କାନରେ ଇୟର ଫୋନ୍ ଲଗାଇ ମୋବାଇଲ ଫୋନକୁ ଚାର୍ଜ କରି ଫୋନ୍ ଦେଖୁଥିବା ସମୟରେ ବଜ୍ରାଘାତ ହେବାରୁ ବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତ ଡ଼ାରେଙ୍ଗବା ଗାଁ ର ଜଗନ୍ନାଥ ସୀସାଙ୍କ ପୁଅ ଭାଗିରଥୀ ସୀସା । ଘଟଣା ପରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି ।
© 2024 Sanchar News