେ ହଜମ କରିବା କଷ୍ଟକର ହୋଇଥାଏ । ଏହା ବ୍ୟତୀତ ଏହି ଋତୁରେ ତେଲ-ମସଲା ଯୁକ୍ତ ଖାଦ୍ୟଠାରୁ ଦୂରରେ ରୁହନ୍ତୁ । ନଚେତ୍ ପେଟ ଖରାପ, ବାନ୍ତି କିମ୍ବା ଦୁର୍ବଳତା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଏଭଳି ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ସତର୍କ ରୁହନ୍ତୁ । ଯଦି ସ୍ବାସ୍ଥ୍ୟରେ ଆପଣଙ୍କର ଏଭଳି ସମସ୍ୟା ଦେଖାଯାଉଛି କମ୍ବା ଫୁଡ୍ ପଏଜନିଂ ହେଉଛି ତେବେ କିଛି ସହଜ ଏବଂ ପ୍ରଭାବଶାଳୀ ଆୟୁର୍ବେଦିକ ଉପଚାର ରହିଛି । ଯାହା ତୁରନ୍ତ ଆପଣଙ୍କୁ ଆରାମ ଦେଇପାରିବେ । ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଯଦି ବର୍ଷାଦିନେ ଆପଣଙ୍କର ବାନ୍ତି ଭଳି ସମସ୍ୟା ଦେଖାଦେଉଛି ତେବେ ସେଥିରୁ ଆରାମ ପାଇବା ପାଇଁ କିଛି ଘରୋଇ ଆୟୁର୍ବେଦ ଉପଚାର ଗ୍ରହଣ କରନ୍ତୁ । ଏକ ଚାମଚ ଅଦା ରସ ନିଅନ୍ତୁ ଏବଂ ସେଥିରେ କିଛି ମହୁ ବିଶାଇ ପିଅନ୍ତୁ । ଯାହା ସମସ୍ୟାର ସମାଧାନ କରିପାରିବ । ଏହା ସହିତ ପାଚନ ଶକ୍ତିକୁ ବୃଦ୍ଧି କରିଥାଏ । ଗ୍ୟାସ ଭଳି ସମସ୍ୟାଠାରୁ ମଧ୍ୟ ଏହି ଉପଚାର ରକ୍ଷା କରିଥାଏ ।

ଯଦି ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଦୁଇ ଗ୍ଲାସ ପାଣିରେ ଗୋଟିଏ ଚାମଚ ଧନିଆ ଭଲ ଭାବରେ ଫୁଟାନ୍ତୁ । ଏହା ଥଣ୍ଡା ହେବା ପରେ, ଏହାକୁ ଛାଣି ଦିନସାରା ଅଳ୍ପ ଅଳ୍ପ ପିଅନ୍ତୁ । ଏହା ପେଟକୁ ଥଣ୍ଡା କରିଥାଏ, ଫୁଲା କମ କରିଥାଏ ଏବଂ ପାଚନ ଶକ୍ତି ମଧ୍ୟ ଉନ୍ନତ କରିଥାଏ । ଏହା ସହିତ ପେଟ ସମସ୍ୟା ଦୂର କରିବାରେ ମଧ୍ୟ ପାନମହୁରି ଏବଂ ଚିନି ଗୁଣ୍ଡ ପ୍ରଭାବଶାଳୀ ହୋଇଥାଏ । ପାନମହୁରି ଏବଂ ଚିନି ଗୁଣ୍ଡକୁ ସମାନ ପରିମାଣରେ ନେଇ ପେଷି ଦିଅନ୍ତୁ । ଏହା ପରେ, ଉଷୁମ ପାଣି ସହିତ ପ୍ରସ୍ତୁତ ପାଉଁଡରର ଅଧ ଚାମଚ ନିଅନ୍ତୁ । ଆୟୁର୍ବେଦ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହା ଗ୍ୟାସ୍, ପେଟ ପୋଡ଼ା ଏବଂ ବଦହଜମୀରୁ ମୁକ୍ତି ଦିଏ ।

ଯଦି ଆପଣଙ୍କ ସମସ୍ୟା ଅଧିକ ମାତ୍ରାରେ ଦେଖାଦେଉଛି ତେବେ ଡ଼ାକ୍ତରଙ୍କ ପରାମର୍ଶ ତୁରନ୍ତ ନିଅନ୍ତୁ । ଯେତେବେଳେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେତେବେଳେ ବିଶ୍ରାମ ନିଅନ୍ତୁ । ବର୍ଷାଦିନ ପାଇଁ ସବୁଠାରୁ ବେଷ୍ଟ ହୋଇଥାଏ ସାଲାଡ଼ । ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ । ଏହି ଦିନରେ କଞ୍ଚା ପନିପରିବା ମଧ୍ୟ ହିତକର ହୋଇଥାଏ । ଏହି ସବୁ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ହାଲୁକା ମୁଗ ଡାଲ ଖିଚଡି, ସାଦା ଦହି-ଭାତ କିମ୍ବା ଓଟ୍ସ ଭଳି ଜିନିଷ ଖାଇପାରିବେ । ଏହା ସହିତ ବର୍ଷା ଦିନରେ ମଧ୍ୟ ପର୍ଯ୍ୟାପ୍ତ ପାଣି ପିଅନ୍ତୁ । ଲେମ୍ବୁ ପାଣି କିମ୍ବା ହାଲୁକା ଲୁଣ-ଚିନି ପାଣି ମଧ୍ୟ ଏହି ସବୁ ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ ।

ShareTweetShareSend
Sanchar Live

Sanchar Live

Next Post
ରାଜ୍ୟରେ ମାଗଣା କେଜିରୁ ପିଜି ଶିକ୍ଷା ବ୍ୟବସ୍ଥାକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର

ରାଜ୍ୟରେ ମାଗଣା କେଜିରୁ ପିଜି ଶିକ୍ଷା ବ୍ୟବସ୍ଥାକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଯଦି ଆପଣଙ୍କ ଗାଡିର ବୀମା ନାହିଁ, ତେବେ ତୁରନ୍ତ କରାଇ ନିଅନ୍ତୁ…
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ଚିତାଲାଗି ନୀତି
  • ଆଜିଠୁ ଲଘୁଚାପ: ପୁଣି ରାଜ୍ୟରେ ବଡ଼ ବର୍ଷା
  • ଆଜି ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଘରୁ ବାହାରିବା ପୂର୍ବରୁ ସତର୍କ ରୁହନ୍ତୁ….
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ଏକ୍ ଭାରତ ଓ ଶ୍ରେଷ୍ଠ ଭାରତ ସଂକଳ୍ପକୁ ସଫଳ କରିବା ଆମର ଲକ୍ଷ୍ୟ: ଜଗନ୍ନାଥ ପ୍ରଧାନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.