ଓଡିଶା

ପୁରୀ ବିମାନ ବନ୍ଦର ନିର୍ମାଣକୁ ଅନୁମୋଦନ କଲେ କେନ୍ଦ୍ର ସରକାର

ପୁରୀ ବିମାନ ବନ୍ଦର ନିର୍ମାଣକୁ ଅନୁମୋଦନ କଲେ କେନ୍ଦ୍ର ସରକାର

ସଂଚାର ବ୍ୟୁରୋ: ପୁରୀ ବିମାନ ବନ୍ଦର ନିର୍ମାଣକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଗ୍ରୀନ ଫିଲଡ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ବେସାମରିକ ମନ୍ତ୍ରୀ...

Read more

ପୁରୀକୁ ଛାଡ଼ି ଅନ୍ୟ ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇପାରିବନି

ପୁରୀକୁ ଛାଡ଼ି ଅନ୍ୟ ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇପାରିବନି

ସଂଚାର ବ୍ୟୁରୋ: ଗଜପତି କହିଲେ ଦିଘା ଜଗନ୍ନାଥ ମନ୍ଦିର ଜଗନ୍ନାଥ ଧାମ ନୁହେଁ। ପ୍ରେସ୍ ବିବୃତିରେ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି, ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରରେ ଦିଘାରେ...

Read more

ଦୀଘାରେ ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ଘଟଣା : ଏମିତି କହିଲେ ଆଇନମନ୍ତ୍ରୀ

ଦୀଘାରେ ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ଘଟଣା : ଏମିତି କହିଲେ ଆଇନମନ୍ତ୍ରୀ

ସଂଚାର ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ ।  ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ...

Read more

ବିରୋଧ ପରେ ଦୀଘା ଜଗନ୍ନାଥ ଧାମ ନାମକରଣ ହଟିଲା

ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଏମିତି କହିଲେ ଦଇତାପତି

ସଂଚାର ବ୍ୟୁରୋ: ଦୀଘାରୁ ହଟିଲା ଜଗନ୍ନାଥ ଧାମ ନାମ । ନାମକରଣ ବୋର୍ଡରେ ଯେଉଁ ଜଗନ୍ନାଥ ଧାମ ଲେଖାଯାଇଥିଲା, ତାକୁ ହଟାଇ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସମେତ...

Read more

ଆଉ ୨ ଦିନ କାଳବୈଶାଖୀ

ଆଉ ୨ ଦିନ କାଳବୈଶାଖୀ

ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ଦିନେ ଛଡ଼ା ଦିନେ କାଳବୈଶାଖୀ ଯୋଗୁଁ ବର୍ଷା ହେଉଥିବାରୁ ଗରମ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି।...

Read more

ରାମକୃଷ୍ଣ ଦାସମହାପାତ୍ରଙ୍କୁ ୭ ଦିନ ମଧ୍ୟରେ କୈଫିୟତ ତଲବ 

ରାମକୃଷ୍ଣ ଦାସମହାପାତ୍ରଙ୍କୁ ୭ ଦିନ ମଧ୍ୟରେ କୈଫିୟତ ତଲବ 

ପଶ୍ଚିମବଙ୍ଗ ଦୀଘାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଦାରୁ କାଠରେ ନିର୍ମାଣକୁ ନେଇ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ଦଇତାପତି ନିଯୋଗର...

Read more

ଶ୍ରୀମନ୍ଦିରରେ ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ

ଶ୍ରୀମନ୍ଦିରରେ ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ

ପୁରୀ : ସୋମବାର ବୈଶାଖ ଶୁକ୍ଳ ଅଷ୍ଟମୀରେ ଶ୍ରୀମନ୍ଦିରରେ ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ଗଣାଯାଏ। ଉକ୍ତ ଦିବସରେ...

Read more

ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରାଶାସନିକ ସୀମା ପୁନଃନିର୍ଦ୍ଧାରଣ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଖାନ ନଗର ବ୍ରିଜ ନିର୍ମାଣ ବେଳେ ଅଘଟଣ, ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସଂଚାର ବ୍ୟୁରୋ: ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରାଶାସନିକ ସୀମା ପୁନଃନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକରା। ଏ ନେଇ ରାଜସ୍ଵ ଓ ବିପର୍ଯ୍ୟୟ...

Read more
Page 174 of 412 1 173 174 175 412