Saturday, September 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

କେଶ ଝଡ଼େ, ହେଲେ ନିଶ ଦାଢ଼ି ଝଡ଼େନାହିଁ କାହିଁକି? ଜାଣନ୍ତୁ ଏହା ପଛର କାରଣ

Sanchar Live by Sanchar Live
January 31, 2025
in ଜୀବନ ଶୈଳୀ
0
କେଶ ଝଡ଼େ, ହେଲେ ନିଶ ଦାଢ଼ି ଝଡ଼େନାହିଁ କାହିଁକି? ଜାଣନ୍ତୁ ଏହା ପଛର କାରଣ

Oplus_131072

0
SHARES
6
VIEWS
FacebookTwitter

ବର୍ତ୍ତମାନ ସମୟରେ କେଶ ଛଡିବା ସମସ୍ୟା ବେସ୍ ବଢ଼ିଚାଲିଛି । ଯାହାକୁ ଦେଖିବେ ଏହି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ହେଲେ କେବେ ଭାବିଛନ୍ତି କି କେଶ ସିନା ବହୁତ ଶୀଘ୍ର ଝଡେ ହେଲେ ନିଶ ଦାଢ଼ି ଏବଂ ଶରୀରରେ ଲୋମ ଝଡି ନଥାଏ କାହିଁକି? କେଶ ଝଡିବା ହେଉ କିମ୍ବା ନିଶ ଦାଢ଼ି ନ ଝଡିବା ଏହା ହରମୋନ ପାଇଁ ସମ୍ଭବ ହୋଇଥାଏ । କେଶ ଉପରେ ମୁଖ୍ୟତଃ ଡିଏଚଟି ନାମକ ହରମୋନର ପ୍ରଭାବ ପଡିଥାଏ । ହରମୋନ ଯଦି ଠିକ୍ ଭାବରେ ଥାଏ ତେବେ କେଶ ଏତେ ଶୀଘ୍ର ଝଡି ନଥାଏ । ଯଦି ଆପଣଙ୍କର ହରମୋନର ଅଭାବ ଅଛି ତେବେ ଅନେକ ପ୍ରକାରର ସମସ୍ୟା ସାମ୍ନାକୁ ଆସିଥାଏ । ନିଶ, ଦାଢ଼ି ଓ ଶରୀର ଲୋମ ଉପରେ ଟେଷ୍ଟୋଷ୍ଟେରୋନର ପ୍ରଭାବ ପଡିଥାଏ, ଯାହା ଏହି ଲୋମଗୁଡିକୁ ବଢ଼ିବାରେ ସାହାଯ୍ୟ କରିଥାଏ ଏବଂ ଏତେ ଶୀଘ୍ର ଝଡିବାକୁ ଦିଏ ନାହିଁ ।

ଏହା ସହିତ ଲୋମର ବୃଦ୍ଧି ଏବଂ ଝଡିବାର ସମସ୍ୟା ଜିନ୍ ଦ୍ୱାରା ମଧ୍ୟ ନିୟନ୍ତ୍ରିତ ହୋଇଥାଏ । ମୁଣ୍ଡରେ କେଶ ବିଭିନ୍ନ କାରଣ ପାଇଁ ଝଡିଥାଏ ହେଲେ କେଶ ଝଡିବା ଏବଂ ପତଳା ହୋଇଯିବା ସାଧାରଣତଃ ଏଣ୍ଡ୍ରୋଜେନେଟିକ୍ ଏଲୋପେସିୟା କାରଣରୁ ମଧ୍ୟ ହୋଇଥାଏ ବୋଲି ଜଣାପଡିଛି । ଯାହାକି ଏହି ସମସ୍ୟା ପୁରୁଷ ଏବଂ ମହିଳା ଉଭୟଙ୍କ କ୍ଷେତ୍ରରେ ଦେଖାଦେଇଥାଏ । କେଶ ବୃଦ୍ଧିର ଚକ୍ର ଲମ୍ବା ହୋଇଥାଏ । କେଶ ଝଡିବା ସାଧାରଣତଃ ସେହି ଚକ୍ରର ଟେଲୋଜେନ୍ ସୋପାନରେ ହୋଇଥାଏ । ଅର୍ଥାତ୍ ଯେଉଁଠି କେଶ ବୃଦ୍ଧି ଅଟକିଯାଏ, ସେଇଠି କେଶ ଝଡିବା ଆରମ୍ଭ ହୋଇଥାଏ । ଅନ୍ୟପକ୍ଷେ ଶରୀରର ଲୋମ ବୃଦ୍ଧିର ଚକ୍ର ଛୋଟ ହୋଇଥିବା ଯୋଗୁ ଏହା ବହୁତ କମ୍ ଝଡିଥାଏ । ଏହା ବ୍ୟତୀତ କେଶ ଝଡିବାର ମୁଖ୍ୟ କାରଣ ହେଉଛି ଆଜିକାଲି ଅତ୍ୟଧିକ ଚାପ ଏବଂ ଅବ୍ୟବସ୍ଥିତ ଜୀବନ ଶୈଳୀ କାରଣରୁ ଏହା ସମ୍ଭବ ହୋଇଥାଏ ।

Tags: Beeardhair falllifestyle
ShareTweetShareSend
Sanchar Live

Sanchar Live

Next Post
ରାଶି ଅନୁସାରେ ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ଆଜି ଏହି ରାଶିଙ୍କ ପାଇଁ ରହିଛି ଖୁସି ଖବର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.