ରାଜନୀତି

୬ ଜେଏମଏମ ବିଧାୟକଙ୍କ ସହ ଦିଲ୍ଲୀ ଗଲେ ଚମ୍ପାଇ ସୋରେନ, ଝାଡ଼ଖଣ୍ଡରେ ତେଜିଲା ରାଜନୀତି

୬ ଜେଏମଏମ ବିଧାୟକଙ୍କ ସହ ଦିଲ୍ଲୀ ଗଲେ ଚମ୍ପାଇ ସୋରେନ, ଝାଡ଼ଖଣ୍ଡରେ ତେଜିଲା ରାଜନୀତି

ସଂଚାର ବ୍ୟୁରୋ: ଝାଡ଼ଖଣ୍ଡରେ ତେଜିଲା ରାଜନୀତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଜେପିରେ ସାମିଲ ହେଉଥିବା ଚର୍ଚ୍ଚା। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ୬ ବିଧାୟକଙ୍କୁ ନେଇ ଦିଲ୍ଲୀରେ...

Read more

ଆଜିଠୁ ଦୁଇ ଦିନ ଧରି ଚାଲିବ ନବ ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ

ଆଜିଠୁ ଦୁଇ ଦିନ ଧରି ଚାଲିବ ନବ ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ

ସଂଚାର ବ୍ୟୁରୋ: ଆଜିଠୁ ନବ ନିର୍ବାଚିତ ବିଧାୟକ ପଢିବେ ପାଠ। ଦୁଇ ଦିନ ଧରି ଚାଲିବ ପ୍ରଶିକ୍ଷଣ। ବିଧାନସଭାର କାର୍ଯ୍ୟବିଧୀ, କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ,...

Read more

କଂଗ୍ରେସ ଛାଡିଲେ ବିଜୟ

ଆଳୁ ସମସ୍ୟା ପ୍ରସଙ୍ଗ : କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ

ସଂଚାର ବ୍ୟୁରୋ: କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ। ଆଜି ସେ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମେଲ୍‌ ମାଧ୍ୟମରେ ସେ ନିଜର ଇସ୍ତଫାପତ୍ର ଏଆଇସିସିକୁ...

Read more

ବିଧାୟକଙ୍କ ପ୍ରିଶିକ୍ଷଣ ଶିବିରକୁ ବିଜେଡିର ବୟକଟ୍

ସୁଭଦ୍ରା ସହାୟତା ନଦେବାକୁ ଫିଡବ୍ଯାକ ବାହାନା କରୁଛି ବିଜେପି : ପ୍ରମିଳା ମଲ୍ଲିକ

ସଂଚାର ବ୍ୟୁରୋ: ବିଧାୟକଙ୍କ ପ୍ରିଶିକ୍ଷଣ ଶିବିରକୁ ବିଜେଡିର ବୟକଟ୍। ୧୭ ଓ ୧୮ ତାରିଖରେ ହେବାକୁ ଥିବା ବିଧାନସଭା ପ୍ରଶିକ୍ଷଣ ଶିବିରକୁ ବୟକଟ କରିବ ବିଜୁ ଜନତା...

Read more

ବ୍ଲାକରୋଜ ମାମଲା : ଗୃହ ବିଭାଗକୁ ଚିଠି ଲେଖିଲେ ପୋଲିସ ଡିଜି, ଚିନ୍ତାରେ ବବି !

ବ୍ଲାକରୋଜ ମାମଲା : ଗୃହ ବିଭାଗକୁ ଚିଠି ଲେଖିଲେ ପୋଲିସ ଡିଜି,  ଚିନ୍ତାରେ ବବି !

ସଂଚାର ବ୍ୟୁରୋ: ପୁରୁଣା ଫାଇଲ ଖୋଲିବେ ନୂଆ ସରକାର । ବନ୍ଧା ହେବେ ବିଜେଡିର ଟାଣୁଆ ନେତା । ବହୁଚର୍ଚ୍ଚିତ ବ୍ଲାକରୋଜ ଫାଇଲ ଖୋଲିବେ ମୋହନ ସରକାର...

Read more

ଓଡ଼ିଶା କଂଗ୍ରେସ ପାଇଁ ଷ୍ଟିୟରିଂ କମିଟି ଗଠନ କଲା ଏଆଇସିସି

ଓଡ଼ିଶା କଂଗ୍ରେସ ପାଇଁ ଷ୍ଟିୟରିଂ କମିଟି ଗଠନ କଲା ଏଆଇସିସି

ସଂଚାର ବ୍ୟୁରୋ: ପିସିସି ସଭାପତି ଚୟନ ପୂର୍ବରୁ ଓଡ଼ିଶା କଂଗ୍ରେସ ପାଇଁ ଷ୍ଟିୟରିଂ କମିଟି ଗଠନ କଲା ଏଆଇସିସି। ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଷ୍ଟିୟରିଂ...

Read more

ପ୍ରକାଶ ପାଇଲା ରାଜ୍ୟସଭା ଉପ ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି

ପ୍ରକାଶ ପାଇଲା ରାଜ୍ୟସଭା ଉପ ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି

ସଂଚାର ବ୍ୟୁରୋ: ରାଜ୍ୟସଭା ଉପ ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ।...

Read more

ରାଜ୍ୟରେ ସାମାଜିକ ବିଶୃଙ୍ଖଳା ନେଇ ନବୀନଙ୍କ ଉଦବେଗ

ରାଜ୍ୟରେ ସାମାଜିକ ବିଶୃଙ୍ଖଳା ନେଇ ନବୀନଙ୍କ ଉଦବେଗ

ସଂଚାର ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ବିଶୃଙ୍ଖଳା ନେଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆରେ ନବୀନ...

Read more
Page 43 of 46 1 42 43 44 46